Latest Odisha News

BREAKING NEWS

Browsing Tag

India Corona Positive Cases

ଦେଶରୁ ୨ଲକ୍ଷ ୫୧ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ୬୨୭ ମୃତ

ନୂଆଦିଲ୍ଲୀ: ଦେଶରେ ଅଢ଼େଇ ଲକ୍ଷ ଉପରେ ରହୁଛି ଦୈନିକ କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ସଂକ୍ରମିତଙ୍କ ସଂଖ୍ୟା ୧୨ ପ୍ରତିଶତ କମିଛି । ଆଜି ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୫୧ହଜାର ୨୦୯ ଆକ୍ରାନ୍ତ । ଗତକାଲି ଅପେକ୍ଷା ୩୫ ହଜାର କମ୍ ପଜିଟିଭ୍ ବାହାରିଛନ୍ତି । ଦେଶରେ ପଜିଟିଭ୍…

ଆଜି ଦେଶରୁ ୩ଲକ୍ଷ ୩୭ ହଜାର କରୋନା ଆକ୍ରାନ୍ତ, ଗତକାଲି ଅପେକ୍ଷା ସାମାନ୍ୟ କମିଛି

ନୂଆଦିଲ୍ଲୀ: ଦେଶରେ ଗତକାଲି ଅପେକ୍ଷା ଆଜି ସାମାନ୍ୟ କମିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୩୭ହଜାର ୭୦୪ ଆକ୍ରାନ୍ତ । ଗତକାଲି ଅପେକ୍ଷା ୯ହଜାର ୫୫୦ କମ୍ ନୂଆ ମାମଲା ବାହାରିଛି । ଗତକାଲି ସାରା ଦେଶରୁ ଚିହ୍ନଟ ହୋଇଥିଲେ ୩ଲକ୍ଷ ୪୭ହଜାର ୨୫୪ ଆକ୍ରାନ୍ତ ।…

ଦେଶରେ କମୁଛି କରୋନା କେସ୍: କାଲି ଅପେକ୍ଷା ଆଜି ୨୦ ହଜାର କମ୍ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ କରୋନା କେସ୍ । ଗତକାଲି ଅପେକ୍ଷା ଆଜି କମିଛି ସଂକ୍ରମିତଙ୍କ ସଂଖ୍ୟା । ଅଢ଼େଇ ଲକ୍ଷ ତଳକୁ ଖସିଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୩୮ହଜାର ଆକ୍ରାନ୍ତ । ଗତକାଲି ଅପେକ୍ଷା ଏହି ସଂଖ୍ୟା ୨୦ହଜାର କମ୍ । ଗତକାଲି ଦେଶରୁ ଚିହ୍ନଟ ହୋଇଥିଲେ…

ଆଜି ଦେଶରେ କମିଛି ସଂକ୍ରମିତଙ୍କ ସଂଖ୍ୟା, ଗତକାଲି ଅପେକ୍ଷା ୬.୫% କମ୍

ନୂଆଦିଲ୍ଲୀ: ଦେଶରେ ଆଜି କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ୬.୫ ପ୍ରତିଶତ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସାରା ଦେଶରୁ ବାହାରିଛନ୍ତି ୧ଲକ୍ଷ ୬୮ହଜାର ୬୩ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୧ଲକ୍ଷ ୭୯ହଜାର ୭୨୩ । ଅର୍ଥାତ୍ ପାଖାପାଖି ୧୦…

ଦେଶରେ ଦେଢ଼ ଲକ୍ଷ ଡେଇଁଲା କରୋନା କେସ, ଗତକାଲି ଅପେକ୍ଷା ୧୨% ଅଧିକ

ନୂଆଦିଲ୍ଲୀ: ଦେଶରେ ଦେଢ଼ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୫୯ହଜାର ୬୩୨ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଦୈନିକ କେସ୍ ୧୨ପ୍ରତିଶତ ବଢ଼ିଛି । ଗତକାଲି ଦେଶରୁ ବାହାରିଥିଲେ ୧ଲକ୍ଷ ୪୧ହଜାର ୯୮୬ ସଂକ୍ରମିତ । ଦେଶରେ ଦୈନିକ ପଜିଟିଭ୍ ହାର ୧୦.୨୧…

