Latest Odisha News
Browsing Tag

covid vaccine

ଭାରତରେ ପ୍ରଥମେ କାହାକୁ ମିଳିବ କରୋନା ଟିକା?

ନୂଆଦିଲ୍ଲୀ: ସାରା ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି ମହାମାରୀ କରୋନା । ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶ ଟିକା ବାହାର କରିବା ନେଇ ଉଦ୍ୟମ ଜାରି ରଖିଛନ୍ତି । କରୋନା ଭାଇରସ ଟିକାକରଣ ଅଭିଯାନ ଆରମ୍ଭ କରିଛି ଭାରତ। ତେବେ ଏଭଳିସ୍ଥିତିି ଭାରତରେ କରୋନା ଟିକା ପ୍ରଥମେ କାହାକୁ ମିଳିବ ।…

କରୋନା ଟିକା ଟ୍ରାଏଲ ସ୍ଥଗିତ ରଖିଲା ଜନ୍‌ସନ୍ ଆଣ୍ଡ ଜନ୍‌ସନ୍

ନୂଆଦିଲ୍ଲୀ: ପୁଣି କରୋନା ଟିକା ଟ୍ରାଏଲକୁ ଝଟ୍‌କା । ଟିକା ପରୀକ୍ଷା ସ୍ଥଗିତ ରଖିଲା ଜନ୍‌ସନ୍ ଆଣ୍ଡ ଜନ୍‌ସନ । କ୍ଲିନିକାଲ ଟ୍ରାଏଲ ବେଳେ କିଛି ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇପଡିଥିବାରୁ ଆମେରିକାର କରୋନା ଟିକା ପ୍ରସ୍ତୁତ କରୁଥିବା ସଂସ୍ଥା ଜନ୍‌ସନ୍ ଆଣ୍ଡ ଜନସନ୍ ଟିକା ଟ୍ରାଏଲକୁ ସ୍ଥିଗିତ…

ବର୍ଷ ଶେଷ ସୁଦ୍ଧା ଆସିପାରେ କରୋନା ଟିକା: WHO

ନୂଆଦିଲ୍ଲୀ: ବିଶ୍ୱରେ ମହାମାରୀ କରୋନା ନେଇ ଆତଙ୍କ ଖେଲିଛି । ଦିନ ଗଡିବା ସହ ଭାଇରସରେ ସଂକ୍ରମଣ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି କୋଭିଡ଼-୧୯ । ଏହି ମହାମାରୀକୁ ପ୍ରତିହତ କରିବା ନେଇ ବିଶ୍ୱର ଅନେକ ଦେଶ ଭ୍ୟାକ୍‌ସିନ୍ ପ୍ରସ୍ତୁତ କରିବା ଦୌଡରେ…

୨୨୫ ଟଙ୍କାରେ କରୋନା ଟିକା !

ନୂଆଦିଲ୍ଲୀ: ଭାରତୀୟଙ୍କୁ ୨୨୫ ଟଙ୍କାରେ କରୋନା ଟିକା ଯୋଗାଇବ ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ଏହାସହ ବିଶ୍ୱର ଅନ୍ୟ ପଛୁଆ ଦେଶରେ ସସ୍ତା ଦରରେ ଏହି ଟିକା ବିତରଣ କରାଯିବ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ପ୍ରାୟ ୨୦ କୋଟି ଟିକା ଉତ୍ପାଦନ…

ବରଗଡରେ ନକଲି କରୋନା ଟୀକା !

ବରଗଡ: ବରଗଡରେ ନକଲି କରୋନା ଟୀକା । ବରଗଡ ଜିଲ୍ଳା ଭେଡେନ୍ ଥାନା ରୋଷଡା ଗାଁ ରେ ନକଲି କରୋନା ଔଷଧ ପ୍ରସ୍ତୁତ କରୁଥିବା ଅଭିଯୋଗରେ ଚଢ଼ାଉ ହୋଇଛି । ସମ୍ବଲପୁର ଡ୍ରଗ୍ସ ଇନ୍‌ସପେକ୍ଟର ଓ ପୋଲିସ ମିଳିତ ଭାବେ ଚଢ଼ାଉ କରିଛନ୍ତି । ରେଡ୍ ବେଳେ ବିପୁଳ ପରିମାଣରେ ଔଷଧ ଖୋଳ, ପାଉଡର ଓ ରସାୟନକ ପଦାର୍ଥ…

