Latest Odisha News

BREAKING NEWS

Browsing Tag

Odisha Corona Death Case

ଥମୁନି କରୋନା ମୃତ୍ୟୁସଂଖ୍ୟା: ଆଜି ଓଡ଼ିଶାରୁ ୪୪ ମୃତ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ ସଂକ୍ରମଣ କମୁଛି । କିନ୍ତୁ ନିୟନ୍ତ୍ରଣକୁ ଆସୁନି ମୃତ୍ୟୁସଂଖ୍ୟା । ୪୦ ତଳକୁ ଖସୁନି । ୨୪ ଘଣ୍ଟାରେ ଆଉ ୪୪ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ୧୭ ଜିଲ୍ଲାରୁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିର ୫ ଜଣଙ୍କର…

କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍: ଦିନକରେ ଓଡ଼ିଶାରୁ ଗଲା ରେକର୍ଡ ୪୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି । ୪୦ ତଳକୁ ଖସୁନି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ କରୋନା ନେଇଛି ଆଉ ୪୫ ଆକ୍ରାନ୍ତଙ୍କ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ପୂର୍ବରୁ ଗୋଟିଏ ଦିନରେ ୪୨ ଜଣ ପ୍ରାଣ…

ବଢୁଛି କରୋନା ମୃତ୍ୟୁସଂଖ୍ୟା: ୨୪ ଘଣ୍ଟାରେ ଓଡ଼ିଶାରୁ ଗଲା ୪୦ ଜୀବନ

ଭୁବନେଶ୍ୱର: କରୋନା ନେଉଛି ଜୀବନ । ଓଡ଼ିଶାରେ ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ଉପରମୁହାଁ । ୨୪ ଘଣ୍ଟାରେ ଆଉ ୪୦ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ୧୫ ଜିଲଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧାରେ ମୃତ୍ୟୁସଂଖ୍ୟା ପାଞ୍ଚ ଶହ ପାଖାପାଖି ହେଲାଣି…

ଆଜି ଓଡ଼ିଶାରୁ କରୋନା ନେଲା ୩୨ ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟରେ ସାମାନ୍ୟ କମିଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୩୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୮ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ଜୀବନ ନେଇଛି କରୋନା ।…

କରୋନା ମୃତ୍ୟୁରେ ଲାଗୁନି ବ୍ରେକ: ଆଜି ରାଜ୍ୟରୁ ରେକର୍ଡ ୪୦ ମୃତ

ଭୁବନେଶ୍ୱର: ରାଜ୍ୟରେ ବୋଲ ମାନୁନି କରୋନା ମୃତ୍ୟୁସଂଖ୍ୟା । ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ଆଉ ୪୦ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ୧୪ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୪ଟି ଜିଲ୍ଲା ଅନୁଗୋଳ, କଟକ,…

ଆଜି ଓଡ଼ିଶାରୁ କରୋନା ନେଲା ୩୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗୁନି । ୩୦ରୁ ତଳକୁ ଖସୁନି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୩୭ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୫ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଗତ କିଛି ଦିନ ହେବ ଅନୁଗୋଳ ଜିଲ୍ଲାରୁ…

ଓଡ଼ିଶାରୁ କରୋନା ନେଲା ୩୫ ଜୀବନ, ଅନୁଗୋଳ ଜିଲ୍ଲାରେ ଥମୁନି ମୃତ୍ୟୁସଂଖ୍ୟା

ଅନୁଗୋଳ: ଓଡ଼ିଶାରେ ଧିରେ ଧିରେ କାବୁ ପାଉଛି ଦୈନିକ କରୋନା ସଂକ୍ରମଣ । କିନ୍ତୁ ଥମୁନି ମୃତ୍ୟୁସଂଖ୍ୟା । ପ୍ରତିଦିନ ୩୦ରୁ ଅଧିକ ଜୀବନ ଯାଉଛି । ଗତ ୨୪ ଘଣ୍ଟାରେ ଆଉ ୩୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅନୁଗୋଳ ଜିଲ୍ଲାରେ ଅଧିକ ରହୁଛି ଦୈନିକ ମୃତ୍ୟୁସଂଖ୍ୟା । ଆଜି ଜିଲ୍ଲାରୁ ଆଉ ୫ ଜଣ…

ଓଡ଼ିଶାର ୧୫ ଜିଲ୍ଲାରୁ କରୋନା ନେଲା ଆଉ ୩୩ ଜୀବନ, ଅନୁଗୋଳରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଏଣିକି ପ୍ରତିଦିନି ୩୦ରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୩୩ ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ କରୋନା । ମୋଟ୍ ୧୫ ଜିଲ୍ଲାରୁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଅନୁଗୋଳ ଜିଲ୍ଲାରେ ସର୍ବାଧିକ ୫ ଜଣ ସଂକ୍ରମିତ…

କରୋନା ମୃତ୍ୟୁରେ ଲାଗୁନି ବ୍ରେକ: ଆଜି ଗଲା ଆଉ ୩୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ଏବେ କମିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ଲଗାମ । ବଢୁଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ କରୋନା ଆଉ ୩୫ ଜଣଙ୍କର ଜୀବନ ନେଇଛି । ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୫…

ଆଜି ଓଡ଼ିଶାରୁ କରୋନା ନେଇଛି ରେକର୍ଡ ୩୫ ଜୀବନ, ସପ୍ତାହେ ଭିତରେ ୨୦୦ ମୃତ

ଭୁବନେଶ୍ୱର: କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍ । ରାଜ୍ୟରେ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୩୫ ଜୀବନ ନେଇଛି କରୋନା । ଯାହାକି ବର୍ତ୍ତମାନ ସୁଦ୍ଧା ଦିନକରେ ସର୍ବାଧିକ । ୧୬ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଓ ଅନୁଗୋଳ…