Latest Odisha News

BREAKING NEWS

Browsing Tag

Odia Story

ଗଳ୍ପ : ମିଛ ନୂଆ ବର୍ଷ

ନିହାରିକା ମହାନ୍ତି  ବର୍ଷ ସରିବାକୁ ବସିଲାଣି। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ପାଛୋଟି ଆଣିବା ପାଇଁ ସବୁଠି ଖୁସିର ମାହୋଲ୍। ଭୋଜି ଭାତ, ନାଚ ଗୀତରେ କମ୍ପି ଉଠୁଛି ମାନବ ସଭ୳ତା। ମହାମାରୀ ପାଇଁ କଟକଣା ଥିଲେ ମଧ୍ୟ ଲୋକଙ୍କ ମନରେ ମଉଳି ଯାଇନି ଉତ୍ସାହ। ରାଜଧାନୀର…

ଗଳ୍ପ : ପାଉଁଜି

ଉର୍ମିଳା ମହାପାତ୍ର  ଅତୀତ ସ୍ମୃତିକୁ ମନେପକାଇଲେ ଆଜିବି ହୃଦୟରୁ ଦୀର୍ଘ ଶ୍ୱାସ ବାହାରି ଆସେ । ଝିଅଟିର ନାଁ ଜ୍ୟୋତି, ସେଦିନ ରେଲୱେ ପ୍ଲାଟଫର୍ମରେ ତା' ସହ ଦେଖା ହୋଇଥିଲା । ମୁଁ ଯାଉଥିଲି ସିକିମ ଅଫିସ କାମରେ, ଟ୍ରେନ ଅପେକ୍ଷାରେ ବସିଥିବା ବେଳେ ହଠାତ ଅଦିନିଆ ବର୍ଷା କେଉଁଠି ଥିଲା…

ଗଳ୍ପ : ଅତୁଟ ବିଶ୍ୱାସ

ଶିବାଶିଷ ପାଢ଼ୀ  "ସାନ ଆସୁଛି " ଫୋନକୁ ମୁଣ୍ଡ ପାଖରେ ରଖି ଦେଇ କହିଲେ ବିଜୟ । ଚା ନେଇ ଆସିଥିଲେ ଲଳିତା । ଶୁଣୁ ଶୁଣୁ ଖୁସି ହୋଇ କହିଲେ କହିଲେ "ଯା ହେଉ " ! ହେଲେ ସେ ଜାଣି ନ ଥିଲେ ତାଙ୍କର" ଯା ହେଉ" କହିବା ଏମିତି ଉତକ୍ଷିପ୍ତ କରିଦେବ ବିଜୟଙ୍କୁ । ସାଙ୍ଗେ ସାଙ୍ଗେ ବିଛଣାରୁ…

ଗଳ୍ପ : ବାବାଙ୍କୁ ଚିଠି

ସୁଷମା ପରିଜା  ବାବା ! ତୁମେ ଆମକୁ ଛାଡି ଯିବାର ଆଜିକୁ ତେତିଶି ବର୍ଷ ପୁରିଲା। ଚାଳିଶି ବର୍ଷ କଟକରେ ରହିବା ଭିତରେ ଗାଆଁକୁ ଫେରିବିନି କହୁଥିବା ସେଇ ଦୃଢମଣିଷଟି ତୁମେ ପରିସ୍ଥିତିରେ ପଡି ଊଣେଇଶହ ଛୟାଅଶି ଡିସେମ୍ବର ମାସରେ କଟକ ଛାଡି ଗାଆଁକୁ ଯିବାକୁ ଏକା ଜିଦ୍ ଧରିଥିଲ। ଗାଆଁରେ ଯାଇ…

ଗଳ୍ପ : ମୃତ ପ୍ରଜାପତି

ପ୍ରସେନଜିତ୍ ସେଠୀ  ପ୍ରଜାପତି ଦେଖିଲେ ଭାରି ଭଲ ଲାଗେ। ତାର ରଙ୍ଗୀନ ଦୁଇ ପଙ୍ଖରେ ଚିତ୍ର ବିଚିତ୍ର କାରିଗରୀ। ବିଧାତା କି ବିଚିତ୍ର ଭାବରେ ଗଢ଼ିଚି ଏଇ ଜୀବଟିକୁ। ରଙ୍ଗ ବେରଙ୍ଗର ଆଉ ଭିନ୍ନ ଭିନ୍ନ ଆକାରର ପ୍ରଜାପତିମାନେ ଯେତେବେଳେ ଧିର ଗତିରେ ଉଡ଼ିଯାଆନ୍ତି, ଯେ କେହି ବି ବିମୁଗ୍ଧ…

