Latest Odisha News

BREAKING NEWS

Browsing Tag

India Covid Positive Cases

ଦେଶରେ ୧୦ ହଜାରକୁ ଖସିଲା ଦୈନିକ କରୋନା ସଂକ୍ରମଣ, ୨ଲକ୍ଷ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ଦେଶରେ ଟିକାକରଣ ଚାଲିଛି । ଏହାରି ଭିତରେ ସାମନାକୁ ଆସିଛି ବଡ଼ ଖବର । ଦେଶରେ ୧୦ ହଜାରକୁ ଖସିଲା ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୦ହଜାର ୬୪ ନୂଆ ଆକ୍ରାନ୍ତ । ଏହି ସମୟରେ ୭ଲକ୍ଷ ୯ହଜାର କୋଭିଡ୍ ଟେଷ୍ଟ…

ଦେଶରେ ୧୩ହଜାରକୁ ଖସିଲା ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଧୀରେ ଧୀରେ ହ୍ରାସ ପାଉଛି । ଟିକାକରଣ ଭିତରେ କମୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୩ହଜାର ୭୮୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫ଲକ୍ଷ ୭୧ହଜାର ୭୭୩କୁ ବୃଦ୍ଧି ପାଇଛି । ଦେଶରେ…

ଲକ୍ଷେ ୫୨ ହଜାର ଟପିଲା ଦେଶରେ କରୋନା ମୃତ୍ୟୁସଂଖ୍ୟା, ୨୪ ଘଣ୍ଟାରେ ୧୫ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ମହାମାରୀ ସହ ଲଢ଼େଇ ଭିତରେ ଆଜି ଆରମ୍ଭ ହେଉଛି ଟିକାକରଣ । ଏହାସହ ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୫ ହଜାର ୧୫୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫ଲକ୍ଷ ୪୨ହଜାର ୮୪୧କୁ ବୃଦ୍ଧି ପାଇଛି ।…

ଦେଶରୁ ଦିନକରେ ୧୫, ୯୬୮ ନୂଆ କରୋନା ପଜିଟିଭ୍, ୨୦୨ ମୃତ

ନୂଆଦିଲ୍ଲୀ: ଟିକାକରଣ ପୂର୍ବରୁ ଦେଶରେ ହ୍ରାସ ପାଇଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୫ହଜାର ୯୬୮ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ପଜିଟିଭ୍ କେସ୍ ୧କୋଟି ୪ଲକ୍ଷ ୯୫ହଜାର ୧୪୭କୁ ବୃଦ୍ଧି ପାଇଛି । ଗତ ୨୪ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ…

କାବୁ ପାଉଛି କରୋନା: ଦେଶରେ ୨.୧୩% ଆକ୍ଟିଭ୍ କେସ୍, ସୁସ୍ଥହାରା ୯୬%

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ଟିଭ୍ କେସ୍ । ସୁସ୍ଥହାର ବଢି ଚାଲିଛି । ବର୍ତ୍ତମାନ ଦେଶରେ ୨ଲକ୍ଷ ୨୨ହଜାର ୫୨୬ଟି ସକ୍ରିୟ ମାମଲା ରହିଛି । ଅର୍ଥାତ ମୋଟ୍ ସଂକ୍ରମତିଙ୍କ ୨.୧୩% ଆକ୍ଟିଭ କେସ୍ ରହିଛି । ଦେଶରେ ସୁସ୍ଥହାର ରହିଛି ୯୬.୪୩% । ଦେଶରେ କରୋନାରୁ ସୁସ୍ଥ ହେଲେଣି ମୋଟ୍ ୧କୋଟି…

ଦେଶରୁ ୨୪ ଘଣ୍ଟାରେ ୧୮, ୬୪୫ କରୋନା ପଜିଟିଭ୍, ୨୦୧ ମୃତ

ନୂଆଦିଲ୍ଲୀ: ଦେଶରେ କୋଟିଏରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି । ସୁସ୍ଥସଂଖ୍ୟା ବି କୋଟିଏ ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୧୮ହଜାର ୬୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୯ ହଜାର ୨୯୯ ଆକ୍ରାନ୍ତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା…

କମୁଛି କରୋନା ଆକ୍ଟିଭ୍ କେସ୍: ଦେଶରେ କରୋନା ସୁସ୍ଥହାର ୯୬%, ଆକ୍ଟିଭ୍ କେସ୍ ୨.୧୫%

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କରୋନା କାୟା କମିବାରେ ଲାଗିଛି । ଦୈନିକ କମ୍ ସଂକ୍ରମିତ ହେଉଛନ୍ତି । ବଢୁଛି ସୁସ୍ଥ ହାର । ଆକ୍ଟିଭ୍ କେସ୍ କମିବାରେ ଲାଗିଛି । ଏବେ ଦେଶରେ ରହିଛି ୨ଲକ୍ଷ ୨୪ହଜାର ୧୯୦ଟି ଆକ୍ଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୨୨୨ ନୂଆ…

ଦେଶରେ ଦେଢ଼ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା, କାଲି କୋଟିଏ ଛୁଇଁବ ସୁସ୍ଥ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦେଢ଼ ଲକ୍ଷ ପାର କରିଛି କରୋନା ଜନିତ ମୃତ୍ୟୁସଂଖ୍ୟା । ତ ୨୪ଘଣ୍ଟାରେ ଆଉ ୨୬୪ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧ଲକ୍ଷ ୫୦ହଜାର ୧୧୪କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୪୫% ।…

ଦେଶରେ ଆଜି ସୁସ୍ଥ ହେଲେ ୨୯ହଜାର କରୋନା ଆକ୍ରାନ୍ତ, ୧୬ହଜାର ନୂଆ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ଦୈନିକ ଖସୁଛି କରୋନା କାୟା । ଗତକାଲି ଅପେକ୍ଷା ଆଜି ସଂଖ୍ୟା ଆହୁରି କମିଛି । ଗତ ୨୪ଘଣ୍ଟାରେ ସାରା ଦେଶରେ ୮ଲକ୍ଷ ୯୬ହଜାର କୋଭିଡ୍ ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୧୬ହଜାର ୩୭୫ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୩ଲକ୍ଷ ୫୬ହଜାର ୮୪୫କୁ…

ଦିନକରେ ଦେଶରୁ ୩୧ ହଜାର କରୋନା ପଜିଟିଭ୍, ୪୧ ହଜାର ସୁସ୍ଥ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ନୂଆ ଆକ୍ରାନ୍ତଙ୍କ ଅପେକ୍ଷା ଅଧିକ ସୁସ୍ତ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩୧ହଜାର ୧୧୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୪ଲକ୍ଷ ୬୨ହଜାର ୮୧୦କୁ…