Latest Odisha News

BREAKING NEWS

Browsing Tag

Elephant Attack

[ଭିଡିଓ] ଆଖି ସାମ୍ନାରେ ଦଳିଦେଲା ଦନ୍ତା

ଭୁବନେଶ୍ୱର: ଗତ ଶନିବାର ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କୁ ଗୋଟିଏ ଜଙ୍ଗଲି ହାତୀ ଗୁରୁତର ଭାବେ ଆହତ କରିଥିଲା । ଆସାମର ଧୁବୁରୀ ଜିଲ୍ଲା ତାମାରହାଟରୁ ସାମ୍ନାକୁ ଆସିଛି ଏଭଳି ଚାଂଚଲ୍ୟକର ଘଟଣା । ମୋବାଇଲ କ୍ୟାମେରାରେ କଏଦ ହୋଇଥିବା ଏହି ଦୃଶ୍ୟରେ ଗୋଟିଏ ଦନ୍ତା ହାତୀର କ୍ରୋଧ ଜର୍ଜରିତ କାରନାମା…

ଦନ୍ତା ଆକ୍ରମଣରେ ଚାଷୀ ଗୁରୁତର

କାମାକ୍ଷାନଗର: ଦନ୍ତାହାତୀ ଆକ୍ରମଣରେ ଚାଷୀ ଗୁରୁତର ହୋଇଛନ୍ତି । ଢ଼େଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ସୋଲଗାଁ ନୂଆସାହି ନିକଟରେ ଜଣେ ଚାଷୀ ଦନ୍ତାହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଚାଷୀ ଜଣକ ହେଲେ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଟିପେଇଝରଣ ଗାଁର ବୀର ପ୍ରଧାନ । ଗତକାଲି ସନ୍ଧ୍ୟା…

[ଭିଡିଓ] ସଫାରୀ ଜିପ୍ ଉପରେ ଆକ୍ରମଣ କଲା କ୍ରୋଧ ଜର୍ଜରିତ ହାତୀ

ଭୁବନେଶ୍ୱର: କ୍ୟାମେରାରେ କଏଦ ହୋଇଛି ମଦମସ୍ତ ଜଙ୍ଗଲି ହାତୀର ଆକ୍ରମଣର ଦୃଶ୍ୟ । କ୍ରୋଧ ଜର୍ଜରିତ ଅବସ୍ଥାରେ ଗୋଟିଏ ହାତୀ ସଫାରୀ ଜିପ୍ ଉପରେ କରିଥିଲା ଅତର୍କିତ ଆକ୍ରମଣ । ଆକ୍ରମଣର ଦୃଶ୍ୟ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଦକ୍ଷିଣ ଆଫ୍ରିକାର ସେଲାଟି ଗେମ୍…

ହାତୀ ଆକ୍ରମଣରେ ଜଣେ ମୃତ, ବନ ବିଭାଗ ପହଞ୍ଚିନଥିବାରୁ ଗାଁରେ ଉତ୍ତେଜନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରା ଗ୍ରାମରେ ହାତୀ ଆତଙ୍କ। ପୁଣି ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପରା ଗ୍ରାମର ସୋମନାଥ ସାହୁ। ସୂଚନା ଅନୁସାରେ, ସୋମନାଥ ଆଜି ଭୋର ସମୟରେ ଗାଁ ପାଖରେ ଥିବା ବାଘଦରି ପଣସ ତଇଳା ନିକଟ ନିଜ ବାଇଗଣ ବଗିଚାରୁ…

ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ

ଅନୁଗୁଳ: ଦିନକୁ ଦିନ ବଢ଼ିଚାଲିଛି ହାତୀ ଆକ୍ରମଣ। ପୁଣି ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ। ଏହିପରି ଅଘଟଣ ଘଟିଛି ଅନୁଗୁଳ ଜିଲ୍ଲା ତାଳଚେର ଏକଘରିଆ ଗାଁରେ। ମୃତକ ଜଣକ ହେଲେ ଯୋଗେଶ୍ୱର ଦେବତା। ସୂଚନା ଅନୁସାରେ, ଯୋଗେଶ୍ୱର ସବୁଦିନ ଭଳି ଆଜି ମଧ୍ୟ ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିଲେ। ହେଲେ…

