Latest Odisha News

BREAKING NEWS

Browsing Tag

New Covid Positive

ଦେଶରେ ଦେଢ଼ ଲକ୍ଷ ଡେଇଁଲା କରୋନା କେସ, ଗତକାଲି ଅପେକ୍ଷା ୧୨% ଅଧିକ

ନୂଆଦିଲ୍ଲୀ: ଦେଶରେ ଦେଢ଼ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୫୯ହଜାର ୬୩୨ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଦୈନିକ କେସ୍ ୧୨ପ୍ରତିଶତ ବଢ଼ିଛି । ଗତକାଲି ଦେଶରୁ ବାହାରିଥିଲେ ୧ଲକ୍ଷ ୪୧ହଜାର ୯୮୬ ସଂକ୍ରମିତ । ଦେଶରେ ଦୈନିକ ପଜିଟିଭ୍ ହାର ୧୦.୨୧…

ଆଜି ରାଜ୍ୟରୁ ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ହଜାରେ ଟପିଲା

ଭୁବନେଶ୍ୱର: ରାଜ୍ୟରେ ଚାରି ହଜାର ମୁହାଁ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୬୭୯ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୨୧୪୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫୩୧ । ୧୮ ବର୍ଷ ଭିତରେ ଆଉ ୩୮୪ ପଜିଟିଭ୍ ବାହାରିଛନ୍ତି । ୨୯ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି ।…

କରୋନାର ଲମ୍ବା ଲମ୍ଫ: ଦେଶରେ ଦିନକରେ ସଂକ୍ରମଣ ବଢ଼ିଲା ୨୧%

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ମାଡ଼ି ମାଡ଼ି ଚାଲିଛି କରୋନା ସଂକ୍ରମଣ । ଦୈନିକ କେସ୍ ଅଚାନକ ଭାବରେ ବଢୁଛି । ଓମିକ୍ରନ୍ ଭାରିଆଣ୍ଟ ପରେ ଦେଶରେ ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୭ହଜାର ୫୫୩ ନୂଆ ଆକ୍ରାନ୍ତା । ଯାହାକି ଗତକାଲି ଅପେକ୍ଷା…

ରାଜ୍ୟରେ ବଢୁଛି କରୋନା କେସ୍: ଆଜି ୨୯୮ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ପାଖାପାଖି ତିନି ଶହ ହେଲାଣି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରା ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୯୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୭୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨୨ଟି । ୧୮ବର୍ଷ ଭିତରେ ଆଉ ୩୩…

ଆଜି ୪୦୦ ତଳକୁ ଖସିଲା ରାଜ୍ୟରେ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଆଜି ୪୦୦ ତଳକୁ ଖସିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୫୮ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪୯ । ୧୮ ବର୍ଷ ଭିତରେ ଆଉ ୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ୨୩ ଜିଲ୍ଲାରୁ ବାହାରିଛନ୍ତି…

ଆଜି ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା କେସ୍, ୬୧୫ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ରହିଛି । କେବେ ସାମାନ୍ୟ ବଢୁଚି ତ କେବେ ଖସୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୬୧୫ ଆକ୍ରାନ୍ତ । ଏହି ସମୟରେ ୬୨ହଜାର ୬୭୫ କୋଭିଡ୍ ଟେଷ୍ଟ ହୋଇଛି । ଆଜି ୧୮ ବର୍ଷ ଭିତରେ ଆଉ ୬୮ ଜଣ ସଂକ୍ରମିତ ହୋଇଛନ୍ତି । ୨୨…

ରାଜ୍ୟରେ ଆଜି ୫୦୦ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପର ତଳ ହେଉଛି । କେବେ ୫୦୦ ଶହ ପାର କରୁଛି ତ କେବେ ଖସୁଛି । ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୪୪୮ କରୋନା ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୫୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୮୯ଟି । ୧୮ ବର୍ଷ ଭିତରେ ଆଉ ୫୯ ଜଣ ସଂକ୍ରମିତ…

ଆଜି ରାଜ୍ୟରୁ ୬୫୨ କରୋନା ପଜିଟିଭ୍

ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟରେ ବଢିଛି କରୋନା ସଂକ୍ରମଣ । ପାଖାପାଖି ଶହେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ରାଜ୍ୟରୁ ୬୫୨ ପଜିଟିଭ୍ ବାହାରିଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୫୨୬ । ଆଜି ୨୪ ଜିଲ୍ଲାରୁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ…

ଆଜି ରାଜ୍ୟରୁ ୫୨୮ କରୋନା ପଜିଟିଭ୍, ୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା କାୟା । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୫୨୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୭୩ ସଂକ୍ରମିତ । ୨୧ ଜିଲ୍ଲାରୁ ଆଜି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ…

ଗତକାଲି ଅପେକ୍ଷା ଆଜି ରାଜ୍ୟରୁ ପାଖାପାଖି ୩ଶହ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତିନି ଦିନ କମିବା ପରେ ଆଜି ପୁଣି ଥରେ ବଢ଼ିଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ଆକ୍ରନ୍ତଙ୍କ ସଂଖ୍ୟାରେ ପାଖାପାଖି ୩୦୦ ବୃଦ୍ଧି ହୋଇଛି । ଗତକାଲି ରାଜ୍ୟରୁ ୪୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୭୩୪ ପଜିଟିଭ୍ । ୧୮ ବର୍ଷ…