Latest Odisha News

BREAKING NEWS

Browsing Tag

Odia Poetry

ମନପକ୍ଷୀ ଝୁରେରେ କବିତା ବହି ଉନ୍ମୋଚିତ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଥିବା ଲୋଚାପଡ଼ା ଶକ୍ତିନଗରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଡକ୍ଟର କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ପ୍ରଥମ ସଙ୍କଳିତ "ମନପକ୍ଷୀ ଝୁରେରେ " କବିତା ବହିର ଉନ୍ମୋଚନ ହୋଇଯାଇଛି। ସମ୍ପୂର୍ଣ୍ଣ ଘରୋଇ ପରିବେଶରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ବହୁମୁଖୀ ସମାଜ…

କବିତା: ତୁମେ ଆଉ ମୁଁ

✍️ ବିମଳା ଶଂକର ଦାଶ ତୁମେ ସପତ ରଙ୍ଗର ଫଗୁଣ ମୁଁ ପାଗଳ ଭ୍ରମର ତୁମେ ସକାଳ ସବୁଜ ପତର ମୁଁ କଅଁଳ କାକର ।। ତୁମେ ମୁକୁତା ଶାମୁକା ଗର୍ଭର ମୁଁ ଗଭୀର ସାଗର ତୁମେ ମୁକ୍ତ ଗଗନର ବିହଙ୍ଗ ମୁଁ ଶୀତଳ ସମୀର ।। ତୁମେ ନାୟିକା ରୂପ ରାଇଜର ମୁଁ ପ୍ରେମ ସୌଦାଗର ତୁମେ ନର୍ତ୍ତକୀ ମନ…

କବିତା: ଚନ୍ଦ୍ରିକା କୁମାର

ଅନନ୍ତାଂଶୁ ଜେନା ଅବେଳ ମୌସୁମୀ ପରି ମିଛି ମିଛିକା ସ୍ୱପ୍ନରେ ତୁମେ, ହଠାତ ମନେ ପଡିଯାଅ ଯେ ବିଗତ ଦିନର ସାଇତା ଅଙ୍ଗାର ସବୁ ଝାପ୍ସା ନିଶାରେ ଗୋଟାପଣେ ଓଦା କରି ପକାଏ । ତୁମକୁ ତୁମେ ବୋଲି ଜାଣିବା ଆଗରୁ ଶୁଣିଥିଲି ତୁମ କଥା ତୁମେ କୁଆଡ଼େ ତୋଳିପାର ଯେତେସବୁ ମନଛୁଆଁ କୋହ…

କବିତା : ଦାବାନଳର ଦୁନ୍ଦୁଭି

ଅଭିଜିତ ଦେବର୍ଷି ବ୍ୟସ୍ତବହୁଳ ପୃଥିବୀକୁ ମୁହିଁ ଆଖି ପୁରାଇ ଦେଖୁଦେଖୁ ଗ୍ରହଣ ଲାଗିଛି ସୁଖରେ ତାର, ଗ୍ରାସ କଲା ପୁଣି କିଏ ତାକୁ ? କିଏ ଏ ଚାଇନା କିଏ ଏ କରୋନା ଆସିଛି ପରାଏ କାଳ ପରି ଚଞ୍ଚଳ ମନ, ସୁପ୍ତ ଜୀବନ, ବସିବିକି ଏବେ ହାତ ଧରି ? ଅକାଳେ ଅନ୍ଧାର ମନୁଷ୍ୟ ଜୀବନେ,ଅଦିନରେ…

ସଟ‌୍‍ଡାଉନ‌୍‍ର ସହର

କାହା ପାଇଁ ସାଇତିଛୁ ଏତେ ଅଭିମାନ କାହା ଅପେକ୍ଷାରେ ଅୟୁତବର୍ଷର ନିଦ ଏ ଯେଉଁ ସହର, ଯାହା ପାଇଁ ଏତେ ବୈଠକ ଯାହା ପାଖରେ ନିଜ ପାଇଁ ନଥାଏ ସମୟ ସେ ବି ଶୋଇପାରେ ନିଦରେ, ଲା-ପରବାଏ କିଏ ଏଠି ଜମା କରିଥିଲା ଜୀବନ ଏତେ ଅଳ୍ପ ପ୍ରେମ, ବାକି ସବୁ ତୁଚ୍ଛା ପବନ ଏତେ ଲମ୍ୱା ତା…

