Latest Odisha News

BREAKING NEWS

Browsing Tag

Odia movie

ଓଡ଼ିଆ ଚଳଚ୍ଚିତ୍ର ତୁ ମୋର ଜୀବନର ଭାଲେନଟାଇନର ମହୁରତ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ହୋଟେଲରେ ଓଡ଼ିଆ ଚଳଚ୍ଚିତ୍ର ତୁ ମୋର ଜୀବନର ଭାଲେନଟାଇନର ମହୁରତ ଅନୁଷ୍ଠିତ ହୋଇ ଯାଇଛି। ଏହି ଚଳଚିତ୍ରରେ ଭାଲେଣ୍ଟାଇନର ଏକ ଭିନ୍ନ ରୂପକୁ ଟୁଇଷ୍ଟ ହିସାବରେ ଦେଖିବାକୁ ମିଳିବ । ଏହି ଚଳଚିତ୍ରରେ ମନୀଷା ମିଶ୍ର, ସଂଜୀବ ପରିଡା, ଲଷ୍ମୀ ପ୍ରିୟା ସାହୁ , ରବି…

ଓଡିଆ ଫିଲ୍ମ ‘ମହାବାହୁ’ର ମହୁରତ

ଭୁବନେଶ୍ୱର: ଆର୍ ଆର୍ ଇଭେଣ୍ଟସ୍ ପ୍ରଯୋଜିତ ଚଳଚ୍ଚିତ୍ର ‘ମହାବାହୁ’ର ମହୁରତ ଅନୁଷ୍ଠିତ ହୋଇଯାଇଛି । ବାଣୀବିହାର ପରିସରରେ ଥିବା ଜଗନ୍ନାଥ ମନ୍ଦିରର ଆୟୋଜିତ ଏହି ମହୁରତ ଅବସରରେ ପୁରା ଟିମ୍ ଉପସ୍ଥିତ ଥିଲେ । ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନେତା ଆକାଶ ଦାସ ନାୟକ, ପ୍ରକୃତି ମିଶ୍ର, ଉଷସୀ…

ରିଲିଜ ହେଲା ଓଡିଆ ଫିଲ୍ମ ‘ଫ୍ରମ୍ ମି ଟୁ ୟୁ’…

ଭୁବନେଶ୍ୱର: ବହୁ ଦିନର ଅପେକ୍ଷା ପରେ ଜ୍ୟୋତି ଓ ଅମ୍ଲାନଙ୍କ ଅଭିନିତ ଓଡିଆ ଫିଲ୍ମ ‘ଫ୍ରମ୍ ମି ଟୁ ୟୁ’ ସିନେମା ହଲ୍ରେ ମୁକ୍ତିଲାଭ କରିଛି । ଏହି ଫିଲ୍ମଟିରେ ତ୍ରିକୋଣୀୟ ପ୍ରେମ କାହାଣୀ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇବ । ଜ୍ୟୋତି ଓ ଅମ୍ଲାନଙ୍କ ସହ ସ୍କ୍ରିନ୍ ଶେୟାର…

ଖୁବଶୀଘ୍ର ପରଦାକୁ ଆସୁଛି ଓଡିଆ ଫିଲ୍ମ ‘ପ୍ରେମ ତୋର ନଟି ନଟି’

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ୮ ତାରିଖରେ ରିଲିଜ ହେବାକୁ ଯାଉଛି ଓଡିଆ ଚଳଚ୍ଚିତ୍ର‘ପ୍ରେମ ତୋର ନଟି ନଟି’ । ଏହି ଚଳଚ୍ଚିତ୍ରରେ ପ୍ରଥମକରି ସିନେମା ଜଗତରେ ପାଦ ଥାପିବାକୁ ଯାଉଛନ୍ତି ନବାଗତ ଅଭିନେତା ଦେବ । ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ମିହିର ଦାସ ନାୟକର ବାପା ଭୂମିକାରେ ଅଭିନୟ କରିଥିବା…

‘ଛବିରାଣୀ ହତ୍ୟାକାଣ୍ଡ’କୁ ନେଇ ଓଡ଼ିଆ ସିନେମା

ଭୁବନେଶ୍ୱର: ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡକୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ଓଡ଼ିଆ ଚଳଚ୍ଚିତ୍ର । ଯାହାର ନାମ ରଖାଯାଇଛି ‘ଛବିରାଣୀ’ । ଏହି ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଭାର ବବି ଇସଲାମ ସମ୍ଭାଳିଥିବା ବେଳେ ବିଜୟ ମଲ୍ଲ ଏହାର ସଂଳାପ ଲେଖିଛନ୍ତି । ଏହାର…

‘କାନ୍ସ ଫିଲ୍ମ ଫେଷ୍ଟିଭାଲ’ରେ ଓଡିଆ ଚଳଚ୍ଚିତ୍ର ‘ସ୍ୱାହା’…

ଭୁବନେଶ୍ୱର : ଓଡିଆ ଫିଲ୍ମ ଜଗତର ଯୁବ ନିର୍ଦ୍ଦେଶକ ଶିଶିର କୁମାର ସାହୁଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସ୍ୱାହା’ 'କାନ୍ସ ଫିଲ୍ମ ଫେଷ୍ଟିଭାଲ'ରେ ପ୍ରଦର୍ଶିତ ହେବାକୁ ଯାଉଛି । ଶିଶିରଙ୍କ ନିର୍ଦ୍ଦେଶିତ ଅନ୍ୟ ୨ଟି ଫିଲ୍ମ ହେଉଛି ‘ଫର୍ଚ୍ଚା’ ଓ ‘ରାଜା’ । ଏକ ଟେଲିଭିଜନ୍ ଚ୍ୟାନେଲରେ…

ରିଲିଜ ହେଲା ଅନୁଭବଙ୍କ ଅଭିନୀତ ‘ବିଜୁ ବାବୁ’ ଫିଲ୍ମ

ଭୁବନେଶ୍ୱର : ‘ଅକ୍ଷୟ ପରିଜା ପ୍ରଡ଼କ୍ସନ’ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ନିର୍ମିତ ଫିଲ୍ମ ‘ବିଜୁ ବାବୁ’ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି । ଏନେଇ ସୁପରିଷ୍ଟାର ଅନୁଭବ ଟ୍ୱିଟ୍ କରିଛନ୍ତି ।…

ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଲା ଓଡ଼ିଆ ସିନେମା ‘ଖୁସି’ର ଟ୍ରେଲର୍

ଭୁବନେଶ୍ୱର : ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ନିର୍ମିତ ଆଗାମୀ ଫିଲ୍ମ ‘ଖୁସି-ଇଟ୍ସ ନଟ୍ ଏ ଫେରୀ ଟେଲ୍’ ର ଟ୍ରେଲର ନିକଟରେ ରିଲିଜ ହୋଇଯାଇଛି । ସିନେମାର ଟ୍ରେଲରକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇଥିବା ବେଳେ ଖୁବଶୀଘ୍ର ଏହା ବଡ ପରଦାରେ ରିଲିଜ ହେବାକୁ ଯାଉଛି ।…