Latest Odisha News

BREAKING NEWS

Browsing Tag

Life Imprisonment

୩ ଜଣଙ୍କୁ ହତ୍ୟା ମାମଲାରେ ବାପାଙ୍କୁ ଫାଶୀଦଣ୍ଡ, ପୁଅକୁ ଆଜୀବନ ଜେଲ୍

ସମ୍ବଲପୁର: ବାପାକୁ ଫାଶୀ, ପୁଅକୁ ଆଜୀବନ ଜେଲ୍ । ଲପଡ଼ା ଗାଁରେ ତିନିଜଣଙ୍କୁ ହତ୍ୟା ମାମଲାରେ ସମ୍ବଲପୁର ଜିଲ୍ଲା କୋର୍ଟ ବାପାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ବେଳେ ପୁଅକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୨୦୨୦ ମହୁଲପାଲି ଥାନା ଲପଡ଼ା ଗାଁରେ ତିନିଜଣଙ୍କୁ ହତ୍ୟା କରାଯାଇଥିଲା ।…

ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସହ ୧୩ ଜଣଙ୍କୁ ଆଜୀବନ ଜେଲ୍

ବ୍ରହ୍ମପୁର: ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ । ଏକ ହତ୍ୟା ମାମଲାର ଶୁଣାଣି କରି ନାରାୟଣ ରେଡ୍ଡୀଙ୍କ ସହ ୧୩ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଏଡିଜେ-୩ କୋର୍ଟ । ୧୯୯୮ ମସିହାରେ ପୋଲିସ ଆର୍‌ଆଇ ହତ୍ୟା ମାମଲାରେ କୋର୍ଟ ଏହି ଦଣ୍ଡାଦେଶ…

ଝିଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ନିଜ ଜନ୍ମ କଲା ଝିଅକୁ ସାମାନ୍ୟ ଘଟଣା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତ ବାପାକୁ ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୨୫ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ…

ପତ୍ନୀ ହନ୍ତା ସ୍ୱାମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍

ଭଦ୍ରକ: ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ ଜେଲ୍ । ଏକ ହତ୍ୟା ମାମଲାର ଶୁଣାଣି କରି ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍ ଅଭିଯୁକ୍ତ ସ୍ୱାମୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଆଜୀବନ ଜେଲ୍ ସହ ୫ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ । ଜରିମାନା ଅନାଦେୟ…

ଅନାମକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ

ଅନୁଗୁଳ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ହତ୍ୟାକାଣ୍ଡର ଆଜି ରାୟ ପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଦେଲେ ରାୟ । ୨୦୧୬ ମସିହାରେ ଅନୁଗୁଳ ପିଟିସି ଛକ ସନ୍ତୋଷୀ ମା ମନ୍ଦିର ନିକଟରେ ଛବି ନାଏକ ନାମକ ଜଣେ ବ୍ୟକ୍ତିକୁ ତାଙ୍କ ପଡୋଶୀ ଅନାମ ନାଏକ ହତ୍ୟା କରିଥିଲା । …

ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ

ରାୟଗଡ଼ା: ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ୍ । ରାୟଗଡ଼ା ଜିଲ୍ଲା ଦୌରା ଜଜ୍ ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥି ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୦୧୯ ମସିହା ଫେବ୍ରୁଆରୀ ୯ ତାରିଖରେ…

ପତ୍ନୀ ହନ୍ତାକୁ ଆଜୀବନ ସଜ୍ଜା, ୧୦ ବର୍ଷ ପରେ ଆସିଲା ରାୟ

ଭୁବନେଶ୍ୱର: ସ୍ତ୍ରୀକୁ ହତ୍ୟା ମାମଲାରେ ସ୍ୱାମୀକୁ ଆଜୀବନ ଜେଲ୍ । ଏକ ହତ୍ୟା ମାମଲାର ଶୁଣାଣି କରି ସ୍ୱାମୀକୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ । ମିନାକ୍ଷୀ ଦାସଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି । ପତ୍ନୀ ରଞ୍ଜୁ ନାୟକଙକ…

ବିହାରରେ ନାବାଳିକା ହତ୍ୟା; ୧୩ ବର୍ଷ ପରେ ୭ ମହିଳାଙ୍କୁ ଆଜୀବନ କାରାଦଣ୍ଡ

ଦରଭଙ୍ଗା: ବୁଧବାର ଦରଭଙ୍ଗା ଜିଲ୍ଲା କୋର୍ଟ ଏକ ଐତିହାସିକ ରାୟ ଶୁଣାଣି କରିଛନ୍ତି । ଜଣେ ୧୦ ବର୍ଷୀୟା ନାବାଳିକା ହତ୍ୟା ମାମଲାରେ ୧୩ ବର୍ଷ ପରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସମସ୍ତ ସାତ ଜଣ ଅଭିଯୁକ୍ତ ହେଉଛନ୍ତି ମହିଳା । ଆଜକୁ ୧୩ ବର୍ଷ ପୂର୍ବେ ଏକ ଜମିଜମା ଗଣ୍ଡଗୋଳରେ…

ସ୍ତ୍ରୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ବାଲେଶ୍ୱର ଜିଲ୍ଲା ଜଜ୍

ବାଲେଶ୍ୱର: ବହୁଚର୍ଚ୍ଚିତ ବାଲେଶ୍ୱର ଖନ୍ତାପଡା ସୁକାନ୍ତି ନାୟକ ହତ୍ୟା ମାମଲାର ରାୟ ଶୁଣାଇଲେ ମାନ୍ୟବର ଜିଲ୍ଲା ଜଜ୍ । ସ୍ତ୍ରୀହନ୍ତା ସ୍ୱାମୀ ତଥା ଅଭିଯୁକ୍ତ ଯଦୁନାଥ ନାୟକଙ୍କୁ ମିଳିଲା ଜରିମାନା ସହ ଆଜୀବନ କାରାଦଣ୍ଡାଦେଶ । ୨୦୧୬, ଅଗଷ୍ଟ ୨୦ ତାରିଖ । ଖନ୍ତାପଡା ଥାନା ଅନ୍ତର୍ଗତ…

ହତ୍ୟାକାରୀ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଯାଜପୁର : ହତ୍ୟାକାରୀ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । ଏହାସହ ୫୦ ହଜାର ଟଙ୍କାର ଜରିମାନାରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଯାଜପୁର କୁଆଖିଆ ଥାନା ଖରିଦାବାଦ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସୂଚନା ଅନୁସାରେ, ଗତ ୨୦୧୬ ଜାନୁୟାରୀ ୧୭ ତାରିଖରେ କୁଆଖିଆ…