Latest Odisha News
Browsing Tag

Entertainment

୫୮ ବର୍ଷ ବୟସରେ ପାଦ ଥାପିଲେ ସୁପରଷ୍ଟାର ଆମିର୍‌ ଖାନ୍‌

ମୁମ୍ବାଇ : ଆଜି ବଲିଉଡର ଭେଟେରାନ ଅଭିନେତା ଆମିର୍‌ଖାନ୍‌ଙ୍କ ଜନ୍ମଦିନ ।  ୫୮ ବର୍ଷ ବୟସରେ ପାଦ ଥାପିଲେ ସୁପରଷ୍ଟାର ଆାମିର୍‌ ଖାନ୍‌ । ସବୁଆାଡ଼ୁ ଛୁଟୁଛି ଜନ୍ମଦିନ ଶୁଭେଚ୍ଛାର ସୁଅ  । ଆମୀର ଜଣେ ଭଲ ଅଭିନେତା ତଥା ଜଣେ ଭଲ ନିର୍ଦ୍ଦେଶକ ଏବଂ ନିର୍ମାତା ମଧ୍ୟ  । ତାଙ୍କର ଅଭିନୟ କେବଳ…

ରିଲିଜ ପୂର୍ବରୁ ଲିକ୍‌ ହେଲା ଟାଇଗର-୩ର ସୁଟିଂ ସିନ୍‌…

ମୁମ୍ବାଇ : ରିଲିଜ ପୂର୍ବରୁ ଲିକ୍‌ ହେଲା ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ଟାଇଗର -୩ ସୁଟିଂ ସମୟର ଫଟୋ, ଭିଡିଓ । ସୋସିଆଲ୍‌ ମିଡିଆରେ ଭାଇରାଲ ଫଟୋ ଦେଖି ପ୍ରଶଂସକ ବେଶ୍‌ ଖୁସି ହୋଇଯାଇଛନ୍ତି । ନିକଟରେ ଇମ୍ରାନ ହାସମିଙ୍କ ଫିଲ୍ମର ମଧ୍ୟ କିଛି ଫୋଟୋ ଭାଇରାଲ୍‌ ହୋଇଥିଲା  । ପରେ…

ବାପା-ମା’ଙ୍କୁ ଦେଢ଼ ଶହ କୋଟିର ଘର ଉପହାର ଦେଲେ ଧନୁଷ  

ମୁମ୍ବାଇ : ସାଉଥ୍‌ର ଲୋକପ୍ରିୟ ଅଭିନେତା ଧନୁଷ । ସେ ସବୁବେଳେ ଲୁକ୍‌ ଏବଂ ଷ୍ଟାଇଲ୍‌କୁ ନେଇ ଫ୍ୟାନ୍ସଙ୍କ ନଜରରେ ରହିଥିବା ବେଳେ ବର୍ତ୍ତମାନ ଏପରି କିଛି କାମ କରିଛନ୍ତି ଯାହା ଫ୍ୟାନ୍ସଙ୍କ ମନ ଜିତିନେଇଛନ୍ତି  । ଧନୁଷ ନିଜ ବାପା-ମା’ଙ୍କୁ ଆଲିସାନ୍‌ ବଙ୍ଗଳା ଉପହାର ଦେଇଛନ୍ତି । ଯାହାର…

ଛେନାପୋଡ଼ ପ୍ରେମରେ ପଡ଼ିଲେ ଆୟୁଷ୍ମାନ ଖୁରାନା, କହିଲେ ବାଃ ବାଃ ଛେନାପୋଡ଼…

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ମନ କିଣିନେଲା ଛେନାପୋଡ଼ । ଓଡ଼ିଶାର ଛେନାପୋଡ଼ ଆୟୁଷ୍ମାନ ଖୁରାନାଙ୍କ ବହୁତ ପସନ୍ଦ । ଟ୍ୱିଟ୍‌ କରି ଜଣାଇଲେ ଆୟୁଷ୍ମାନ୍‌ । ପ୍ରଶଂସକ ମାନେ କହିଲେ ପୁଣି ଓଡ଼ିଶା ଆସନ୍ତୁ । କିଛିଦିନ ତଳେ ଆୟୁଷ୍ମାନ ଓଡିଶା ଆସିଥିବାବେଳେ ଯାଜପୁର…

ଶିଜାନ ଖାନଙ୍କ ନାଁରେ ୫୨୪ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ

ମୁମ୍ବାଇ : ପୁଣି ଅଡ଼ୁଆରେ ପଡ଼ିଲେ ଶିଜାନ ଖାନ୍‌ ।  ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା  । ତୁନିଶାଙ୍କ ପ୍ରେମିକ ଶିଜାନଙ୍କ ବିରୋଧରେ ମିରାଭାୟନ୍ଦର ପୋଲିସ ୫୨୪ ପୃଷ୍ଠାର ଏକ ଚାର୍ଜସିଟ୍‌ ଦାଖଲ କରିଛି  । ପ୍ରସିଦ୍ଧ ଟିଭି ସିରିଏଲ 'ଆଲିବାବା ଦସ୍ତାନ-ଏ-କାବୁଲ'ର…

ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି କରଣ ଓ ତେଜସ୍ୱୀ

ମୁମ୍ବାଇ : ବଲିଉଡର ସବୁଠୁ କ୍ୟୁଟ୍‌ କପଲ ହେଉଛନ୍ତି କରଣ କୁନ୍ଦ୍ରା ଓ ତେଜସ୍ୱୀ ପ୍ରକାଶ  । ଏହି କପଲ୍‌ ପ୍ରଶଂସକଙ୍କ ପାଇଁ ଆଣିଛନ୍ତି ଖୁସି ଖବର । ଏକ ସାକ୍ଷାତକାରରେ କରଣ କୁନ୍ଦ୍ରା ତେଜଶ୍ୱୀଙ୍କ ସହ ବିବାହ ସମ୍ପର୍କରେ ଖୁଲାସା କରିଛନ୍ତି। ତେଜସ୍ୱୀ ପ୍ରକାଶ ଏବଂ କରଣ କୁନ୍ଦ୍ରାଙ୍କ…

‘ଛୋଟି ବୋହୂ’ ସିରିଏଲର ନାୟିକା ରୁବିନା ଦଲୈକ ଅସୁସ୍ଥ

ନୂଆଦିଲ୍ଲୀ : ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଚେହେରା ରୁବିନା ଦଲୈକ। ନିଜ ଲୁକ୍ସ ଆଉ ଷ୍ଟାଇଲକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି  । ବର୍ତ୍ତମାନ ତାଙ୍କ ସୁନ୍ଦର ଚେହେରା ବିଗିଡ଼ି ଯାଇଛି  । ଚର୍ଚ୍ଚାରେ ରହୁଥିବା ରୁବିନା ଅସୁସ୍ଥ ଥିବା ସୂଚନା ମିଳୁଛି  । ସେ ସୋଶିଆଲ ମିଡିଆରେ ଫଟୋ…

ମୁକେଶ ଅମ୍ବାନୀ କିଆରା ଓ ସିଦ୍ଧାର୍ଥଙ୍କୁ କଣ ଉପହାର ଦେଲେ ଜାଣନ୍ତୁ….

ମୁମ୍ବାଇ:  ସାତ ଜନ୍ମ ପାଇଁ ସାଥି ବି ଟାଉନ୍‌ର କ୍ୟୁଟ୍‌ କପଲ୍‌ କିଆରା ଓ ସିଦ୍ଧାର୍ଥ । ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ଅଛନ୍ତି ସିଦ୍ଧାର୍ଥ ଏବଂ କିଆରା । ଉଭୟ ୭ ଫେବୃଆରୀରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ବେଳେ ୧୨ରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପଶନ ପାର୍ଟି ହୋଷ୍ଟ କରିବାକୁ…

ଆମୀରଙ୍କୁ କଟାକ୍ଷ କରି ଟ୍ୱିଟ୍‌ କଲେ କଙ୍ଗନା, କହିଲେ ବିଚରା…ଆମୀର

ମୁମ୍ବାଇ : ପୁଣି ଚର୍ଚ୍ଚାରେ ବଲିଉଡର ବିବାଦୀୟ କୁଇନ୍‌ କଙ୍ଗନା ରାନାଓ୍ବାତ  । ସୋଶିଆଲ ମିଡିଆରେ ସବୁବେଳେ ବିବାଦ ଘେରରେ ରହୁଥିବା କଙ୍ଗନା ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କଙ୍ଗନା ମୁହଁ ଖୋଲି କିଛି କହି ନଥିବା ବେଳେ ତାଙ୍କ ଟ୍ୱିଟ୍‌ ଚର୍ଚ୍ଚାରେ ରହିଛି  । ସେ ଟ୍ବିଟ୍‌ କରି…

ଜିଲ୍ଲା ମହୋତ୍ସବରେ ଆୟୁସମାନ ଖୁରାନାଙ୍କ ଗୀତରେ ଝୁମିଲେ ଦର୍ଶକ

ଯାଜପୁର : ଜିଲ୍ଲା ମ‌ହୋତ୍ସବର ତୃତୀୟ ସଂଧ୍ୟା । ଜିଲ୍ଲା ମହୋତ୍ସବର ତୃତୀୟ ସନ୍ଧ୍ୟାରେ ବଲିଉଡ କଳାକାର ଆୟୁସମାନ ଖୁରାନାଙ୍କ ଗୀତରେ ଝୁମିଲେ ଦର୍ଶକ  । ଆୟୁସମାନ ମଞ୍ଚ ଉପରକୁ ଆସି ଦର୍ଶକଙ୍କୁ ଉତ୍ସାହିତ କରିବା ସହ ଗୋଟିଏ ପରେ ଗୋଟିଏ ଗୀତ ଗାଇ ନିଜ ଗୀତରେ ଦର୍ଶକଙ୍କୁ ହଜେଇ ଦେଇଥିଲେ ।…