Latest Odisha News

BREAKING NEWS

Browsing Tag

India Covid Positive

ଦେଶରେ ଚିନ୍ତା ବଢ଼ାଉଛି କରୋନା ମୃତ୍ୟୁସଂଖ୍ୟା, ସଂକ୍ରମଣ କମୁଛି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ତଳକୁ ତଳକୁ ଖସୁଛି । ଲଗାତାର ଚତୁର୍ଥ ଦିନ ପାଇଁ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ତଳେ ରହିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୬୭ହଜାର ୮୪ ଆକ୍ରାନ୍ତ । ପଜିଟିଭ୍ ହାର ରହିଛି ୪.୪୪ପ୍ରତିଶତ । ସଂକ୍ରମଣ କମୁଛି । କିନ୍ତୁ…

କରୋନାର ଲମ୍ବା ଲମ୍ଫ: ଦେଶରେ ଦିନକରେ ସଂକ୍ରମଣ ବଢ଼ିଲା ୨୧%

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ମାଡ଼ି ମାଡ଼ି ଚାଲିଛି କରୋନା ସଂକ୍ରମଣ । ଦୈନିକ କେସ୍ ଅଚାନକ ଭାବରେ ବଢୁଛି । ଓମିକ୍ରନ୍ ଭାରିଆଣ୍ଟ ପରେ ଦେଶରେ ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୭ହଜାର ୫୫୩ ନୂଆ ଆକ୍ରାନ୍ତା । ଯାହାକି ଗତକାଲି ଅପେକ୍ଷା…

ଦେଶରେ ଦିନକରେ ୩୫% ବଢ଼ିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କାୟା ମେଲାଇ ଚାଲିଛି କରୋନା । ଦୈନିକ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଗତ ସପ୍ତାହରେ ୧୦ ହଜାର ତଳେ ରହିଥିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଚଳିତ ସପ୍ତାହରେ ୨୦ ହଜାର ପାର କରିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୨ହଜାର ୭୭୫ ସଂକ୍ରମିତ ।…

ଦେଶରେ ପୁଣି ୩ଲକ୍ଷ ଟପିଲା କରୋନା ଆକ୍ଟିଭ୍ କେସ୍, ୨୪ ଘଣ୍ଟା ପାଖାପାଖି ୪୪ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ମାଡୁଛି କରୋନା କାୟା । ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୩ହଜାର ୮୪୬ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ଆଉ ୧୯୭ ଜୀବନ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୫ ଲକ୍ଷ ୯୯ହଜାର…

ଆଠ ଦିନ ହେଲା ବଢୁଛି: ଦେଶରେ ୧ଲକ୍ଷ ୭୪ ହଜାର ନୂଆ କରୋନା ଆକ୍ରାନ୍ତ, ୯୬୯ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ପୁଣି ଥରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ଗତ ଆଠ ଦିନ ହେବ ବଢୁଛି । ଦୈନିକ ସଂକ୍ରମଣ । ୧୮ହଜାରରୁ ବଢ଼ି ୨୫ ହଜାର ପାର କରିଛି । ଗତ ୮ ଦିନ ଭିତରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୭୪ହଜାର ୧୪୦ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଲାଣି ୯୬୯ ଜୀବନ ।…

କୋଟିଏ ପାର କଲା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କୋଟିଏ ଡେଇଁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୫ହଜାର ୧୫୩ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା କୋଟିଏ ଅତିକ୍ରମ କରିଛି । ମହାମାରୀ ନେଲାଣି ୧ଲକ୍ଷ ୪୫ହଜାର ୧୩୬ ଜୀବନ । ଗତ ୨୪ ଘଣ୍ଟାରେ ମୃତ୍ୟୁବରଣ…

ଦେଶରେ କୋଟିଏ ଛୁଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୯୯ ଲକ୍ଷ ଟପିଲା

ନୂଆଦିଲ୍ଲୀ: କିଛି ଦିନ ଭିତରେ ଦେଶରେ କୋଟିଏ ଛୁଇଁବ କରୋନା ସଂକ୍ରମିତଙ୍କ ସଂଖ୍ୟା । ଦୈନିକ ସଂକ୍ରମଣ କମିଥିଲେ ବି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୯ଲକ୍ଷ ପାର କରିଛି । କିନ୍ତୁ ଆଶ୍ୱସ୍ତିକର ଖବର ହେଉଛି, ପାଞ୍ଚ ମାସ ପରେ ସର୍ବନିମ୍ନ ସ୍ତରକୁ ଖସିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା…

ଦେଶରେ ପୁଣି ବଢ଼ିଲା: ୨୪ ଘଣ୍ଟାରେ ୫୦ ହଜାର ପଜିଟିଭ୍, ୭୦୪ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ଟ୍ରେଣ୍ଡ ସାମାନ୍ୟ ବଢିଛି । ଗତ କିଛି ଦିନ ହେବ ପ୍ରତିଦିନ ୫୦ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିଲା । ଗତ ୨୪ ଘଣ୍ଟାରେ ଏହି ସଂଖ୍ୟା ସାମାନ୍ୟ ବଢିଛି । ଦିନକରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୫୦ ହଜାର ୨୦୯ ଜଣ । ମୋଟ୍ ପଜିଟିଭ୍ କେସ୍ ୮୩ ଲକ୍ଷ…

ଦେଶରେ ଖସୁଛି: ୨୪ ଘଣ୍ଟାରେ ୩୮ ହଜାର କରୋନା ଆକ୍ରାନ୍ତ, ୪୯୦ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଟ୍ରେଣ୍ଡ । ଦୈନିକ କେସ୍ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଚାରେ ସଂକ୍ରମିତ ହୋଇଛନ୍ତି ଆଉ ୩୮ ହଜାର ୩୧୦ ଜଣ । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଲକ୍ଷ ୬୭ ହଜାର ୬୨୩କୁ ବୃଦ୍ଧି ପାଇଛି । ଲକ୍ଷେ ୨୩ ହଜାର ମୃତ୍ୟୁ ସେହିପରି ଗତ ୨୪ ଘଣ୍ଟାରେ…

ଦେଶରେ ୮୦ ଲକ୍ଷ ଛୁଇଁବ କରୋନା କେସ୍, ଗଲାଣି ଲକ୍ଷେ ୨୦ ହଜାର ଜୀବନ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ୮୦ ଲକ୍ଷ ଛୁଇଁବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଦୈନିକ କମୁଛି କରୋନା କାୟା । ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ବେଳେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାରରୁ କମ୍ ରହୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୩ ହଜାର ୮୯୩ ନୂଆ…