Latest Odisha News

BREAKING NEWS

Browsing Tag

India Covid Positive

ପୁଣି ବଢ଼ିଲା: ୨୪ ଘଣ୍ଟାରେ ଦେଶରେ ୮୦ ହଜାର କରୋନା ଆକ୍ରାନ୍ତ, ୧୧୭୯ ମୃତ

ନୂଆଦିଲ୍ଲୀ: ଦେଶରେ ୬୨ ଲକ୍ଷ ପାର କରିଛି କରୋନା କେସ୍ । ଦୁଇ ଦିନ କମିବା ପରେ ଆଜି ପୁଣି ଥରେ ଦେଶରେ ବଢ଼ିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୮୦ ହଜାର ୪୭୨ ଜଣ । ଏହାକୁ ମିଶାଇ ଦେଶରେ କରୋନା କେସ୍ ୬୨ ଲକ୍ଷ ୨୫ ହଜାର ୭୬୪କୁ ବୃଦ୍ଧି…

ଖସୁଛି କରୋନା ଟ୍ରେଣ୍ଡ: ୨୪ ଘଣ୍ଟାରେ ଦେଶରେ କମିଛି ପଜିଟିଭ୍ ଓ ଡେଥ୍ କେସ୍

ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ କରୋନା କେସ୍ । ୨୪ ଘଣ୍ଟାରେ ଉଭୟ ସଂକ୍ରମିତ ଓ ମୃତ୍ୟୁସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୭୦ ହଜାର ୫୮୯ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୮୨ ହଜାର ୧୭୦ । ଅର୍ଥାତ୍ ଗତକାଲି ଅପେକ୍ଷା ଆଜି ପାଖାପାଖି ୧୨ ହଜାର…

ଦେଶରେ ୩୯ ଲକ୍ଷ ଟପିଲା କରୋନା କେସ୍, ୬୮ ହଜାର ମୃତ

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୩ ହଜାର ୩୪୧ ପଜିଟିଭ୍ । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯ ଲକ୍ଷ ୩୬ ହଜାର ୭୪୮ । ସେହିପରି ଗତ ୨୪ ଘଣ୍ଟାରେ ଆଉ ହଜାରେ ୯୪ ଜଣ ମୃତ୍ୟୁବରଣ କରିଛନ୍ତି । ଦେଶରେ ପ୍ରାଣ…

ଦେଶରେ କରୋନା ନେଲାଣି ୬୫ ହଜାର ଜୀବନ

ନୂଆଦିଲ୍ଲୀ: ଦେଶରେ ୩୬ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହେଲେଣି । ପ୍ରତିଦିନ ହଜାର ହଜାର ନୂଆ ସଂକ୍ରମିତ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୬୯ ହଜାର ୯୨୧ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ପଜିଟିଭ୍ କେସ୍ ୩୬ ଲକ୍ଷ ୯୧ ହଜାର ୧୬୭କୁ ବୃଦ୍ଧି ପାଇଛି । ସଂକ୍ରମଣ…

ଦେଶରେ ୩୬ ଲକ୍ଷ ସଂକ୍ରମିତ, କରୋନା ନେଲାଣି ୬୪ ହଜାର ଜୀବନ

ନୂଆଦିଲ୍ଲୀ: କୋଭିଡ୍ ଟେଷ୍ଟିଂ ବଢୁଛି । ସେହି ଅନୁସାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୭୮ ହଜାର ୫୧୨ ନୂଆ ଆକ୍ରାନ୍ତ । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୬ ଲକ୍ଷ ୨୧ ହଜାର ୨୪୬କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ଦେଶରେ କରୋନା ନେଇଛି…

୨୧ ଦିନରେ ଦେଶରେ ୧୦ ଲକ୍ଷ କରୋନା ପଜିଟିଭ୍

ଭୁବନେଶ୍ୱର: ଦେଶରେ ୨୦ ଲକ୍ଷ ଅତିକ୍ରମ କରିଛି କରୋନା କେସ୍ । ଗତ ୨୪ ଘଣ୍ଟାରେ ୬୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁଲାଇରେ ଦେଶରେ ୧୦ ଲକ୍ଷ ଟପିଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ର, ତାମିଲନାଡୁରେ ପଜିଟିଭ ସଂଖ୍ୟା ବଢୁଥିବା ବେଳେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ,…

ଦେଶରେ ୨୪ ଘଣ୍ଟାରେ ୫୨ ହଜାର ନୂଆ ଆକ୍ରାନ୍ତ, ୮୦୩ ମୃତ

ନୂଆଦିଲ୍ଲୀ: ଦେଶରେ ୧୮ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ଚିହନଟ ହୋଇଛନ୍ତି ୫୨ ହଜାର ୫୦ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ୫୫ ହଜାର ୭୪୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଆଉ ୮୦୩ ମୁଣ୍ଡ ନେଇଛି କରୋନା । ଦେଶରେ…