Latest Odisha News

BREAKING NEWS

Browsing Tag

Bjd

୨୫ ବର୍ଷର ଅପରାଜେୟ ରାଜା ‘ନବୀନ’..ଅପରାଜିତ ଦଳ ‘ବିଜେଡି’

ଭୁବନେଶ୍ୱର:ବିଜୁ ଜନତା ଦଳ (ବିଜେଡି) ଆଜି ପାଳୁଛି ତାର ୨୫ ତମ ପ୍ରତିଷ୍ଠା ଦିବସ । ୫ମ ଟର୍ମରେ  ବିଜୟୀ ମୁକୁଟ ପିନ୍ଧି ରାଜୁତି କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଞ୍ଚଳିକ ଦଳ ଭାବେ ଖାଲି ରାଜ୍ୟ ନୁହେଁ, ଜାତୀୟ ସ୍ତରରେ ବି ନିଜର ଦବଦବା ସୃଷ୍ଟି କରିପାରିଛି ବିଜେଡି  । ଜଣେ…

ପୁରୀରେ ବିଜେଡିର ବଡ଼ ଆୟୋଜନ, ୨୦୨୪ ପାଇଁ କି ମନ୍ତ୍ର ଦେବେ ନବୀନ ?

ପୁରୀ: ବିଜେଡି ପାଳିବ ୨୬ ତମ ପ୍ରତିଷ୍ଠା ଦିବସ । ୧୯୯୭ ଡିସେମ୍ବର ୨୬ରେ ପ୍ରତିଷ୍ଠା ହୋଇଥିବା ବିଜୁ ଜନତା ଦଳକୁ ଆସନ୍ତାକାଲି ୨୫ ପୂରି ୨୬ ଚାଲିବ । ଏହି ଅବସରରେ ଦଳ ପୁରୀରେ କରିବ ଶକ୍ତି ପ୍ରଦର୍ଶନ । ପ୍ରତିଷ୍ଠା ଦିବସରେ ବିଜେଡି ପ୍ରାୟ ୫୦ ହଜାର କର୍ମୀଙ୍କୁ ଏକାଠି କରୁଥିବା ବେଳେ ୨୦୨୪…

ତାଳବଣିଆରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ

ପୁରୀ:  ଆସନ୍ତା ୨୬ ତାରିଖରେ ବିଜେଡି ପାଳିବ ୨୫ତମ ପ୍ରତିଷ୍ଠା ଦିବସ। ଏଥର ପ୍ରତିଷ୍ଠା ଦିବସ ପାଳିତ ହେବ ପୁରୀ ତାଳବଣିଆ ପଡ଼ିଆରେ । ଏ ନେଇ ତାଳବଣିଆ ପଡ଼ିଆ ଠାରେ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଦଳ ପ୍ରତିଷ୍ଠା ଦିବସ ଅବସରରେ ଦଳର ସୁପ୍ରିମୋ ତଥା ରାଜ୍ୟ ସଭାପତି ନବୀନ…

ରୀତାଙ୍କ ହାତରୁ ମନ୍ତ୍ରୀ ପଦ କାଢ଼ି ସୁଶାନ୍ତ ସିଂଙ୍କୁ ପୁଣି ଦେବେ କି ନବୀନ ?

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ବରଗଡ଼ ବିଜେଡିରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ପଦ୍ମପୁରରେ ଦଳର ଐତିହାସିକ ବିଜୟ ପାଇଁ ବିଜେଡି ନେତା ଓ କର୍ମୀ ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଶ୍ରେୟ ଦେଉଛନ୍ତି । କିନ୍ତୁ ଚର୍ଚ୍ଚା…

LACକୁ ନେଇ ଏକାଠି ହେଲେ ୧୮ ବିରୋଧୀ ଦଳ, ଗଲାନି ବିଜେଡି

ନୂଆଦିଲ୍ଲୀ: ଏକାଠି ହେଲେ ବିରୋଧୀ, ଗଲାନି ବିଜେଡି । ତୱାଙ୍ଗ ସଂଘର୍ଷକୁ ନେଇ ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଡାକିଥିବା ବୈଠକରେ ୧୨ରୁ ଅଧିକ ଦଳ ଯୋଗ ଦେଇଥିଲେ । ହେଲେ ଏନଡିଏ ଓ ୟୁପିଏ ମେଣ୍ଟ ଠାରୁ ଦୂରେଇ ରହିଥିବା ବିଜେଡି ବୈଠକରେ ସାମିଲ୍…

