ଆସନ୍ତାବର୍ଷ ଏସସିଓ ଆୟୋଜନ କରିବ ଭାରତ, ମିଳିଲା ସଂଗଠନର ସଭାପତି ଦାୟିତ୍ବ
ସମରକନ୍ଦ: ପୁଣି ବିଶ୍ବସ୍ତରରେ ଭାରତକୁ ବଡ଼ ପଦବୀ ସହ ସମ୍ମାନ ମିଳିଛି । ଆସନ୍ତା ବର୍ଷ ଭାରତ ସାଂଘାଇ ସହଯୋଗ ସଂଗଠନ ବା ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି । ଏହାସହ ଭାରତ ସଂଗଠନର ସଭାପତି ପଦ ଗ୍ରହଣ କରିବ ବୋଲି ନିଷ୍ପତ୍ତି ହୋଇଛି । ଉଜବେକିସ୍ତାନରେ ଚାଲିଥିବା ଏସସିଓ ବୈଠକ…