Latest Odisha News

BREAKING NEWS

Browsing Tag

Mann ki Baat

୨୦୨୧ରେ ପ୍ରଥମ ମନ୍ କି ବାତ୍: କୃଷକ ଆନ୍ଦୋଳନ ଭିତରେ ମୋଦି କହିବେ ମନର କଥା

ନୂଆଦିଲ୍ଲୀ: ଆଜି ମନର କଥା କହିବେ ମୋଦି । ମନ୍ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ହେଉଛି ୨୦୨୧ର ପ୍ରଥମ ମନ୍ କି ବାତ୍ । ଗୋଟିଏ ପଟେ କୃଷକଙ୍କ ଆନ୍ଦୋଳନ ଅନ୍ୟପଟେ ବଜେଟ୍ ଅଧିବେଶନ । ଏଭଳି ସମୟରେ ମନ୍ ବି ବାତରେ ପ୍ରଧାନମନ୍ତ୍ରୀ…

କରୋନା ବିପତ୍ତି ଯାଇନି, ସତର୍କ ରହିବାକୁ ପଡିବ: ମୋଦି

ନୂଆ ଦିଲ୍ଲୀ: କରୋନା ବିପତ୍ତି ଦେଶରୁ ଅପସରିଯାଇନି । ଅନେକ ଜାଗାରେ ଏହା ଦ୍ରୁତ ଗତିରେ ମାଡି ଚାଲିଛି । ତେଣୁ ଆମକୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ କରୋନା ମହାମାରୀ ନେଇ କିଛି ଏଭଳି ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।…

ପିଠିରେ ଛୁରୀ ମାରିଥିଲା ପାକିସ୍ତାନ: ମୋଦି

ନୂଆ ଦିଲ୍ଲୀ: କାରଗିଲ ବିଜୟ ଦିବସରେ ଭାରତୀୟ ବୀର ଯବାନଙ୍କ ସାହସ ଓ ବଳିଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୧ ବର୍ଷ ପୂର୍ବେ ପାକିସ୍ତାନ ବଡ ବଡ ସ୍ୱପ୍ନ ଦେଖି ଭାରତର ଭୂମି ଅକ୍ତିଆର କରିବାକୁ ହୀନ ଉଦ୍ୟମ…

ସତର୍କତା ଓ ସଚେତନତା ହିଁ କରୋନା ବିରୋଧୀ ଲଢେଇର ମୂଳମନ୍ତ୍ର: ମୋଦି

ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଦେଶ ଲକଡାଉନ୍‌ରୁ ବାହାରି ଆସିଛି । ଦେଶ ଏବେ ଅନଲକ୍ ପର୍ଯ୍ୟାୟରେ । ତେବେ ଏହି ସମୟରେ ଦେଶବାସୀଙ୍କୁ ଅଧିକ ସଚେତନ ରହିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିବେଦନ କରିଛନ୍ତି । ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି…

ଭାରତ ବନ୍ଧୁତା ଜାଣେ, ଉଚିତ ଜବାବ ଦେବା ବି ଜାଣେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୀମାରେ ଭାରତ-ଚୀନ୍ ଉତ୍ତେଜନା ସ୍ଥିତିକୁ ନେଇ ସାରା ଦେଶ ଆଶଙ୍କା ଭିତରେ ଥିବା ବେଳେ ଆଜି ଦେଶବାସୀଙ୍କ ପାଇଁ ବଡ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି ଯେ, ଭାରତ ବନ୍ଧୁତା ରକ୍ଷା କରିବା ଜାଣେ, କିନ୍ତୁ ଆଖିରେ…

ଆଜି ମୋଦିଙ୍କ ମନ୍ କି ବାତ୍

ନୂଆଦିଲ୍ଲୀ:ଆଜି ମନର କଥା କହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ କି ବାତର ୬୬ତମ ଏପିସୋଡ । ଦିନ 11ଟାରେ ଦେଶବାସୀଙ୍କକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । କରୋନା ଲଢ଼େଇରେ ଦେଶବାସୀଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା କହି ପାରନ୍ତି । କାରଣ ଏବେ ଦେଶରେ ପ୍ରତିଦିନ କୋଭିଡ କେସ୍…

ଆଜି ଦିନ ୧୧ଟାରେ ମୋଦୀଙ୍କ ‘ମନ୍ କୀ ବାତ୍‌’

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟାରେ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍‌’ ଜରିଆରେ ନିଜ ମତ ରଖିବେ । ଏହି ୬୪ ତମ ଅଧ୍ୟାୟରେ ସେ ଦେଶବ୍ୟାପୀ କରୋନା ସଂକ୍ରମଣ ଭୟରେ ଚାଲିଥିବା ଲକ୍‌ଡାଉନ ପ୍ରସଙ୍ଗରେ ନିଜ ମତ ରଖିବେ । ମନ କୀ ବାତ୍ ନେଇ…

ମନ୍ କି ବାତ୍‌ରେ ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ: ମନ୍ କି ବାତ୍‌ ରେଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନବତାରେ ପୂର୍ଣ୍ଣ ନର୍ସମାନଙ୍କୁ ବେଶ୍ ପ୍ରଶଂସା କରିଛନ୍ତି । ସେମାନଙ୍କ ସେବା ମନୋଭାବ ସହ କାମ ଅତୁଳନୀୟ ବୋଲି ସେ କହିଛନ୍ତି । ଚଳିତ ବର୍ଷ ଅର୍ଥାତ୍ ୨୦୨୦ ମସିହାକୁ ପୂରା ବିଶ୍ୱରେ ଅନ୍ତର୍ଜାତୀୟ ନର୍ସ ଓ…

ମୋଦିଙ୍କ ‘ମନ କି ବାତ୍‌’: ଜୀବନ ରଖିବା ପାଇଁ ହୋଇଛି ଲକ୍ ଡାଉନ, ଅସୁବିଧା ହେଲେ କ୍ଷମା କରିବେ

ନୂଆଦିଲ୍ଲୀ: ମନ କି ବାତ୍ କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍ ମୁକାବିଲା ଲାଗି ଘୋଷଣା ହୋଇଥିବା ୨୧ଦିନିଆ ଲକ୍ ଡାଉନ ପାଇଁ ଦେଶବାସୀଙ୍କୁ ହେଉଥିବା ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଗରିବ ଲୋକମାନେ ଅସୁବିଧା ପାଇଁ ତାଙ୍କ ଉପରେ…

ଆଜି ଦିନ ୧୧ଟାରେ ‘ମନ କି ବାତ୍‌’, କରୋନା ମୁକାବିଲା ନେଇ କହିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟାରେ ‘ମନ କି ବାତ୍‌’ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଏଥିରେ କରୋନା ମହାମାରୀ ନେଇ ଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ । ଏ ନେଇ ମୋଦି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଗତ ସପ୍ତାହକ…