ସିଇଓଙ୍କ ପ୍ରେସମିଟ୍ : ବିଜେଡି ପ୍ରାର୍ଥୀଙ୍କୁ ୧,୨୦,୮୦୭ ଭୋଟ୍

ପଦ୍ମପୁର: ପଦ୍ମପୁରରେ ୫୮ପ୍ରତିଶତ ଭୋଟ୍ । ବିଜେଡି ପ୍ରାର୍ଥୀଙ୍କୁ ୧,୨୦,୮୦୭ ଭୋଟ୍ ମିଳିଛି  । ରାଜ୍ୟ ନିର୍ବାଚନ ମୁଖ୍ୟ ଅଧିକାରୀ ସୁଶୀଲ ଲୋହାନୀ ପ୍ରେସମିଟ୍ ରେ ଏହି ସୂଚନା ଦେଇଛନ୍ତି । ପୋଷ୍ଟାଲ ବାଲାଟ ୩୦୦ ଖଣ୍ଡ ମିଳିଥିଲା ବେଳେ ୪୮ଟି ରଦ୍ଦ ହୋଇଥିଲା ।  ୨୪୨ ପୋଷ୍ଟାଲ ଭୋଟ୍ ଫଳାଫଳରେ…

ପ୍ରଦୀପଙ୍କୁ ବହୁ ପଛରେ ପକାଇଲେ ବର୍ଷା ସିଂ ବରିହା

ପଦ୍ମପୁର: ଶେଷରେ ବାଜି ମାରିଲେ ବର୍ଷା । ଓଡିଶାର ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ଯାଉଛି ଭୋଟ୍ । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ବିଜୟୀ । ପ୍ରାୟ ୪୨ ହଜାର ୬୫ ଭୋଟ୍ ବ୍ୟବଧାନରେ ଜିତିଲେ ବର୍ଷା । ବିଜେପି…

୩ୟ ରାଉଣ୍ଡ ସୁଦ୍ଧା ୫୭୬୬ ଖଣ୍ଡ ଭୋଟରେ ବିଜେଡି ଆଗୁଆ

ପଦ୍ମପୁର : ୩ୟ ରାଉଣ୍ଡ ସୁଦ୍ଧା ଫଳାଫଳ  । ୫୭୬୬ ଖଣ୍ଡ ଭୋଟରେ ବିଜେଡି ଆଗୁଆ । ପ୍ରଦୀପଙ୍କୁ ପଛରେ ପକାଇ ବର୍ଷା ସିଂ ଆଗୁଆ ରହିଛନ୍ତି । ବିଜେପି ୧୦୧୫୦, ବିଜେଡି ୧୫୯୧୬ ଓ କଂଗ୍ରେସ ୪୭୪ ଭୋଟରେ ଆଗୁଆ ରହିଛନ୍ତି । ପଦ୍ମପୁରରେ ୧ମ ରାଉଣ୍ଡରେ ବିଜେଡି ଆଗୁଆ ଥିଲା । ପଦ୍ମପୁର ଉପନିର୍ବାଚନ ପାଇଁ…

ଦିଲ୍ଲୀରେ ପଦ୍ମକୁ ସଫା କରିଦେବ କି ଝାଡୁ ?

ନୂଆଦିଲ୍ଲୀ: ଦିଲ୍ଲୀ ଏମସିଡିରେ ଟାଇଟ ଫାଇଟିଂ । ବିଜେପି-ଆପ ଚାଲିଛି କଡ୍ଡା ଟକ୍କର । ୩ଟି ପାଳି ଧରି ଏମସିଡିକୁ ନିଜ ଅକ୍ତିଆରରେ ବିଜେପିକୁ ଚଳିତ ନିର୍ବାଚନରେ ଆଣ୍ଠେଇ ଦେଲାଣି ଆପ ।  ବିଜେପି ଗଡରେ ବିଜେପିକୁ ସଫା କରିଦେବା ଚକ୍କରରେ ଅଛି ଆପ ।  ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳରୁ…

ଭୋଟ୍ ଦିନ ବି ବିଜେପି ଟଙ୍କା ବାଣ୍ଟୁଛି; କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ପଦ୍ମପୁର : କଳାହାଣ୍ଡି ବିଜେପିର ସାଧାରଣ ସମ୍ପାଦକ ତଥା କଳାହାଣ୍ଡି କୃଷକ ମୋର୍ଚ୍ଚା ନେତା ସୁଧୀର ପାଟ୍ଟଯୋଶୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଟଙ୍କା ବାଣ୍ଟୁଥିବା ଲୋକେ ଧରିଥିଲେ । ପାଇକମାଳ କେଚୋଦାଦରସ୍ଥିତ ଛେଳିମାଳ ଗାଁରେ ସେ ଟଙ୍କା ବାଣ୍ଟୁଥିବା ଭିଡିଓ ଥିବା…