Latest Odisha News

BREAKING NEWS

Browsing Tag

covid vaccine

ବର୍ଷ ଶେଷ ସୁଦ୍ଧା ଭାରତକୁ ମିଳିପାରେ କୋଭିଡ ଟିକା

ନୂଆଦିଲ୍ଲୀ: କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଚାଲିଥିବା ବେଳେ ଆଜି କେନ୍ଦ୍ର ସରକାର ନୂଆ ଆଶା ଦେଖାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ, ଯଦି ସବୁ କିଛି ଠିକ୍ ରହେ ତେବେ ଚଳିତବର୍ଷ ଶେଷ ସୁଦ୍ଧା ଭାରତକୁ କରୋନା ଟିକା ମିଳିଯାଇପାରେ ।…

ଅଗଷ୍ଟ ଶେଷ ସୁଦ୍ଧା ବଜାରକୁ ଆସିବ ରୁଷ ଟୀକା !

ମସ୍କୋ: ରୁଷ ଆଣିଛି ବିଶ୍ଵର ପ୍ରଥମ ଟୀକା । ସଂକ୍ରମଣର ପ୍ରତିହିତ ନିମନ୍ତେ ଟୀକା ଉତ୍ପାଦନ ଆରମ୍ଭ କରିଥିବା ରୁଷ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ସୂଚନା ଅନୁଯାୟୀ, ମସ୍କୋର ଗାମାଲେୟା ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ବିକଶିତ ଏହି ଟୀକା ଚଳିତ ମାସ ଶେଷ ସୁଦ୍ଧା ସର୍ବସାଧାଣଙ୍କ ପାଇଁ…

ଭାରତରେ କିଭଳି ହେବ ଟିକାର ପ୍ରୟୋଗ, ସ୍ଥିର ହେବ ରଣନୀତି

ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ ଦେବା ପାଇଁ ସବୁ ଦେଶ ଅଣ୍ଟା ଭିଡିଛନ୍ତି । ଟିକା ବିକଶିତ କାମକୁ ତ୍ୱରାନ୍ୱିତ କରାଯାଇଛି । ଭାରତରେ କିଭଳି ଭ୍ୟାକସିନର ପ୍ରୟୋଗ କରାଯିବ ? କିଭଳି କରାଯିବ ବଣ୍ଟନ ? ଆଜି ଟିକା ପରିଚାଳନା ନେଇ ବସୁଛି ବୈଷୟିକ କମିଟି ବୈଠକ । ନୀତି ଆୟୋଗ କମିଟି…

କରୋନା ଟିକା ଅଗ୍ରଗତି ସମ୍ପର୍କରେ ନବୀନ-ପୁନାୱାଲା ଆଲୋଚନା

ଭୁବନେଶ୍ୱର: ପୁଣେର ସେରମ ଇନ୍‌ଷ୍ଟିଚ୍ୟୁଟ ସିଇଓ ଆଦାର ପୁନାୱାଲାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ କୋଭିଡ ଟିକା ଅଗ୍ରଗତି ବିଷୟରେ ଦୁହେଁ ଆଲୋଚନା କରିଛନ୍ତି । ଅକ୍ସଫୋର୍ଡ ୟୁନିଭରସିଟି ସହ ମିଳିତ ସହଭାଗିତାରେ କୋଭିଡ ଟିକା ବିକାଶିତ କରୁଛି ସେରମ…

କରୋନା ଟିକା ପ୍ରସ୍ତୁତିରେ ଭାରତର ବଡ ଭୂମିକା ରହିବ: ମୋଦୀ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୂର କରିବା ପାଇଁ ଖୁବ୍‌ଶୀଘ୍ର ଟିକା ଆସିପାରେ । କରୋନା ଟିକା ପ୍ରସ୍ତୁତିରେ ଭାରତର ବଡ ଭୂମିକା ରହିବ । ଏନେଇ ଆଜି ‘ଗ୍ଲୋବାଲ୍ ଇଣ୍ଡିଆ ଉଇକ୍’ରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ମୋଦୀ କହିଛନ୍ତି, ଆମ ବୈଜ୍ଞାନିକ…