Latest Odisha News

BREAKING NEWS

Browsing Tag

Earth

ପୃଥିବୀ ପରି ଅନ୍ୟ ଏକ ଗ୍ରହର ସନ୍ଧାନ ପାଇଛି ନାସା

ନୂଆଦିଲ୍ଲୀ : ପୃଥିବୀ ପରି ଅନ୍ୟ ଏକ ଗ୍ରହର ସନ୍ଧାନ ପାଇଛି ନାସା । ସୁରକ୍ଷିତ ବସବାସ କରି ପାରିବେ ଲୋକେ । ଏଥିସହ ଅମ୍ଲଜାନ ଓ ଜଳ ଗଚ୍ଛିତ ରହିଥିବା ସୂଚନା । ଆରବପତି ଏଲୋନ୍ ମସ୍କ ଚାହୁଁଛନ୍ତି ଯେ ୨୦୫୦ ସୁଦ୍ଧା ଲୋକମାନେ ପୃଥିବୀ ପରି ଅନ୍ୟ ଏକ ଗ୍ରହରେ ଜୀବନ ଅତିବାହିତ କରନ୍ତୁ  । ତେବେ…

ଅନ୍ତରୀକ୍ଷରେ ଆଉ ୨୪ ପୃଥିବୀ !

ଭୁବନେଶ୍ୱର: ପୃଥିବୀ ଛଡ଼ା କୌଣସି ଗ୍ରହରେ ଜୀବନଧାରଣ ସମ୍ଭବ କି ? ଯଦି ହଁ ତେବେ କେଉଁଠି ରହୁଛନ୍ତି ଏଲିୟନ୍ସ ? ଏମିତି ଅନେକ ପ୍ରଶ୍ନକୁ ନେଇ ସୃଷ୍ଟିର ବଡ଼ ଜୀବ ମଣିଷ ଗବେଷଣା ଜାରି ରଖିଛି । ଏବେ ବୈଜ୍ଞାନିକଙ୍କୁ ଏମିତି ୨୪ଟି ଗ୍ରହ ମହାକାଶରେ ମିଳିଛି, ଯାହା ଜୀବନଧାରଣ ପାଇଁ ପୃଥିବୀ ଠାରୁ…

ଗୋଟିଏ ଫ୍ରେମରେ ପୃଥିବୀ ଓ ଚନ୍ଦ୍ର, କେମିତି ହେଲା ସମ୍ଭବ ?

ନୂଆଦିଲ୍ଲୀ: ଗୋଟିଏ ଫଟୋରେ ପୃଥିବୀ ଓ ଚନ୍ଦ୍ର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଗୋଟିଏ ଫ୍ରେମରେ ପୃଥିବୀ ଓ ଚନ୍ଦ୍ରର ଫଟୋ ଉଠା ଯାଇଛି । ଏହି ଫଟୋକୁ କ୍ୟାପଚର କରିଛି ଆମେରିକୀୟ ମହାକାଶ ଗବେଷଣାକାରୀ ସଂସ୍ଥା ନାସା । ନାସାର ଲୁସି ସ୍ପେସକ୍ରାଫ୍ଟ ପୃଥିବୀ ଓ ଚନ୍ଦ୍ରର ଫଟୋକୁ ଗୋଟିଏ ଫ୍ରେମରେ…

PSLV-C 53 ସଫଳତା : 3 ଉପଗ୍ରହ କକ୍ଷପଥରେ ସ୍ଥାପିତ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଶ୍ରୀହାରିକୋଟା ଦ୍ୱିତୀୟ ଲଞ୍ଚିଂ ପ୍ୟାଡରୁ ଏକକାଳୀନ ମହାକାଶକୁ 3 ଟି ଉପଗ୍ରହ ଉତକ୍ଷେପଣ କରିଛି ଇସ୍ରୋ । ଏହି ଉତକ୍ଷେପଣ ସଫଳ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ତିନୋଟି ଉପଗ୍ରହ ଠିକ୍ ସମୟରେ ମହାକାଶରେ ସେମାନଙ୍କର କକ୍ଷପଥରେ ପହଞ୍ଚି ଥିବା ଇସ୍ରାେ…

[ଦେଖନ୍ତୁ ଭିଡିଓ] ସୂର୍ଯ୍ୟରେ ଦାଗ, ଦେଖିବାକୁ ପୃଥିବୀ ଠାରୁ ୩ ଗୁଣ ବଡ଼

ନୂଆଦିଲ୍ଲୀ: ସୂର୍ଯ୍ୟରେ ଦାଗକୁ ନେଇ ଚିନ୍ତାରେ ବୈଜ୍ଞାନିକ । ପୃଥିବୀ ଠାରୁ ଆକାରରେ ୩ ଗୁଣ ବଡ଼ ଦାଗ ସୂର୍ଯ୍ୟରେ ଦେଖା ଦେଇଛି । ଯାହାକି ଗତ ୨୪ ଘଣ୍ଟାରେ ୨ ଗୁଣ ବୃଦ୍ଧି ପାଇଛି । ଏହା ପ୍ରଭାବରେ ମାଡ଼ି ଆସିପାରେ ଭୟଙ୍କର ସୌର ଝଡ଼ । ଏଭଳି କିଛି ଆଶଙ୍କା କରିଛନ୍ତି ନାସା ସମେତ ଅନ୍ୟ…

ପୃଥିବୀ ଆଡକୁ ମାଡ଼ି ଆସୁଛି ବିଶାଳକାୟ ଗ୍ରହାଣୁ, ୨୫ରେ ପିଟି ହେବ କି ?

ଭୁବନେଶ୍ୱର: ପୃଥିବୀ ସହ ଗ୍ରହଣୁର ଧକ୍କା ହେବ । ବିଭିନ୍ନ ସମୟରେ ଏମିତି ଖବର ଶୁଣିବାକୁ ମିଳିଥାଏ । ଟିଭି, ଖବରକାଗଜ ସମେତ ସୋସିଆଲ୍ ମିଡିଆରେ ଏଭଳି ଖବରକୁ ନେଇ ସାଧାରଣରେ ହଇଚଇ ସୃଷ୍ଟି ହୁଏ । ଆସନ୍ତା ୨୫ ତାରିଖରେ ପୃଥିବୀ ସହ ଗ୍ରହାଣୁର ଧକ୍କା ହେବା ନେଇ ଚର୍ଚ୍ଚା ଚାଲିଛି । ସତରେ କଣ…

ପୃଥିବୀ ଉପରେ ଖସିପାରେ ଚୀନ ରକେଟର ବଡ଼ ଭଗ୍ନାଂଶ

ନୂଆଦିଲ୍ଲୀ: ଚୀନର ଏକ ରକେଟର ଭଗ୍ନାଂଶ ପୃଥିବୀ ଆଡ଼କୁ ମାଡ଼ି ଆସୁଛି । ଯାହା ଉପରେ କୌଣସି ନିୟନ୍ତ୍ରଣ ନାହିଁ । ଏହି ଭଗ୍ନାଂଶ ପୃଥିବୀ ଉପରେ ଖସିପାରେ । ତେବେ ଭଗ୍ନାଂଶ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଖସିବ ତାହା ସ୍ପଷ୍ଟ ହୋଇନାହିଁ । ଚୀନ୍ ଏପ୍ରିଲ ୨୯ରେ ଚୀନ ରକେଟ୍ ୫ବିର ଉତକ୍ଷେପଣ…

ମଣିଷ: ସୃଷ୍ଟିର ଶେଷ କପଟି !

ସାମ୍ପ୍ରତିକ ସମାଜର ପରିସ୍ଥିତିକୁ ନେଇ ବଳଭଦ୍ର ରଥଙ୍କ ନିୟମିତ ସ୍ତମ୍ଭ: ଦୁନିଆ ଚିନ୍ତା ଏ ମଣିଷ କୁଆଡେ ଜୀବଜଗତର ଶ୍ରେଷ୍ଠ ଜୀବ ! ବଣଜଙ୍ଗଲର ଲଙ୍ଗଳା ଅବସ୍ଥାରୁ ମଙ୍ଗଳଗ୍ରହରେ ପହଂଚିବା ପର୍ଯ୍ୟନ୍ତ ଏ ମଣିଷର ସଭ୍ୟତାକୁ ଲାଗିଯାଇଛି ପ୍ରାୟ ଦୁଇଲକ୍ଷ ବର୍ଷ । ଏଇ ଦୁଇଲକ୍ଷ ବର୍ଷର…

ହ୍ରାସ ପାଇଛି ପୃଥିବୀର କମ୍ପନ; କାରଣ କରୋନା ନୁହେଁ ତ !

ଭୁବନେଶ୍ୱର: କରୋନା ଭାଇରସ କାରଣରୁ ପୃଥିବୀ ଯେମିତି ସ୍ଥିର ହୋଇ ଯାଇଛି । ଲକ୍‌ଡାଉନ ଆଗରୁ ଯେମିତି ପୃଥିବୀର କମ୍ପନ ହେଉଥିଲା ଏବେ ସେତେ ହେଉନି । କରୋନା ଭାଇରସ୍ ମୁକାବିଲା ଲାଗି ସାରା ବିଶ୍ୱରେ ଲକଡାଉନ ଚାଲିଥିବା ବେଳେ ବୈଜ୍ଞାନିକମାନେ ଗବେଷଣାରୁ ଜାଣି ପାରିଛନ୍ତି ଯେ, ପୃଥିବୀର କମ୍ପନ…