Latest Odisha News

BREAKING NEWS

Browsing Tag

jammu-Kashmir

ପୁଲଓ୍ୱାମା ଏନକାଉଣ୍ଟର: ଜଣେ ଆତଙ୍କୀ ନିହତ, ଜଣେ ଯବାନ ସହିଦ

କଶ୍ମୀର: ଜମ୍ମୁ କଶ୍ମୀର ପୁଲଓ୍ୱାମାରେ ଆତଙ୍କବାଦୀ-ସୁରକ୍ଷାବାହିନୀ ଗୁଳିବିନିମୟ । ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ତାର ପରିଚୟ ଅସ୍ପଷ୍ଟ ରହିଛି । ଏହି ସୂଚନା ଦେଇଛି କଶ୍ମୀର ଜୋନ୍ ପୋଲିସ । ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ଆଜି ସକାଳୁ…

ଆତଙ୍କବାଦୀଙ୍କ ଗୁଳିରେ ଟଳିଲେ ଆଉ ଜଣେ ବିଜେପି ସରପଞ୍ଚ

ଜମ୍ମୁ କଶ୍ମୀର: ଦକ୍ଷିଣ କଶ୍ମୀରର କୁଲଗାମରେ ଗୁଳି କରି ଜଣେ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । କ୍ୱାଜିଗୁଣ୍ଡ ବ୍ଲକ ଅନ୍ତର୍ଗତ ବେସୁର ବିଜେପି ସରପଞ୍ଚଙ୍କୁ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର…

ମନୋଜ ସିହ୍ନା ଜମ୍ମୁ କଶ୍ମୀରର ନୂଆ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଗିରୀଶ ମୁର୍ମୁଙ୍କ ଇସ୍ତଫା ପରେ ଜମ୍ମୁ କଶ୍ମୀରର ନୂଆ ଉପରାଜ୍ୟପାଳ ହୋଇଛନ୍ତି ମନୋଜ ସିହ୍ନା । ତାଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗିରୀଶ ମୁର୍ମୁଙ୍କ ସ୍ଥାନ ନେବେ ମନୋଜ ସିହ୍ନା । ମନୋଜ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

୧୬ ତାରିଖରୁ ଖୋଲିବ ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିର

ଜମ୍ମୁ କଶ୍ମୀର: ଚାରି ମାସ ପରେ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ମିଳିବ । ମାଆଙ୍କୁ ପୂଜାର୍ଚ୍ଚନା କରିବେ ଭକ୍ତ । ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ବୈଷ୍ଣୋ ଦେବୀ ଯାତ୍ରା । ଜମ୍ମୁ କଶ୍ମୀର ସରକାର ରାଜ୍ୟରେ ସବୁ ଧାର୍ମିକ ସ୍ଥଳୀ ଖୋଲିବାକୁ ଘୋଷଣା କରିଥିଲେ । ଏହାପରେ ବୈଷ୍ଣୋ ଦେବୀ ଯାତ୍ରା…

ପୁଣି ୩ ମାସ ବଢ଼ିଲା ମେହେବୁବା ମୁଫତିଙ୍କ ଗୃହବନ୍ଦୀ ଅବଧି

ଶ୍ରୀନଗର: ବଢ଼ିଲା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତୀଙ୍କ ଅଟକ ଅବଧି । ତାଙ୍କ ଗୃହବନ୍ଦୀ ଅବଧିକୁ ଆହୁରି ୩ ମାସ ବଢ଼ାଇ ଦିଆଯାଇଛି । ଅର୍ଥାତ ସେ ନଭେମ୍ବର ୫ ଯାଏଁ ଅଟକ ରହିବେ । ସୂଚନା ଯୋଗ୍ୟ ଯେ, ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର…

ଲେହରେ ପହଞ୍ଚିଲେ ରାଜନାଥ ସିଂହ

ଦୁଇ ଦିନିଆ ଜମ୍ମୁ କଶ୍ମୀର ଓ ଲଦାଖ ଗସ୍ତରେ ଯାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆଜି ସକାଳୁ ସେ ଲେହରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ତାଙ୍କୁ ସେନାବାହିନୀ ପକ୍ଷରୁ ସ୍ୱାଗତ କରାଯାଇଥିଲା । ରାଜନାଥଙ୍କ ସହ ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତ ଓ ସ୍ଥଳସେନା ମୁଖ୍ୟ ଜେଲେରାଲ୍…

ଜମ୍ମୁ କଶ୍ମୀର ଓ ଲଦାଖର ଫରଓ୍ୱାର୍ଡ ଏରିଆ ଗସ୍ତ କରିବେ ରାଜନାଥ

ନୂଆଦିଲ୍ଲୀ: ଦୁଇ ଦିନିଆ ଜମ୍ମୁ କଶ୍ମୀର ଓ ଲଦାଖ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆସନ୍ତାକାଲି ଓ ୧୮ ତାରିଖରେ ଜମ୍ମୁ କଶ୍ମୀର ଓ ଲଦାଖର ଫରଓ୍ୱାର୍ଡ ଏରିଆ ପରିଦର୍ଶନ କରିବେ । ତାଙ୍କ ସହ ଯିବେ ସ୍ଥଳସେନା ମୁଖ୍ୟ ଏମ. ଏମ. ନର୍ଭାଣେ । ଇଷ୍ଟର୍ଣ୍ଣ ଲଦାଖଲରେ ସୁରକ୍ଷା…

ପୁଲଓ୍ୱାମାରେ ସିଆରପିଏଫ୍ ଟିମ୍ ଉପରେ ଆତଙ୍କୀ ହମଲା

ଜମ୍ମୁ କଶ୍ମୀର: ପୁଲଓ୍ୱାମାରେ ପୁଣି ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆତଙ୍କୀ ହମଲା ହୋଇଛି । ଆଇଡି ବିସ୍ଫୋରଣ କରି ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି । ଆଇଡି ବିସ୍ଫୋରଣ ପରେ ପରେ ସିଆରପିଏଫ୍ ଟିମ୍ ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ । ପୁଲଓ୍ୱାମାର…

ସୁରକ୍ଷାକର୍ମୀ ଗୁଳିରେ ଗଡ଼ିଲା ଆତଙ୍କୀର ମୁଣ୍ଡ

ଜମ୍ମୁ କାଶ୍ମୀର: ପୁଲଓ୍ୱାମା ଜିଲ୍ଲାରେ ଏନକାଉଣ୍ଟରେ । ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଅବନ୍ତିପୁରାର ତ୍ରାଲ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ଗତକାଲି ରାତିରେ ମୁହାଁମୁହିଁ ହୋଇଥିଲେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀ । ତ୍ରାଲ ଅଞ୍ଚଳରେ କିଛି…

ପୁଲଓ୍ବାମାରେ ଦୁଇ ଆତଙ୍କବାଦୀ ସଫା

ଜମ୍ମୁ କାଶ୍ମୀର: ପୁଲଓ୍ବାମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ । ସେମାନଙ୍କଠାରୁ ଜବତ ହୋଇଛି ଏକେ-୪୭ । ବାଞ୍ଜୋ ଏରିଆରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏତିକିବେଳେ ସୁରକ୍ଷାକର୍ମୀଙ୍କ ଉପରେ ପ୍ରଥମେ ଗୁଳି ଚଳାଇଥିଲେ ଆତଙ୍କବାଦୀ ।…