ଦେଶରେ ୩ କୋଟି ପାର କଲା କରୋନା ସଂକ୍ରମଣ, ସୁସ୍ଥ ହେଲେଣି ୯୬%

ନୂଆଦିଲ୍ଲୀ: ଦେଶରେ କମୁଛି କରୋନାର ଦୈନିକ ସଂକ୍ରମଣ । ଆକ୍ଟିଭ୍ କେସ୍ ଦ୍ରୁତ ଖସୁଛି । ଆଜି ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ପାର କରିଛି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୫୦ହଜାର ୮୪୮ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୮ହଜାର ୭୦୯କୁ ବୃଦ୍ଧି…

ଦେଶରେ ୮୮ ଦିନ ପରେ ସର୍ବନିମ୍ନ ସ୍ତରରେ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ଗ୍ରାଫ ତଳକୁ ତଳକୁ ଖସୁଛି । ୮୮ ଦିନ ପରେ ଆଜି ସର୍ବନିମ୍ନ ସ୍ତରକୁ ଖସିଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୩ହଜାର ୨୫୬ ନୂଆ ଆକ୍ରାନ୍ତ । ଏହି ସମୟରେ ୧୩ ଲକ୍ଷ ୮୮ ହଜାର କୋଭିଡ୍ ଟେଷ୍ଟ କରାଯାଇଛି । ଦେଶରେ କରୋନା ସଂକ୍ରମିତଙ୍କ…

୮୧ ଦିନ ପରେ ଦେଶରେ ୬୦ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । ଦୈନିକ ମୃତ୍ୟୁସଂଖ୍ୟା ବି ଧିରେ ଧିରେ କମୁଛି । ଏବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାରରୁ ତଳକୁ ଖସିଛି । ମୃତ୍ୟୁସଂଖ୍ୟା ଦୁଇ ହଜାରରୁ କମ୍ । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୫୮ହଜାର ୪୧୯ ନୂଆ ଆକ୍ରାନ୍ତ । ୮୧…

ଦେଶରୁ ୬୨ ହଜାର କରୋନା ପଜିଟିଭ୍, ୭୧ ଦିନରେ ସର୍ବନିମ୍ନ ସ୍ତରକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏବେ ୭୦ ହଜାର ତଳରେ ରହିଛି । ମୃତ୍ୟୁସଂଖ୍ୟା ୩ ହଜାରରୁ କମ୍ । ଗତ ୨୪ ଘଣ୍ଟାରେ ଦେଶରୁ ୬୨ହଜାର ୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ କରୋନା ନେଇଛି ଆଉ ୨ହଜାର ୩୩୦ ଜୀବନ । ଦେଶରେ…

ଦେଶରୁ ଆଜି ୮୦ ହଜାର କରୋନା ପଜିଟିଭ ଚିହ୍ନଟ, ୭୧ ଦିନରେ ସର୍ବନିମ୍ନ

ନୂଆଦିଲ୍ଲୀ: ଦେଶରେ ସେକେଣ୍ଡ ଓ୍ୱେଭରେ ଖସୁଛି କରୋନା ସଂକ୍ରମଣ । ଲକ୍ଷେରୁ ଖସି ଦୈନିକ ସଂକ୍ରମଣ ୮୦ ହାଜରରେ ପହଞ୍ଚିଲାଣି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୮୦ ହଜାର ୮୩୪ ପଜିଟିଭ୍ । ଯାହାକି ଗତ ୭୧ ଦିନରେ ସର୍ବନିମ୍ନ । ସେହିପରି ପଜିଟିଭିଟି ରେଟ୍ କ୍ରମାଗତ ହ୍ରାସ ପାଉଛି । ଆଜି…