ଓଡିଆତ୍ୱ

ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ ତାକୁ ଆଉ କିଛି କୁହନି ସେ ସହିବାକୁ ଜାଣେ ଦୁର୍ଭିକ୍ଷ, ମହାମାରୀ,ଅତ୍ୟାଚାର ଅନ୍ଧାରୀ ଗୁମ୍ଫା ଭିତରେ ଆଲୁଅ ଖୋଜିବା ର କଳା ଜାଣେ ସ୍ୱପ୍ନହୀନ ଜୀବନକୁ ରଙ୍ଗେଇ ଦେବାର ଅଦମ୍ୟ ସାହସ ରଖେ । ଯଦି ବିଶ୍ୱାସ ନାହିଁ ଇତିହାସର କଳେବର ଝୁଣି ଦିଅ ତା…

କରୋନା : ଏକ ପ୍ରେମ କବିତା

ମନୋଜ ରଥ ମୁଁ ନିଆଁ ହୁଏଁ କି ଜହ୍ନ ଏକୁଟିଆ ଜଳେଁ କେବେ ଛାତି ରେ କେବେ ରାତିରେ l ମୋର ସବୁ ସମାପ୍ତି ରେ ତମେ ପୁନଃ ଆରଂଭ ମୋର ସବୁ ଅପ୍ରାପ୍ତି ରେ ତମେ ପୁନଃ ପ୍ରାରମ୍ଭ l ଚଳ ପ୍ରଚଳ ପୃଥ୍ୱୀରୁ ଆଜି ବେଦଖଲ୍ ମୋର ସବୁ ଯୁକ୍ତିଯୁକ୍ତ ଦାବୀ ବିଚାରକ ନିଜେ ଇ ବଂଦୀ ନିଜ…

ମାଆ…

ମାଆ ଶ୍ୱେତା ରାଉତ ଛୁଆର ଭୋକିଲା ପେଟରେ ହାତ ବୁଲାଇ ତୁ ଯେମିତି ବିବ୍ରତ ହୋଇପଡୁ ମୁଠେ ଖୁଆଇଦେଇ ଆଶ୍ୱସ୍ତ ହେଉ ଭଲ ନିଦଟେ ଭିଡ଼ିଆଣି ଖଞ୍ଜିଦେଉ ଆଖିରେ ତୋ ପଣତ ତଳୁ, ମଥାରେ ଗେଲକର ଯେମିତି ଅଜାଡ଼ି ଦେଉ ସାରା ପୃଥିବୀର ସୁଖ । ମୁଁ ସେମିତି କରିପାରେନି ମା’ ଦେଖିପାରେନି କୌଣସି…

ଦ୍ୱିତୀୟ ଈଶ୍ଵର…

ଦ୍ୱିତୀୟ ଈଶ୍ଵର ସୋନାଲି ପଣ୍ଡା ଶତଭିଷା ନକ୍ଷତ୍ର ରେ ଯେଉଁ ତାରା ଟି ଉଇଁଲା ମତେ, ତୋ ଆଖି ପରି ଦିଶେ। ତୁ ଜାଣୁ? ଶିଳ୍ପୀ ମୁଖା ପିନ୍ଧି, କାଇଁ କେତେ ଯୁଗ ଧରି ମୁଁ ଗଢ଼ି ଚାଲିଚି ପ୍ରେମ ଗଢ଼ି ଚାଲିଚି ତତେ! ପ୍ରଥମେ ତୋ କପାଳ ଗଢିଲି ଛିଡ଼ି ଗଲା, ମୋ ପାଦ ରୁ ଆଙ୍ଗୁଠି।…

ଯୋଦ୍ଧା…

ଯୋଦ୍ଧା ସୁସ୍ମିତା ମହାପାତ୍ର ଯୋଦ୍ଧା ଭାବେ ଅବା ଜନହିତେ କେବେ ହାରିଲେ ଜୀବନ, ପଠାଇବ ମୋ ଶରୀର ଜନମ ମାଟିକୁ ମୋର ଏହି ନିବେଦନ । ବକ୍ଷରେ ସଜାଇ ବୀର ପଦକ ମୋହର ଶୁଣାଇବ ମାଆକୁ ମୋ ସୁକରମ ଗାଥା, ଦେଶ ପାଇଁ ଦେଇଅଛି ପ୍ରାଣ ସୁପୁତ୍ର ତାହାର କାହା ଆଗେ କେବେ ସିଏ ନତ ନକରିବ ମଥା…