Latest Odisha News
Browsing Tag

BMC

ରାଜଧାନୀରେ ଉଡ଼ିଲା ଡ୍ରୋନ; ମାରିବ ମଶା

ଭୁବନେଶ୍ୱର: ଭୁବନେଶ୍ୱରକୁ ମଶମୁକ୍ତ କରିବ ଡ୍ରୋନ  । ଟିଫା ଫେଲ ମାରିବା ପରେ ଏବେ ଡ୍ରୋନ ସାହାଯ୍ୟରେ ବିଏମସି ଆରମ୍ଭ କରିବ ମଶମରା ଅଭିଯାନ । ଆଜିଠାରୁ ବିଏମସି ପକ୍ଷରୁ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି  । ସାତ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଭୁବନେଶ୍ଠରର ମଶପ୍ରବଣ ଅଞ୍ଚଳର…

ରାଜଧାନୀରେ ଉଡ଼ି ଉଡ଼ି ମଶା ମାରିବ ଡ୍ରୋନ୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ମଶାଙ୍କ ସାନ୍ଧ୍ରତା ବୃଦ୍ଧି ପାଉଥିବା ବେଳେ ନୂଆ ଯୋଜନା କରିଛି ବିଏମସି । ମଶା ମରା ଗାଡ଼ି ସହ ବିଏମସି ଡ୍ରୋନର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି । ରାଜଧାନୀରେ ମଶା ଦମନ ପାଇଁ ବିଏମସି ଡ୍ରୋନର ବ୍ୟବହାର କରିବ । ଏନେଇ ସୂଚନା ଦେଇଛନ୍ତି…

ବର୍ଜ୍ୟ ପାଇଁ ବିଏମସି କଠୋର, ଏଣେତେଣେ ଫିଙ୍ଗିଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ରାଜଧାନୀକୁ ସ୍ୱଚ୍ଛ ସହ ସରସ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସିର ପ୍ରତି ୱାର୍ଡରେ ଅଳିଆ ଗାଡ଼ି ବୁଲୁଥିବା ବେଳେ ହାଟ, ମାର୍କେଟର ସ୍ୱଚ୍ଛତା ପରଖିଛନ୍ତି ଅଧିକାରୀ । ୟୁନିଟ୍-୧ ହାଟରେ ଥିବା ବିଭିନ୍ନ ଦୋକାନ ବିଏମସିର ଗାଇଡଲାଇନ୍ ମାନୁ…

ହୋଟେଲ୍ ଇଡେନ୍ ଆରଓସିରେ ତାଲା ଠୁଙ୍କିଲା ବିଏମସି

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରିଥିବା ବେଳେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛି ବିଏମସି । ବିଶେଷକରି ରାସ୍ତାଘାଟରେ ଅଳିଆ ଆବର୍ଜନା ନ ଫିଙ୍ଗିବା ଓ ଡଷ୍ଟବିନ୍ ବ୍ୟବହାର ଉପରେ ଧ୍ୟାନ ଦିଆଯାଉଛି । କିନ୍ତୁ ଭୁବନେଶ୍ୱରର କିଛି ବଡ଼ ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟ କିଛି ମାନୁ…

ଖୋର୍ଦ୍ଧାରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, ଭୁବନେଶ୍ୱର ହଟସ୍ପଟ୍

ଭୁବନେଶ୍ୱର: ଡରାଉଛି ଡେଙ୍ଗୁ । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୫୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୦ ଟପିଛି । ତେବେ ଚିହ୍ନଟ ଡେଙ୍ଗୁ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଅଧିକାଂଶ ଥିବା ଜଣାପଡ଼ିଛି । ବିଏମସି…

ରାଜଧାନୀରେ ଦୋକାନ କରିଥିଲେ ରଖନ୍ତୁ ୨ଟି ଡଷ୍ଟବିନ୍, ନହେଲେ ଦେବେ ଜରିମାନା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଏମସି ପରିମଳକୁ ଗୁରୁତ୍ୱ ଦେଉଛି । ବିଶେଷକରି ହାଟ ବଜାର ଓ ରାସ୍ତାକଡ଼ରେ ଥିବା ଦୋକାନ ଗୁଡ଼ିକରେ ୨ଟି ଲେଖାଏ ଡଷ୍ଟବିନ୍ ରଖିବାକୁ ବିଏମସି ନିର୍ଦ୍ଦେଶ ଦେଇଛି । ଗୋଟିଏ ଡଷ୍ଟବିନରେ ଶୁଖିଲା ଓ ଅନ୍ୟଟିରେ ଓଦା ବର୍ଜ୍ୟବସ୍ତୁ ପକାଇବେ । ଏବଂ ନିୟମିତ ଉକ୍ତ…

ଡ୍ରେନରେ ପଡି ମୃତ୍ୟୁବରଣ କରିଥିବା ଛାତ୍ରଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କ…

ଭୁବନେଶ୍ୱର: ଡ୍ରେନରେ ପଡି ମୃତ୍ୟୁବରଣ କରିଥିଲେ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରା । ବିଏମସିର ଦାଇତ୍ୱହୀନତା ପାଇଁ ଏଭଳି ଘଟଣା ଘଟିଥିବାର ଜାତୀୟ ମାନବାଧିକାର କମିଶନ କହିଛନ୍ତି । ଏହା ସହ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି  ।…

ଭିଜିଲାନ୍ସ ଜାଲରେ ଓ୍ୱାର୍ଡ ଅଫିସର; ୧୫ ହଜାର ନେଇ ଗିରଫ

ଭୁବନେଶ୍ୱର: ବିଏମସିର ଟ୍ୟାକ୍ସ ଆଦାୟକାରୀ ଅଫିସର ତଥା ଓ୍ୱାର୍ଡ ଅଫିସର ହେମନ୍ତ ସାହୁ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଖଣ୍ଡଗିରି ସ୍ଥିତ ଓ୍ୱାର୍ଡ ନଂ-୨୩ର ଓ୍ୱାର୍ଡ ଅଫିସର ତଥା ଟ୍ୟାକ୍ସ କଲେକ୍ଟର ହେମନ୍ତ ସାହୁ ଏବଂ ପୂର୍ବତନ ଟ୍ୟାକ୍ସ କଲେକ୍ଟର ଯୋଗେନ୍ଦ୍ର ପ୍ରଧାନ…

ମାସ୍କ ପିନ୍ଧି ନଥିଲେ ଦୋକାନୀ ଦେବେନି ଜିନିଷ, ଜାରି ହେଲା ଆଡଭାଇଜରି

ଭୁବନେଶ୍ୱର: ମାସ୍କ ନଥିଲେ ପ୍ରବେଶ ମନା । ମାସ୍କ ପିନ୍ଧି ନଥିଲେ ଦୋକାନୀ ଦେବେନି ସାମଗ୍ରୀ । ରାଜଧାନୀ ଭୁବନେଶ୍ୱର କୋଭିଡ୍ ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ବିଏମସି ପକ୍ଷରୁ ଜାରି ହୋଇଛି ଆଡଭାଇଜରି । ବଢ଼ି ଚାଲିଥିବା କୋଭିଡ୍ ସଂକ୍ରମଣକୁ ଦେଖି ବିଏମସି ଭୁବନେଶ୍ୱରରେ କୋଭିଡ୍…

ବଢିଲା ସଂକ୍ରମଣ, ବିଏମସି ଜାରି କଲା ଗାଇଡଲାଇନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଜ୍ୟରେ ଦୈନିକ ସଂକ୍ରମଣ ବଢୁଛି। ସଂକ୍ରମିତଙ୍କ ସଂଖ୍ୟା ରାଜଧାନୀ, କଟକ, ପୁରୀ ଏବଂ ରାଉରକେଲାରେ ଅଧିକ ରହିଛି। ଏହାକୁ ନଜରରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସୋମବାର ନୂଆ ନିୟମାବଳୀ ବା ବିଜ୍ଞପ୍ତି ଜାରି ହୋଇଛି। ନୂଆ ସମସ୍ତ ରାସ୍ତା କଡରେ…