ଅକ୍ଟୋବର ୧୫ ତାରିଖରେ ଦ୍ୱିତୀୟ କରୋନା ଟିକାର ପଞ୍ଜିକରଣ କରିବ ରୁଷିଆ

ମସ୍କୋ: କରୋନା କାଳରେ ପୁଣି ସାରା ବିଶ୍ୱକୁ ଖୁସି କରିବା ଭଳି ଖବର ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଖୁବଶୀଘ୍ର ରୁଷିଆ ଦ୍ୱିତୀୟ କରୋନା ଟିକାର ପଞ୍ଜିକରଣ ଆରମ୍ଭ କରିବ । ଆଜି ଏନେଇ ନିଜେ ପୁଟିନ୍ ସୂଚନା ଦେଇଛନ୍ତି । ଦ୍ୱିତୀୟ ଭ୍ୟାକସିନକୁ ବିକଶିତ କରିଛନ୍ତି ଭେକ୍ଟର…

ଖୁସି ଖବର, ଭାରତକୁ ଆସିବ ୧୦ କୋଟି କରୋନା ଟିକା

ନୂଆଦିଲ୍ଲୀ: ଭାରତକୁ ଆସିବ ୧୦ କୋଟି କରୋନା ଟିକା । ଋଷର ପ୍ରଥମ କରୋନା ଟିକା ସ୍ପୁଟନିକ୍‌-ଭି ଭାରତକୁ ଆସିବ । ଋଷିଆଠୁ ଭାରତ କୋଭିଡ୍-୧୯ ସ୍ପୁଟନିକ୍-ଭି ଭାକସିନ୍‌ର ୧୦୦ ମିଲିୟନ ଡୋଜ୍ ଆଣିବ । ପ୍ରମୁଖ ଫାର୍ମା କମ୍ପାନୀ ଡାକ୍ତର ରେଡ୍ଡି ଲ୍ୟାବ୍ ଏହି ଭାକସିନ୍ କିଣିବ ବୋଲି ସୂଚନା ମିଳିଛି…

ଦେଶରେ ଟ୍ରାଏଲ୍ ଫେଜ୍‌ରେ ରହିଛି ୩ଟି ଟିକା: ICMR

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ରୁତ ଗତିରେ ମାଡି ଚାଲିଛି । ମହାମାରୀକୁ ଲାଗୁନି ବ୍ରେକ । ମହାମାରୀର ସମୂଳେ ଧ୍ୱଂସ ପାଇଁ କେବେ ଟିକା ଆସିବା ତାକୁ ନେଇ ପୁରା ଦେଶ ଚାହିଁ ବସିଛି । ଏହାରି ଭାରତରେ ଏବେ ୩ଟି ଟିକା କ୍ଲିନିକାଲ ଟ୍ରାଏଲ୍‌ରେ ଫେଜ୍‌ରେ ରହିଛି । ଏନେଇ ଆଜି ସୂଚନା ଦେଇଛନ୍ତି…

ହର୍ଷବର୍ଦ୍ଧନ କହିଲେ, ‘ପ୍ରଥମେ ଟିକା ମୁଁ ନେବି’

ନୂଆଦିଲ୍ଲୀ: ୨୦୨୧ ପ୍ରଥମ ଚାରି ମାସ ଭିତରେ ଆସିପାରେ କରୋନ ଭ୍ୟାକସିନ୍ । ତେବେ ଭ୍ୟାକସିନ୍ ଆସିବା ପରେ ପ୍ରଥମେ ମୁଁ ନେବି। ରବିବାର ଏଭଳି କିଛି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । ହର୍ଷବର୍ଦ୍ଧନ କହିଛନ୍ତି ଯେ, ଯଦି ଲୋକଙ୍କ ମନରେ କରୋନା ଭ୍ୟାକସିନକୁ ନେଇ…

ଆମେରିକାରୁ ଆସିଲା ଆଶ୍ୱସ୍ତିକର ଖବର, ନଭେମ୍ବର ୧ରୁ ବଣ୍ଟା ହେବ କରୋନା ଟିକା

ୱାଶିଂଟନ: କେବେ ଆସିବ କରୋନା ଟିକା ? ଦିନକୁ ଦିନ ସାରା ବିଶ୍ୱରେ କରୋନ ସଂକ୍ରମଣ ବଢିଚାଲିଥିବା ବେଳେ କରୋନ ଟିକା କେବେ ଆସିବ ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଏହାରି ଭିତରେ ଆମେରିକାରୁ ଆସିଛି ଆଶ୍ୱସ୍ତିକର ଖବର । ନଭେମ୍ବର ୧ରୁ ବଣ୍ଟା ହେବ କରୋନା ଟିକା । ଆମେରିକା…