ମଞ୍ଚାରୁ ଟାଣି ମାରିଲା ହାତୀ

ଅନୁଗୋଳ: ମଞ୍ଚାରୁ ଟାଣି କଚାଡି ମାରିଲା ହାତୀ । ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା କୋହ୍ଲସର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମୃତକ ହେଲେ ପ୍ରକାଶ ସାହୁ । ଧାନ ଜଗିବାକୁ ସେ ଯାଇଥିଲେ । ଶୋଇଥିବା ବେଳେ ରାତିରେ ୩ଟି ହାତୀ…

ଗାଁରେ ଥମୁନି ହାତୀ ଉପଦ୍ରବ

ଓଡ଼ିଶା ସମ୍ବାଦ ବ୍ୟୁରୋ : କେନ୍ଦୁଝର ଚମ୍ପୁଆ ରେଞ୍ଜର ଜ୍ୟୋତିପୁର ବିଟ୍ ଅଞ୍ଚଳରେ ତିନି ଦିନ ହେବ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ଦିନବେଳା ଜଙ୍ଗଲରେ ହାତୀପଲ ରହୁଥିବା ବେଳେ ସଂଧ୍ୟା ହେଲେ ଗାଁ ମୁହାଁ ହୋଇ କ୍ଷେତରେ ପଶି ଏକର ଏକର ଧାନ ଫସଲ ମାଡି ଦଳି ନଷ୍ଟ କରୁଛନ୍ତି । ବିଳମ୍ବିତ…

ଗାଁରେ ଥମୁନି ହାତୀ ଆତଙ୍କ

ଭୁବନେଶ୍ୱର: ପୁଣି ମାତିଛି ହାତୀ । ବିଭିନ୍ନ ସ୍ଥାନରେ ଥମୁନି ହାତୀ ଉପଦ୍ରବ । ଗାଁ ଭିତରକୁ ଜଙ୍ଗଲୀ ହାତୀ ପଶି ଆସୁଥିବା ବେଳେ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି । ଘରଦ୍ୱାର ଭାଙ୍ଗୁଥିବା ବେଳେ ଗାଁରେ ଲୋକେ ଆତିଙ୍କିତ ଅବସ୍ଥାରେ ରହିଛନ୍ତି । ଅନ୍ୟ ସ୍ଥାନ ଭଳି ଗଂଜାମ ଧରାକେଟରୁ ନେଇ…

ସୁଲଗୋଡାରେ ହାତୀ ଆତଙ୍କ

କେନ୍ଦୁଝର:ସୁଲଗୋଡାରେ ହାତୀ ଆତଙ୍କ । ସୁଲଗୋଡାରେ ବ୍ୟାପକ ଫସଲ ନଷ୍ଟ କଲେ ୨୧ଟିକିଆ ହାତୀପଲ । କେନ୍ଦୁଝର ଚମ୍ପୁଆ ରେଞ୍ଜ ବାଲିବନ୍ଧ ବିଟର ସୁକୁଗୋଡ଼ାରେ ୨୧ ଟିକିଆ ହାତୀ ପଲଙ୍କୁ ଦେଖି ଲୋକେ ଭୟଭୀତ ଅଛନ୍ତି । ହାତୀପଲ ନିକଟ ଜଙ୍ଗଲରୁ ବାହାରି ସୁଲୁଗୁଡା ଗାଁ ନିକଟ ଚାଷ ଜମିରେ ପଶି ବ୍ୟାପକ…

ଚାଷୀଙ୍କୁ ଚାଷ ଜମିରେ ଦଳିଦେଲା ଦନ୍ତା

ମହାବିରୋଡ଼ : ଚାଷୀଙ୍କୁ ଚାଷ ଜମିରେ ଦଳିଦେଲା ଦନ୍ତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖଣ୍ଡୁଆଳମୁଣ୍ଡା ଗାଁରେ । ଗାଁର କୁମ୍ଭାରପଶି ନିକଟରେ ଚାଷୀଙ୍କୁ ଦଳି ମାରିଛି ଦନ୍ତା । ମୃତକ ଜଣଙ୍କ ପରଜଙ୍ଗ ଥାନା…