Latest Odisha News

BREAKING NEWS

Browsing Tag

BMC

ସ୍ୱେରେଜ କାମ ଶୀଘ୍ର ସାର

ଭୁବନେଶ୍ୱର: ରାଜ୍ୟର ମହାନଗର ଗୁଡ଼ିକରେ ଚାଲୁଥିବା ସ୍ୱେରେଜ ପ୍ରକଳ୍ପ ଶୀଘ୍ର ସାରିବାକୁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡ କୁ ନିର୍ଦ୍ଦେଶ ଦେଇଛନ୍ତି । କଟକ ଓ ଭୁବନେଶ୍ୱର, ସମ୍ବଲପୁର ଓ ରାଉରକେଲା ସହରରେ ସ୍ୱେରେଜ ବ୍ୟବସ୍ଥା କାର୍ଯ୍ୟ ତ୍ୱରାନ୍ନିତ…

୩ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ରାଜ୍ୟର ୩ ମହାନଗର ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଭୁବନେଶ୍ୱର ମହାନଗର ନିଗମ ପାଇଁ ସୁଲୋଚନା ଦାସଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୁଲୋଚନା ଦାସ ଏବେ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷ ଅଛନ୍ତି । ସେହିପରି ବ୍ରହ୍ମପୁର…

ଭୁବନେଶ୍ବରରେ ପୁଣି ୧୭ଟି ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଓ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଭୁବନେଶ୍ବର : ରାଜ୍ୟରେ କାୟା ମେଲାଇ ଚାଲିଛି ମହାମାରୀ କରୋନା । ପ୍ରତିଦିନ ଆକ୍ରାନ୍ତ ବଢୁଥିବା ବେଳେ, ହଟସ୍ପଟ ପାଲଟିଛି ଖୋର୍ଦ୍ଧା ଜିଲ୍ଲା । ପ୍ରତିଦିନ ରାଜଧାନୀ ଭୁବନେଶ୍ବରରେ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ପଦକ୍ଷେପ ନେବାରେ ଲାଗିଛି ବିଏମସି । ସଂକ୍ରମଣକୁ ରୋକିବା ପାଇଁ…

କରୋନା ମୁକାବିଲା ପାଇଁ ବିଏମସିର ପଦକ୍ଷେପ, ରାସ୍ତାରେ ବସିବ ହାଟ

ଭୁବନେଶ୍ବର : ଧିରେ ଧିରେ ମୁଣ୍ଡ ଟେକି ଚାଲିଲାଣି ମହାମାରୀ କରୋନା । ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ସଜାଗ ହେଲାଣି ପ୍ରଶାସନ । ଖାସ କରି ରାଜଧାନୀ ଭୁବନେଶ୍ବରରେ ସଂକ୍ରମଣ ବଢ଼ିଥିବାରୁ ପଦକ୍ଷେପ ନେଇଛି ବିଏମସି । ବିଭିନ୍ନ ସ୍ଥାନରେ କଣ୍ଟେନମେଣ୍ଟ କଟକଣା ଲଗାଇଛି ବିଏମସି । ଆଉ ଏବେ କରୋନା…

ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀଙ୍କର ହେବ ଆର୍‌ଟିପିସିଆର୍‌ ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ ମୁଣ୍ଡ ଟେକିଲାଣି ମହାମାରୀ କରୋନା । ଖାସକରି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଆକ୍ରାନ୍ତ ସଂଖ୍ୟା ବଢ଼ିଲାଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବା ବେଳେ, ଏବେ ଭୁବନେଶ୍ବର ବିମାନବନ୍ଦର ପାଇଁ ନୂଆ ଗାଇଡ୍‌ଲାଇନ୍…

ଦୁଇ ଓମିକ୍ରନ ପଜିଟିଭ ଚିହ୍ନଟ ପରେ ମୁକାବିଲା ପାଇଁ ବିଏମସିର ପ୍ରସ୍ତୁତି

ଭୁବନେଶ୍ବର : ରାଜ୍ୟରେ ଦୁଇ ଓମିକ୍ରନ ପଜିଟିଭ ଚିହ୍ନଟ ପରେ ଏବେ ବଢ଼ିଲା ଚିନ୍ତା । ଖୋର୍ଦ୍ଧା ଓ ଜଗତସିଂହପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ପରେ ତତ୍ପର ହୋଇଛି ପ୍ରଶାସନ । ଭାଇରସର ମୁକାବିଲା ପାଇଁ ଏବେ ଅଣ୍ଟା ଭିଡିଛି ଭୁବନେଶ୍ବର ମହାନଗର ନିଗମ । ବିଦେଶ ଫେରନ୍ତାଙ୍କ ଉପରେ କଡ଼ା…

ବିଏମସିର ନୂଆ ଅଭିଯାନ, ବାହାରେ ଅଳିଆ ପକାଇଲେ ଘରେ ଲଗାଇବ ଲାଲ୍ ଷ୍ଟିକର

ଭୁବନେଶ୍ବର : ଘର ବାହାରେ ଅଳିଆ ପକାଉଛନ୍ତି କି ? ଯଦି ପକାଇଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ । କାରଣ ଆପଣଙ୍କ ଘର କାନ୍ଥରେ ଲାଗିବ ଲାଲ୍ ଷ୍ଟିକର । ଏପରି ପଦକ୍ଷେପ ନେଇଛି ଭୁବନେଶ୍ବର ମହାନଗର ନିଗମ । ବର୍ଜ୍ୟ ସଂଗ୍ରହ, ପ୍ରକ୍ରିୟାକରଣ ଓ ପରିଚାଳନା କ୍ଷେତ୍ରରେ ଭୁବନେଶ୍ବର ବାସିନ୍ଦାଙ୍କୁ…

BMCର ୱାର୍ଡ ସଂରକ୍ଷଣ ତାଲିକା ଚୁଡାନ୍ତ ,ଏଥର ବିଏମସିରେ ସାମିଲ ହେବ ୬ ଟି ନୂଆ ପଞ୍ଚାୟତ

ଭୁବନେଶ୍ୱର: ଖୁବ୍ ଶିଘ୍ର ହେବ ପୌର ନିର୍ବାଚନ ।ଏଥିପାଇଁ ପକ୍ରିୟା ଆରମ୍ଭ ହେଲାଣି । ଏନେଇ ବିଏମସିର ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୱାର୍ଡର ସଂଖ୍ୟା ବୃଦ୍ଧି ନେଇ ଯେଉଁ କଳ୍ପନା ଯଳ୍ପନା ଲାଗି ରହିଥିଲା ୱାର୍ଡ ସଂଖ୍ୟା ବୃଦ୍ଧି ହେବା ନେଇ ତାହା ଏବେ ଅନ୍ତ ଘଟିଛି । ଭୁବନେଶ୍ୱର…

ନାଳରେ ଭାସିଯାଇ ଛାତ୍ର ଜ୍ୟୋତିପ୍ରକାଶ ମୃତ୍ୟୁ ଘଟଣା, ବିଏମସି ଅଫିସକୁ ଘେରଉ କଲା ବିଜେପି

ଭୁବନେଶ୍ୱର :ନାଳରେ ଭାସିଯାଇ ଛାତ୍ର ଜ୍ୟୋତିପ୍ରକାଶ ମୃତ୍ୟୁ ଘଟଣା । ବିଏମସି ଅଫିସ ଘେରଉ କଲା ବିଜେପି । ବିଏମସି କୁ ଦାୟୀ କରି ବିଜେପି କର୍ମୀମାନେ ବିଏମସି ଅଫିସ  ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଏମସି ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ବିଜେପି ଦଳୀୟ…

ଭୁବନେଶ୍ୱର ଏହି ମାଛ ମାର୍କେଟ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍

ଭୁବନେଶ୍ୱର: କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ବନ୍ଦ ହେଲା ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟ । ଏହାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଛି ବିଏମସି । ସଟଡାଉନରେ ମାଛ ଦୋକାନ ଓ ଗୋଦାମ ଖୋଲି ବେପାର ଚଳାଇଥିଲେ । ମାର୍କେଟ ସିଲ୍ ସରିବା ସହ ଦୋକାନୀ ଓ ଗୋଦାମ ମାଲିକଙ୍କ ଉପରେ ମୋଟା…