Latest Odisha News

BREAKING NEWS

Browsing Tag

Naveen Patnaik

କାହାର ହେବେ ନବୀନ ?

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦେଶବ୍ୟାପୀ ବିରୋଧୀଙ୍କ ନଜର ଏବେ ନବୀନଙ୍କ ଉପରେ। ବିଜେପିକୁ ଶାସନରୁ ହଟାଇବା ପାଇଁ ବିରୋଧୀ ଏକାଠି ହେଉଛନ୍ତି। ଏଭଳି ସ୍ଥିତିରେ ୫ ପାଳି ନିରଙ୍କୁସ ଭାବେ ଓଡ଼ିଶାର ଶାସନ ଭାର ସମ୍ଭାଳି ଆସୁଥିବା ନବୀନଙ୍କୁ କିଏ ନିଜ ପକ୍ଷକୁ ନେଇପାରିବ ତାକୁ ନେଇ…

ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ମମତା ବାନାର୍ଜୀ !

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମେଳି ଦେଖିବାକୁ ମିଳୁଛି । କଂଗ୍ରେସ ଠାରୁ ତୃଣମୂଳ କଂଗ୍ରେସ ଦୂରେଇ ଯାଉଥିବା ବେଳେ ଆସନ୍ତା ସପ୍ତାହରେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମମତା…

ପ୍ରଶଂସା ହେଉ କି ନିନ୍ଦା, ଏବେ ଚର୍ଚ୍ଚାରେ ଫାଇଭ ଟି

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ବହୁ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଆହୁରି ଏକ ପ୍ରସଙ୍ଗ ଚର୍ଚ୍ଚାକୁ ବହୁଗୁଣିତ କରିଛି। ତାହା ହେଉଛି ଫାଇଭ ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସହ ଉନ୍ନୟନ…

ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ୯୬୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ଶୁକ୍ରବାର ରାଉରକେଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥ‌ଲେଟିକ୍‌ ଷ୍ଟାଡିୟମ୍‌ ସମେତ ବିର୍ସା…

ନବ ଦାସଙ୍କୁ ହତ୍ୟା ଘଟଣାରେ ତେଜିଲା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି, ବିଧାନସଭା ଅଚଳ କଲେ ବିରୋଧୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ ହୋଇଥିବା ବେଳେ ଗୃହ ଚାଲି ପାରିନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ବିରୋଧୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି । ଫଳରେ ଆଜି ବାରମ୍ବାର ଗୃହକୁ…

ନବୀନଙ୍କଠୁ କିଛି ଶିଖ !

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ନବୀନଙ୍କ ଘନ ଘନ ଗସ୍ତ। ହଜାର ହଜାର କୋଟି ଟଙ୍କା ଯୋଜନାର ଉପହାର। କେନ୍ଦୁଝରଠୁ ଆରମ୍ଭ କରି କୋରାପୁଟ, ବରଗଡ଼, କଳାହାଣ୍ଡି, ନୂଆପଡା ଗସ୍ତ କରି ବହୁ ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଥିବା ନବୀନ ରାତି ପାହିଲେ ସୁନ୍ଦରଗଡ ଜିଲ୍ଲା ଗସ୍ତ କରିବେ।…

ବିଜୁ ଜନତା ଦଳର ମୁଖ୍ୟ ଲକ୍ଷ୍ୟ ମହିଳା ସଶକ୍ତିକରଣ: ନବୀନ

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ଏହି ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ, ମାଆ ମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ନବୀନ କହିଛନ୍ତି, ମହିଳା ସଶକ୍ତିକରଣ ବିଜୁ ଜନତା ଦଳର…

ବ୍ରାଣ୍ଡ କିଏ ? ବିଜୁ ନା ନବୀନ ?

ଭୁବନେଶ୍ୱର: ଓଡ଼ିଶା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ। କେବଳ ରାଜ୍ୟ ନୁହେଁ ବିଶ୍ୱ ସ୍ତରରେ ଭାରତର ନାଁ କୁ ଉଜ୍ବଳ କରିବା ତଥା ଦେଶ ପାଇଁ ମଧ୍ୟ ବିଭିନ୍ନ ସମୟରେ ବିଜୁ ବାବୁ ଗୋୖରବ ଆଣି ଦେଇଛନ୍ତି । ଏପରିକି ସେହି ଧାରାକୁ ତାଙ୍କ ପୁଅ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ…

ଓଡ଼ିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ, କ୍ରୀଡ଼ା ପ୍ରୋତ୍ସାହନରେ ଶ୍ରେଷ୍ଠ ରାଜ୍ୟ

ଭୁବନେଶ୍ୱର: କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କାର ମିଳିଛି । ପ୍ରସିଦ୍ଧ କ୍ରୀଡ଼ା ପତ୍ରିକା ସ୍ପୋର୍ଟସ ଷ୍ଟାର ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି । ଆଜି ମୁମ୍ବାଇରେ ଆୟୋଜିତ ‘Sportstar Aces-2023 Awards’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ…

ପଦ୍ମପୁର ପ୍ରତିଶ୍ରୁତିକୁ ନେଇ ନବୀନ, ଧର୍ମେନ୍ଦ୍ର ମୁହାଁମୁହିଁ

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା, ଜୟନାରାୟଣ ଓ ପୋଲିସ ଧସ୍ତାଧସ୍ତିକୁ ନେଇ ଗତ କିଛିଦିନ ହେଲା ରାଜ୍ୟ ରାଜନୀତି ଉଷ୍ଣ ରହିଥିବା ବେଳେ ଆଜି ରାଜନୀତିର ନିଆଁରେ ଘିଅ ଢାଳିଛି ପଦ୍ମପୁର । ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର…