Latest Odisha News

BREAKING NEWS

Browsing Tag

Elephant Attack

ଜଣଙ୍କୁ କଚାଡି ମାରିଲା ହାତୀ, ଆଉ ଜଣେ ଗୁରୁତର

ପାଟଣାଗଡ଼(ବଲାଙ୍ଗିର): ହାତୀ ଆକ୍ରମଣରେ ଜଣେ ମୃତ । ଆଉ ଜଣେ ଗୁରୁତର ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଗାଁରେ ଏହି ଘଟଣା ଘଟିଛି । ଗତ କିଛି ଦିନ ହେବ ଗାଁ ନିକଟରେ ହାତୀଙ୍କ ଉପଦ୍ରବ ଜାରି ରହିଛି । ଦୁଇ ଦିନରେ ଦୁଇ ଜଣଙ୍କର ଜୀବନ…

ଚମ୍ପୁଆ ରେଞ୍ଜରେ ହାତୀ ଆତଙ୍କ, ଆକ୍ରମଣରେ ଗଲା ବୃଦ୍ଧାଙ୍କ ଜୀବନ

କେନ୍ଦୁଝର : ଚମ୍ପୁଆ ରେଞ୍ଜରେ ଥମୁନି ହାତୀ ଆତଙ୍କ । ଗୋଠଛଡା ଦନ୍ତାହାତୀର ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ହାତୀପଲ କେତେବେଳେ ଘରଦ୍ବାର ଭାଙ୍ଗି ଦେଉଛନ୍ତି ତ ଆଉ କେତେବେଳେ ଫସଲ ଉଜାଡି ଦେଉଛନ୍ତି । ବିଭିନ୍ନ ସମୟରେ ହାତୀ ଆକ୍ରମଣରେ ଲୋକଙ୍କ ପ୍ରାଣହାନୀ ଘଟୁଛି । ତେବେ ଗତକାଲି…

ଗାଁରେ ହାତୀ , ଆତଙ୍କିତ ଲୋକେ

ମୟୂରଭଞ୍ଜ :ପୁଣି ମାତିଲେ ହାତୀ । ରାସଗୋବିନ୍ଦପୁର ରେଞ୍ଜରେ ୪୦ ରୁ ଅଧିକ ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ ଯୋଗୁଁ ଆତଙ୍କିତ ଅବସ୍ଥାରେ ଗାଁର ଲୋକମାନେ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ କିଛି ଦିନ ଧରି ହାତୀଙ୍କ ତାଣ୍ଡବ ଲାଗିରହିଛି । ୪୦ ରୁ ଉର୍ଦ୍ଧ୍ବ ଝାଡ଼ଖଣ୍ଡୀ ହାତୀ ଏବେ…

ଶୌଚ ପାଇଁ ଯାଇଥିବା ବେଳେ ୩ ଜଣଙ୍କୁ ଦଳିଦେଲା ଦନ୍ତା

ବରଗଡ଼: ଗାଇସିଲଟ ବ୍ଲକ ରାଇସେଲପଦର ପଞ୍ଚାୟତ ଉମରଟ ଗାଁରେ ହାତୀ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଶୌଚ ପାଇଁ ନିକଟ ଜମିକୁ ଯାଇଥିବା ବେଳେ ୩ ଜଣଙ୍କୁ ହାତୀ ଦଳି ଦେଇଛି । ୩ ଜଣଙ୍କ ମୃତ୍ୟୁକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ଗ୍ରାମବାସୀଙ୍କୁ ବନ ବିଭାଗ ବୁଝାସୁଝା କରୁଛି ।…

ଦୁଇ ଜଣଙ୍କୁ କଚାଡି ମାରିଲା ଦନ୍ତା

ଅନୁଗୋଳ: ମାରି ଦେଲା ଦନ୍ତା ହାତୀ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ଚନ୍ଦ୍ରପୁର ଗାଁରେ ଦନ୍ତା ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଜଣେ ବୃଦ୍ଧ ଓ ଜଣେ ମହିଳା ଅଛନ୍ତି । ମହୁଲ ଗୋଟାଉଥିବା ବେଳେ ଚନ୍ଦ୍ରପୁର ଗାଁର ଦେବୀନାଳି ନିକଟରେ ମହିଳାଙ୍କୁ କଚାଡି…

ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ, ୩ ଗୁରୁତର

ଖୋର୍ଦ୍ଧା: ଦନ୍ତା ହାତୀର ଉତ୍ପାତ । ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ମଳିପଡ଼ାର ରାମଚଣ୍ଡି ଗାଁରେ ଆଜି ସକାଳୁ ସକାଳୁ ହାତୀ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଛନ୍ତି । ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ହାତୀ ଆକ୍ରମଣରେ ଯୁବକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଲୋକ

ଢେଙ୍କାନାଳ: ଗତ କିଛି ଦିନ ହେବ ଢେଙ୍କାନାଳ ଜିଲ୍ଲାରେ ହାତୀ ଆତଙ୍କ ଖେଳାଇଛି । ଗୋବିନ୍ଦପୁରରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଏହାପରେ ତାତିଛନ୍ତି ଉତ୍ୟକ୍ତ ଲୋକ । ହୀତା ଘଉଡ଼ାଇବା ଓ ଲୋକଙ୍କ ସୁରକ୍ଷା ଦାବିରେ ଗୋବିନ୍ଦପୁର ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ…

ଶୌଚ ପାଇଁ ଯିବା ବେଳେ ବୃଦ୍ଧଙ୍କୁ ମାରିଦେଲା ହାତୀ

ଅନୁଗୋଳ: ଦଳି ଦେଲା ହାତୀ । ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧ । ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ବେଲଟିକିର ପଞ୍ଚାୟତର ଧଉରାମରା ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଆଜି ଭୋରୁ ସେ ଘର ପାଖରେ ଥିବା ଜଳାଶୟ ପାଖକୁ ଶୌଚ…

ଦଳି ଦେଲା ଦନ୍ତା, ଦୁଇ ଜଣଙ୍କର ମୃତ୍ୟୁ

ସୁନ୍ଦରଗଡ଼: ଦଳି ଦେଲା ଦନ୍ତା । ହାତୀ ଆକ୍ରମଣରେ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଲାଠିକଟା ବ୍ଲକ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଆଜି ସକାଳେ ମଲଙ୍ଗା ଗାଁର ଗାନ୍ଦୁରୁ ଓରାମ ନିଜ ଘର ନିକଟ ବଗିଚାରେ କାମ କରୁଥିଲେ । ଏତିକିବେଳେ ଏକ ଦନ୍ତାହାତୀ ତାଙ୍କୁ କଚାଡ଼ି …

ହାତୀ ଆକ୍ରମଣରେ ଜଣେ ମୃତ, ୨ ଗୁରୁତର

ମୟୂରଭଂଜ: ଦଳିଦେଲା ଦନ୍ତା । ମୟୂରଭଂଜ ଜିଲ୍ଳା ମୋରଡା, ବେତନଟୀ, ରାସଗୋବିନ୍ଦପୁର ବ୍ଲକ ଅଂଚଳରେ ହାତୀ ତଣ୍ଡବ ରଚିଛନ୍ତି । ରସଗୋବିନ୍ଦପୁର ବ୍ଲକ ଅଂଚଳରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଜଣେ ମହିଳା ବୋଲି ଜଣାପଡିଛି । ଏଥିସହ ଦୁଇ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ…