Latest Odisha News

BREAKING NEWS

Browsing Tag

Durga Puja

ଭସାଣ ଲାଗି ବ୍ରହ୍ମପୁରରେ ୪ କୃତ୍ରିମ ପୋଖରୀ

ବ୍ରହ୍ମପୁର: କୋଭିଡ କଟକଣା ମଧ୍ୟରେ ଚାରିଆଡେ ଦୁର୍ଗାପୂଜା ପାଳିତ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ସହରରେ ୪ଟି କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ ହେବ ବୋଲି ସୂଚନା ମିଳିଛି। ଫାଷ୍ଟ ଗେଟ୍‌, ମାଙ୍ଗୋ ମାର୍କେଟ୍‌, ଗୋଷାଣୀ ନୂଆଗାଁ ଓ ଆମ୍ବପୁଆ ବିବେକ ବିହାର ଆଦି ସ୍ଥାନରେ…

ଭସାଣ ପାଇଁ ଭୁବନେଶ୍ୱରରେ ୪୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର: ଆଜି ଦଶମୀ, କାଲ ଭସାଣୀ । କରୋନା କଟକଣା ଭିତରେ ଚାରିଆଡେ ପାଳିତ ହେଉଛି ଦଶହରା। ତେବେ ଆସନ୍ତାକାଲି ଭସାଣ ଉତ୍ସବ ପାଇଁ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭସାଣ ଉତ୍ସବରେ ରାଜଧାନୀରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏନେଇ ଭୁବନେଶ୍ୱର…

ବିଧାୟକଙ୍କ ସହ ବିଜ୍ଞାପନ, ବିବାଦରେ ମହିଳା ପୋଲିସ !

ଭଦ୍ରକ: ଲୋକଙ୍କୁ ଜମିଲାନି ପୋଲିସ ଓ ପ୍ରଶାସନର ମିଳିତ ଦୁର୍ଗାପୂଜା ଶୁଭେଛା ବାର୍ତ୍ତା । ସୋସିଆଲ ମିଡିଆରେ ଭାଇରାଲ୍ ହେଲା ମହିଳା ପୋଲିସ ଅଫିସରଙ୍କ ଶୁଭେଛା ବିଜ୍ଞାପନ । ବିଧାୟକଙ୍କ ସହ ନିଜର ଫଟୋ ଲଗାଇ ଦୁର୍ଗାପୂଜା ଉପଲକ୍ଷେ ଲୋକଙ୍କୁ ଶୁଭେଛା ଜଣାଇବା ଭଦ୍ରକର ଜଣେ ମହିଳା ପୋଲିସଙ୍କୁ…

‘ବିସର୍ଜନ ନିୟମ ଭାଙ୍ଗିଲେ ହେବ କଡା କାର୍ଯାନୁଷ୍ଠାନ’

ଭୁବନେଶ୍ୱର: କରୋନା କାଳରେ ପାଳିତ ହେଉଛି ଦୁର୍ଗା ପୂଜା । କୋଭିଡ ଗାଇଡଲାଇନ୍ ପାଳନ ସହ ବିନା ଭକ୍ତରେ ମା’ଙ୍କ ପୂଜା ପାଳିତ ହେଉଛି । ତେବେ ମୂର୍ତ୍ତି ବିସର୍ଜନ ପାଇଁ ମଧ୍ୟ କଡା କଟକଣା ଲାଗୁ ହୋଇଛି । କଡା ନିୟମ ଲାଗୁ କରିଛି ବିଏମ୍‌ସି । ମୂର୍ତ୍ତି ବିସର୍ଜନ ପାଇଁ ପ୍ରତିବର୍ଷ ଭଳି ଚଳିତ…

ପୀଠେ ନବମୀ, ମଣ୍ଡପରେ ମହାଷ୍ଟମୀ…ଶାଢୀ ପୂଜା ପାଇଁ ସ୍ୱତନ୍ତ୍ର ସୁବିଧା

ଭୁବନେଶ୍ୱର: ସେ ଦେବୀ ପୀଠ ହେଉ କି ପୂଜା ମଣ୍ଡପ ସବୁଠି ଚାଲିଛି ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା । କିନ୍ତୁ ଏଥର କରୋନା ପାଇଁ ସବୁ ବର୍ଷ ଭଳି ସାଜସଜ୍ଜା ନାହିଁ କି ଶ୍ରଦ୍ଧାଳୁଙ୍କ ଭିଡ ନାହିଁ । ଆଜି ପୀଠରେ ଚାଲିଛି ନବମୀ ପୂଜା । ସେପଟେ ମୁଣ୍ମୟୀ ମୂର୍ତ୍ତୀଙ୍କ ନିକଟରେ ଅଷ୍ଟମୀ ପୂଜା ।…

ମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ ପୂଜା

ଭୁବନେଶ୍ୱର: ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ତାଙ୍କ ଆଗମନରେ ଗଗନ ପବନ ଚଳଚଞ୍ଚଳ । ମଣ୍ଡପରେ ବିରାଜିଛନ୍ତି ଦୁର୍ଗତିନାଶିନୀ । ମହାମାୟାଙ୍କ ଆଜି ମହାସପ୍ତମୀ ପୂଜା । ଗତକାଲି ଷଷ୍ଠୀରେ ମାଆଙ୍କର ବିଲ୍ୱବରଣ ନୀତି ଅୁଷ୍ଠିତ ହୋଇଥିଲା । ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ ପରିସର ।…

ପଶ୍ଚିମବଙ୍ଗ ଦୁର୍ଗା ପୂଜାରେ ସାମିଲ ହେଲେ ମୋଦି

ନୂଆଦିଲ୍ଲୀ: କରୋନା ଭିତରେ ଆଜିଠୁ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଛି ପାଂଚ ଦିନିଆ ଦୁର୍ଗା ପୂଜା । ଆଜି ମା ଜଗତଜନନୀଙ୍କ ପୂଜାର୍ଚ୍ଚନାରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗା ପୂଜାରେ ସାମିଲ ହୋଇଛନ୍ତି ।…

ପଶ୍ଚିମବଙ୍ଗ ଦୁର୍ଗାପୂଜାରେ ଯୋଡ଼ି ହେବେ ମୋଦି, ଦଶହରାରେ ନିର୍ବାଚନ ଶୁଭ ଦେବ ବିଜେପି

କୋଲକାତା: ଦୁର୍ଗାପୂଜା ଅବସରରେ ପଶ୍ଚିମବଙ୍ଗ ବାସିନ୍ଦାଙ୍କ ସହ ସିଧାସଳଖ ଯୋଡ଼ି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଲକାତା ସଲ୍ଟ ଲେକ୍ ପୂଜା ମଣ୍ଡପକୁ ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । ଏହାସହ ଆସନ୍ତାବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ…

ଧରାବତରଣ କରିବେ ମହାମାୟା, ଆଜି ମଣ୍ଡପରେ ଷଷ୍ଠୀ ପୂଜା

ଭୁବନେଶ୍ୱର: ଧରବତରଣ କରିବେ ଜଗତଜଜନୀ । ଆଜିଠୁ ମଣ୍ଡପରେ ଦୁର୍ଗତିନାଶିନୀଙ୍କ ଷଷ୍ଠୀ ପୂଜା । ଏଥିପାଇଁ ସମସ୍ତ ପୂଜା ମଣ୍ଡପରେ ପ୍ରସ୍ତୁତି ସରିଛି । ଆଜି ମାଆଙ୍କର ବିଲ୍ୱବରଣ ନୀତି ଅନୁଷ୍ଠିତ ହେବ । ଚଳିତବର୍ଷ କରୋନା ଯୋଗୁ ଦଶହରା ମାହୋଲ ଫିକା ପଡ଼ିଛି । କଟକଣା ଭିତରେ ଆୟୋଜିତ ହେଉଛି…

ଦୁର୍ଗାପୂଜାରେ ଦର୍ଶକ ମନା

କୋଲକାତା: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଆସିବେ ମା' ଦଶଭୁଜା । କିନ୍ତୁ ଏହି ପାର୍ବଣକୁ ଫିକା କରିଦେଇଛି ହାଇକୋର୍ଟଙ୍କ ନିର୍ଦେଶ । ଦୁର୍ଗା ପୂଜା ପାଣ୍ଡାଲରେ ପରିଦର୍ଶକମାନଙ୍କ ଉପରେ ଲାଗିଲା ରୋକ । ପଶ୍ଚିମବଙ୍ଗ ଗଣପର୍ବ ଆରମ୍ଭର ମାତ୍ର ତିନିଦିନ ପୂର୍ବରୁ କୋଲକାତା ହାଇକୋର୍ଟ ଏହି…