Latest Odisha News

BREAKING NEWS

Browsing Tag

Journalist

କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ଦେହାନ୍ତ

ଭୁବନେଶ୍ୱର: କରୋନା ସଂକ୍ରମଣରେ ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ସମ୍ପୃକ୍ତ ସାମ୍ବାଦିକ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲାର ଜି ଓଡ଼ିଶା ପ୍ରତିନିଧି ରଘୁନାଥ ସାହୁ। ସେ ଶୁକ୍ରବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ…

କରୋନାରେ ଆଖି ବୁିଜିଲେ ଆଉ ଜଣେ ସାମ୍ବାଦିକ

ରାଉରକେଲା: ଖବର ସଂଗ୍ରହ ପାଇଁ ଦିନ ରାତି ଫଟୋ ଓ ଭିଡିଓ ସଂଗ୍ରହ କରୁଥିବା ବ୍ୟକ୍ତି ଆଜି ନିଜେ ଫଟୋ ପାଲଟିଯାଇଛନ୍ତି । ରାଉରକେଲାର କନକ ନ୍ୟୁଜର କ୍ୟାମେରାମ୍ୟାନ ସୁମନ୍ତ ମହାନ୍ତି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି ବୁଜିଛନ୍ତି । ୫୦ ବର୍ଷୀୟ ସୁମନ୍ତ ଗତ କିଛି ଦିନ…

କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ଦେହାନ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଜଣେ ସାମ୍ବାଦିକ ପ୍ରଦୀପ କିଶୋର ସାହୁଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା। ସେ ଦୈନିକ ଖବରକାଗଜ 'ସମ୍ବାଦ'ର ବ୍ରହ୍ମପୁର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ତେବେ ସେ ଦୀର୍ଘଦିନ ଧରି…

କରୋନାରେ ଆରପାରିକୁ ଚାଲିଗଲେ ସାମ୍ବାଦିକ ମାନସ ଜୟପୁରିଆ

ଭୁବନେଶ୍ୱର: କରୋନା ଧନୀ, ଗରିବ କିଛି ମାନୁନି । ସଂକ୍ରମଣ କେତେବେଳେ କାହାକୁ କେଉଁଠି ହେଉଛି ଆଉ କାହାର ଜୀବନ କେତେବେଳେ ପାଣି ଫୋଟକା ଭଳି ଚାଲି ଯାଉଛି । କରୋନା ସଂକ୍ରମିତ ଆଉ ଜଣେ ସାମ୍ବାଦିକ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । କରୋନାରେ ସମ୍ବଲପୁରର ବରିଷ୍ଠ ସାମ୍ବାଦିକ ମାନସ…

ବନ୍ଧାହେଲେ ଠକ ସାମ୍ବାଦିକ

ପୁରୀ: ୱେବ ଚ୍ୟାନେଲ ଖୋଲି ଜଣେ ସାମ୍ବାଦିକ ଲୋକଙ୍କୁ ବ୍ଲାକମେଲ କରୁଥିବାର ଅଭିଯୋଗ । ଏପରି ଠକ ସାମ୍ବାଦିକକୁ ଖଣ୍ଡଗିରି ପୋଲିସ ଆଜି ପୁରୀରୁ ଗିରଫ କରିଛି । ତା ନାଁ ସୌମ୍ୟରଂଜନ ସାମନ୍ତରାୟ । ସେ ଦୁର୍ନୀତି ଲାଇଭ ନାମରେ ଏକ ୱେବ ଚ୍ୟାନେଲ କରି ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିଥିବା…

ସ୍ୱର୍ଗତଃ ପ୍ରବୀର ପ୍ରଧାନଙ୍କ ପରିବାରକୁ ୫୦ ଲକ୍ଷ ପ୍ରଦାନ ପାଇଁ ଦାବିକଲା କଳିଙ୍ଗ ସାମ୍ବାଦିକ ସଂଘ 

ଭୁବନେଶ୍ୱର: କରୋନା ଯୋଦ୍ଧା ପ୍ରବିର କୁମାର ପ୍ରଧାନ କରେନାରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତ କାମନା କରି କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଲୋୟର ପିଏମ୍‌ଜି ଠାରୁ ଏକ କ୍ୟାଣ୍ଡେଲ ରାଲି ବାହାରି ମାଷ୍ଟର କ୍ୟାଣ୍ଟିନ୍ ଠାରେ ପହଞ୍ଚି ଥିଲା ।…

କରୋନା ଆକ୍ରାନ୍ତ ରାଜ୍ୟର ଦ୍ୱିତୀୟ ସାମ୍ବାଦିକଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ରାଜ୍ୟ ଦ୍ୱିତୀୟ ସାମ୍ବାଦିକ ଭାବେ ଗଜପତି ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏକ ତେଲୁଗୁ ଖବର କାଗଜରେ ସେ ସାମ୍ବାଦିକ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ…

ସାମ୍ବାଦିକଙ୍କର ହେଲା କରୋନା ଟେଷ୍ଟ

ପୁରୀ: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଉପର ମୁହାଁ ହୋଇ ଚାଲିଛି । ଫଳରେ ରଥଯାତ୍ରା ଭଳି ବାହୁଡା ଯାତ୍ରା ମଧ୍ୟ ଯେପରି ସୁରୁଖୁରୁରେ ହେବ ସେଥିପାଇଁ ଚାଲିଛି ପ୍ରସ୍ତୁତି । ଆଜି ରଥଯାତ୍ରା ଖବର ସଂଗ୍ରହ କରୁଥିବା ସମସ୍ତ ସାମ୍ବାଦିକଙ୍କର କରୋନା ପରୀକ୍ଷା କରାଯାଇଛି । ରଥଯାତ୍ରା ସହ…

କୋଭିଡ ୧୯ରେ ପ୍ରାଣ ହରାଇଲେ ସାମ୍ବାଦିକ

ଆଗ୍ରା : କରୋନାରେ ପ୍ରାଣ ହରାଇଲେ ସାମ୍ବାଦିକ । ଖବର ସଂଗ୍ରହ ବେଳେ କରୋନାରେ ଆକ୍ରାନ୍ତ ହୋଇଥିବା ଆଗ୍ରାର ଜଣେ ସାମ୍ବାଦିକଙ୍କର ଗତ ସାତ ତାରିଖରେ ମୃତ୍ୟୁ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଆଗ୍ରାର ଜିଲ୍ଲାପାଳ ପ୍ରଭୁ ଏନ୍ ସିଂହ । ସାମ୍ବାଦିକ ଜଣଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା…

୨୫ ତାମିଲ୍ ଟିଭି ଚ୍ୟାନେଲ୍ ସାମ୍ବାଦିକ କରୋନା ପଜିଟିଭ୍ ଚିହ୍ନଟ !

ଚେନ୍ନାଇ: ତାମିଲ୍ ଟେଲିଭିଜନ୍ ଚ୍ୟାନେଲରେ କାର୍ଯ୍ୟ କରୁଥିବା ୨୫ ଜଣ ବ୍ୟକ୍ତି କୋଭିଡ଼-୧୯ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏବେ ଦେଶରେ ବ୍ୟାପୀ ଚାଲିଥିବା କରୋନା ଭୂତାଣୁ ସମ୍ପର୍କରେ ଖବର ସଂଗ୍ରହ କରିବାକୁ ସାମ୍ବାଦିକମାନେ ବାହାରେ ଦିନ ରାତି କଠୋର ପରିଶ୍ରମ କରୁଛନ୍ତି । ସାମ୍ବାଦିକ…