Latest Odisha News

BREAKING NEWS

Browsing Tag

honeytrap

SDJM କୋର୍ଟରେ ହାଜର ପରେ ପୁଣି ଜେଲ୍ ଗଲେ ଅର୍ଚ୍ଚନା ନାଗ, କହିଲେ ‘ମିଛ ଖବର କରନ୍ତୁନି’

ଭୁବନେଶ୍ୱର: ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ନାଗକୁ କୋର୍ଟରେ ହାଜର କରାଯାଇଛି । କଡ଼ା ସୁରକ୍ଷା ଭିତରେ କମିଶନରେଟ୍ ପୋଲିସ ଅର୍ଚ୍ଚନା ନାଗଙ୍କୁ ଭୁବନେଶ୍ୱର SDJM କୋର୍ଟରେ ହାଜର ପରେ ପୁଣି ଥରେ ଝାରପଡ଼ା ଜେଲକୁ ନିଆଯାଇଛି । ଜଣେ ଯୁବତୀଙ୍କୁ…

ଅକ୍ଟୋବର ୩୧ରେ ନବୀନ ନିବାସ ଘେରାଓ ନେଇ ବିଜେପିର ଚେତାବନୀ

ଭୁବନେଶ୍ୱର: ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଓ ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାରେ ସରକାରଙ୍କୁ ଘେରିଛି ବିଜେପି । ଶାସକ ଦଳର ବହୁ ନେତା ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ବିଜେପି ୨ ଦିନ ଧରି ସିପିଙ୍କ କାର୍ଯ୍ୟାଳୟ ଆଗରେ ସତ୍ୟାଗ୍ରହ ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ…

ଅର୍ଚ୍ଚନା ମାମଲାରେ ପୋଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

ଭୁବନେଶ୍ୱର: ଅର୍ଚ୍ଚନା ମାମଲାରେ ୭୦ କୋଟିର କାରବାର । ଫସିଛନ୍ତି ବିଜେପି, ବିଜେଡିର ବହୁ ନେତା । ତଦନ୍ତ କରିବାକୁ ଡରୁଛି ପୋଲିସ । ଆଜି ଏମିତି କିଛି କହି କଂଗ୍ରେସ ବିଧାୟକ ତାରା ବାହିନୀପତି ଟାର୍ଗେଟ୍ କରିଛନ୍ତି । କହିଛନ୍ତି, ବ୍ଲାକମେଲର ଅର୍ଚ୍ଚନା ନାଗ ସହ ନେତା, ମନ୍ତ୍ରୀ ଏବଂ…

ଖାଲି ଘର କି ଗାଡ଼ି ନୁହେଁ; ବ୍ଲାକମେଲିଂ କରି ଅର୍ଚ୍ଚନା ଆକାଶରେ ଉଡ଼ୁଥିଲେ, ନୂଆ ଜାଗା ବୁଲୁଥିଲେ

ଭୁବନେଶ୍ୱର: ନେତା, ମନ୍ତ୍ରୀଙ୍କ ସହ ରହସ୍ୟମୟୀ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ୍ ହେଉଥିବା ବେଳେ ପୋଲିସ ହାତରେ ଲାଗିଛି ପ୍ରମାଣ । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଜଣେ ରସିକିଆ ବିଧାୟକ, ଅର୍ଚ୍ଚନାଙ୍କ ଫାସରେ ପଡ଼ିଥିଲେ । ଯାହାକ ଫଟୋ ଓ ଭିଡିଓ ପୋଲିସ ପାଇଥିବା ବେଳେ ଅର୍ଚ୍ଚନାଙ୍କ ପିଛା ବିଧାୟକ…

ହାଇକୋର୍ଟରେ ହନିଟ୍ରାପ୍ ମାମଲା, ଖୋଲିବ କି ଅର୍ଚ୍ଚନାଙ୍କ ‘ନାଗ ଫାସ’ର ପୂରା ଗୁମର

ଭୁବନେଶ୍ୱର: ରହସ୍ୟମୟୀ ବ୍ଲାକେମଲର ଅର୍ଚ୍ଚନାଙ୍କୁ ନେଇ ଚର୍ଚ୍ଚା ଥମୁନି । ଗିରଫ ପରେ ଝାରପଡ଼ା ଜେଲରେ ଅର୍ଚ୍ଚନା ଥିବାବେଳେ ଗୋଟିଏ ପରେ ଗୋଟିଏ ନୂଆ ଓ ରୋଚକ ତଥ୍ୟ ଆସୁଛି । ଜେଲର ଅନ୍ଧାର କୋଠରିରେ ଅର୍ଚ୍ଚନା ଅଣନିଶ୍ୱାସୀ ହୋଇ ପଡ଼ିଥିବା ବେଳେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ କରିଛନ୍ତି…

ବିଦେଶୀ ଉପହାର ଦେବାକୁ କହି ଠକିଲେ ୩୦ ଲକ୍ଷ; ନାଇଜେରିଆ ଯୁବକ ଗିରଫ

ବାଲେଶ୍ୱର: ଗୁରୁବାର ଓଡ଼ିଶା ପୋଲିସର ସାଇବର ଶାଖା ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ନାଇଜେରିଆ ଯୁବକକୁ ଗିରଫ କରିଛି । ସୋସିଆଲ ମିଡ଼ିଆରେ ବନ୍ଧୁତା କରି ଦାମୀ ଉପହାର ଦେବା ଆଳରେ ବାଲେଶ୍ୱରର ବାଲିଆ ସ୍ଥିତ ଜଣେ ଯୁବକଙ୍କୁ ଠାରୁ ୩୦ ଲକ୍ଷ ଟଙ୍କାର ଠକେଇ ହୋଇଛି । ପୋଲିସ…

ହନିଟ୍ରାପ୍ ସଜାଇଥିଲା ୪ ଠିକା କର୍ମଚାରୀଙ୍କୁ ସନ୍ଦିଗ୍ଧ ଦେଶଦ୍ରୋହୀ

ବାଲେଶ୍ୱର: ବିଦେଶୀ ରାଷ୍ଟ୍ରଙ୍କୁ ଗୁପ୍ତ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ୪ ଜଣ ଠିକା କର୍ମଚାରୀଙ୍କୁ ଗତକାଲି ବାଲେଶ୍ୱର ଜିଲ୍ଲା ପୋଲିସ ଗିରଫ କରିଥିଲା । ତେବେ ଗିରଫଦାରୀ ପରେ ସମସ୍ତ ଅଭିଯୁକ୍ତମାନେ ହନିଟ୍ରାପ୍‌ରେ ଫସିଥିବା ଜଣାପଡିଛି ।…