ଗଳ୍ପ : ଆକାଶ କଇଁଆ ଚିଲିକା ମାଛ

ଶ୍ୱେତପଦ୍ମା ପାଢ଼ୀ  ସ୍ବପ୍ନ ଯାହା ପରିପ୍ରକାଶ କରିଥାଏ ମନର ଆଶା, ଆକାଂକ୍ଷା ଓ ଉଦ୍ଦୀପନାକୁ । ସ୍ବପ୍ନ ଯାହା ନିଦ୍ରାର କିଛି ସମୟ ପରେ ଅସ୍ଵେଚ୍ଛାକୃତ ମନରେ ଉତ୍ପନ ହେଉଥିବା ଛବି,ବିଚାର, ଭାବନା, ସମ୍ବେଦନଶୀଳତାର ମିଶ୍ରଣ ଅଟେ । ସ୍ବପ୍ନ ଯାହା ରାତିରେ ଶୋଇଲା ବେଳେ ଦେଖାଯାଏ, ବରଂ…

ଗଳ୍ପ : ଗାନ୍ଧୀବାଦୀ

ସୁନୀତା ପ୍ରଧାନ  ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଜଣେ ପରମ ଗାନ୍ଧୀ ଭକ୍ତ ହେଉଛନ୍ତି ବିପ୍ଳବ ବାବୁ। ସତ୍ୟ, ଅଂହିସା ର ପୃଷ୍ଠ ପୋଷକ ତଥା ଦୁର୍ନୀତି ଲାଞ୍ଚ ମିଛ ଖଚକୁ ଖୁବ୍ ଘୃଣା କରୁଥିବା ଏ ଯୁଗର ଏକ ବିରଳ ବ୍ୟକ୍ତିତ୍ଵ । ପେଶାରେ ଜଣେ ପ୍ରାଥମିକ ଶିକ୍ଷକ ବିପ୍ଳବ…

ଗଳ୍ପ : ବିଶ୍ୱାସର ରାତିଟିଏ

ସୁଜାତା ମହାପାତ୍ର  ସେଦିନ ବି ଥିଲା ଏଇମିତି ଏକ ଅନ୍ଧକରାଚ୍ଛନ୍ନ ବର୍ଷୁକୀ ରାତି ଜନ୍ମାଷ୍ଟମୀର । ଘଡଘଡି ନିଜର ପୂର୍ଣ୍ଣ ଉନ୍ମାଦନାରେ, ସାମ୍ନାରୁ ଲହଡି ଭଳି ମାଡି ଆସୁଥାଏ ବର୍ଷାପାଣି ଓଭର ବ୍ରିଜର ରାସ୍ତା ଉପରେ । ପ୍ରଥମ ଗର୍ଭ ଯନ୍ତ୍ରଣା! ଯନ୍ତ୍ରଣା ଖୁସିର କି କଷ୍ଟର, ପୂର୍ଣ୍ଣତା…

ଗଳ୍ପ : ରାକ୍ଷୀ

ସୁନିତା ପ୍ରଧାନ ଆଜି ରାକ୍ଷୀ ପୂର୍ଣ୍ଣିମା। ଯେତେ ଯାହା କାମ ଥିଲେ ମଧ୍ୟ ଆଜି ଦିନରେ ଯେମିତି ହେଲେ ଭାଇ ଆସିବ ତା ହାତରୁ ରାକ୍ଷୀବାନ୍ଧିବା ପାଇଁ । ଭାଇ ଭଉଣୀ ପବିତ୍ର ସମ୍ପର୍କର ଏକ ସୁଦୃଢ଼ ସେତୁବନ୍ଧ ଏହି ରାକ୍ଷୀ ।ତେଣୁ ଭାଇପସନ୍ଦର ଖିରୀ, କାକରା, ଚିତଉ ଭଳି ଆଦି କିଛି ଖାଇବା…

ଗଳ୍ପ : ପ୍ରେମ ଓ ଚିତ୍ରକଳାର ପୃଥିବୀ

ସ୍ମୃତି ପଟ୍ଟନାୟକ  ଶୂନ୍ୟତାର ପରିଧି ମଧ୍ୟରେ ବି କେବେ କେବେ ଦୃଶ୍ୟାୟିତ ହୁଏ ଜୀବନ ର ସ୍ବରଗୀତି, ଚତୁର୍ଭୁଜର ଚାରି କୋଣରେ, ଚାରି ଗୋଟି ଉଜ୍ବଳ ବିନ୍ଦୁ, ସେମାନଙ୍କ ସମାହାରରେ ମଧ୍ୟ ବିନ୍ଦୁର ସୃଷ୍ଟି , ଉଜ୍ବଳରୁ ଉଜ୍ବଳତର ଜୀବନର ଚିତ୍ର ବିନ୍ଦୁ l ନା ଅଜଣା ଚିତ୍ରଶିଳ୍ପୀଟିଏ, ହାତରେ…