Latest Odisha News
Browsing Tag

Paradip

ବିଦ୍ୟୁତ୍ କଟିଗଲା ବୋଲି ବାଡ଼େଇ ଭାଙ୍ଗିଦେଲେ ଟ୍ରାନ୍ସଫର୍ମର, ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ପୋଲିସ ଜିମା ଦେଲେ ଲୋକ

ପାରାଦୀପ: ବିଦ୍ୟୁତ୍ କଟିଯିବା ପରେ ଯୁବକ ରାଗି ଯାଇ ଟ୍ରାନ୍ସଫର୍ମର ଭାଙ୍ଗି ଦେବା ତାଙ୍କୁ ମହଙ୍ଗା ପଡ଼ିଛି । ଟ୍ରାନ୍ସଫର୍ମରକୁ ବାଡ଼େଇ ଭାଙ୍ଗିବା ପରେ ଲୋକେ ଯୁବକଙ୍କୁ ଧରି ଉତ୍ତମମଧ୍ୟମ ଦେବା ସହ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ପାରଦାପୀ…

ଶାଳୀକୁ ଭଲ ପାଉଥିଲା ବୋଲି ଗଳା କାଟି ଦେଲା ଭିଣୋଇ

ପାରାଦୀପ: ପାରାଦୀପ ଆଦର୍ଶ ଥାନା ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଶାଳୀକୁ ପ୍ରେମ କରୁଥିବା ପ୍ରେମିକର ଗଳା କାଟି ହତ୍ୟା କରିଛି ଭିଣୋଇ । ସବୁଠାରୁ ବଡ଼ କଥା ହେଲା ପାରାଦୀପ ଆଦର୍ଶ ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ହତ୍ୟାକାଣ୍ଡ ଘଟିଥିଲେ ବି ପୋଲିସ…

୧୪ଟି ଚୋରି ବାଇକ୍ ଜବତ, ୨ ଚୋର ସହ ୩ ଜଣଙ୍କୁ ବାନ୍ଧିଲା ପୋଲିସ

ପାରାଦୀପ: ଟ୍ରାଫିକ୍ ପୋଲିସ ଚେକିଂ ସମୟରେ ଧରା ପଡ଼ିଲା ବାଇକ୍ ଲୁଟେରା ଗ୍ୟାଙ୍ଗ । ପାରାଦୀପ ଥାନା ପୋଲିସ ୨ ଗାଡ଼ି ଚୋରଙ୍କ ସହ ଚୋରି ଗାଡ଼ି କିଣୁଥିବା ଜଣେ ଗ୍ରାହକଙ୍କୁ ଗିରଫ କରିଛି । ଏରସମା ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରୁ ୧୪ଟି ବାଇକକୁ ଜବତ କରିଛି ପାରାଦୀପ ଆଦର୍ଶ ଥାନା ପୋଲିସ ।…

ସମୁଦ୍ରରେ ମାଛଧରା ଉପରେ ଲାଗିଛି କଟକଣା

ପାରାଦୀପ: ଦୁଇମାସ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ଉପରେ ଲାଗିଛି କଟକଣା। ଜୁନ୍ ୧୪ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ । ବର୍ତ୍ତମାନ ମାଛମାନଙ୍କର ଅଣ୍ଡାଦାନ ସମୟ ହୋଇଥିବାରୁ, ମାଛ ବଂଶ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ସମୟରେ…

ଭରଣପୋଷଣ ଦାବି ନେଇ ତୈଳ ବିଶୋଧନାଗାର ସମ୍ମୁଖରେ ଶବ ରଖି ଧାରଣା ଦେଲେ ପରିବାର

ପାରାଦୀପ : ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା । ପାରାଦୀପ ତୈଳବିଶୋଧନାଗାରାରେ କାର୍ଯ୍ୟ କରୁଥିବା ଶ୍ରମିକ ମୃତ୍ୟୁକୁ ନେଇ ମୁଖ୍ୟ ଫାଟକ ସମ୍ମୁଖରେ ଶବରଖି ଧାରଣାରେ ବସିଲେ ପରିବାର ସମେତ ଗ୍ରାମବାସୀ  । ଯେପର୍ଯ୍ୟନ୍ତ ତୈଳବିଶୋଧନାଗାର ତରଫରୁ ମୃତ୍ୟୁ ବରଣ କରିଥିବା ଶ୍ରମିକ ସୁବାଷ ବେହରା…

ଖାଦ୍ୟ ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ

ଅଭୟଚାନ୍ଦପୁର : ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣାଟି ପାରାଦୀପ ଅଭୟଚାନ୍ଦପୁର ଅଞ୍ଚଳରେ ଘଟିଛି  । ସୂଚନା ଅନୁଯାୟୀ, ନାବାଳିକା ଜଣକ ଘର ପାଖରେ ହେଉଥିବା ବାହାଘର ଭୋଜିରେ ବୁଲୁଥିବା ବେଳେ ଅଭିଯୁକ୍ତ  ସନିଆ ବେହେରା ତାକୁ କୁରୁକୁରି ଦେବାକୁ କହି  ସାଙ୍ଗରେ…

ଗଭୀର ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀ ଠାବ

ପାରାଦୀପ :ଗଭୀର ସମୁଦ୍ରକୁ ଯାଇଥିବା ଦୁଇଟି ମାଛଧରା ବୋଟ ନିଖୋଜ ହୋଇଯାଇଥିଲା। ଗଭୀର ସମୁଦ୍ରରେ ନିଖୋଜ ୧୩ ମତ୍ସ୍ୟଜୀବୀ ଠାବ ସୂଚନା  । ଯୋଗାଯୋଗ ହୋଇଥିବା ନେଇ ଓମ୍ଫା ସଭାପତି ଶ୍ରୀକାନ୍ତ ପରିଡ଼ା ସୂଚନା ଦେଇଛନ୍ତି । ଜେଟି ଅଭିମୁଖେ ଫେରୁଥିବା ସୂଚନା ରହିଛି ।   ୫ ଦିନ ହେବ ୨ଟି ବୋଟରେ ମାଛ…

ଗଭୀର ସମୁଦ୍ରରେ ତଟରକ୍ଷୀ ବାହିନୀ ଦେଖାଇଲା ପରାକ୍ରମ

ପାରାଦ୍ୱୀପ : ଗଭୀର ସମୁଦ୍ରରେ ଫୁଟିଲା ବୋମା, ଗର୍ଜିଲା ବନ୍ଧୁକ ଓ କୌଶଳ ଦେଖାଇଲା ତଟରକ୍ଷୀ ବାହିନୀର ଏୟାରକ୍ରାଫ୍ଟ। ଭାରତୀୟ ତଟରକ୍ଷୀ ବାହିନୀର ଯୁଦ୍ଧ ନିପୁଣତା ଦେଖିଲେ ଲୋକେ। ଫେବୃଆରୀ ୧ ରେ ତଟରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ପୂର୍ବରୁ ଜଳପଥରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଭାରତୀୟ…

ମସ୍କୋ ଗଲା ଋଷୀୟ ଇଞ୍ଜିନିୟରଙ୍କ ମୃତଦେହ

ପାରାଦ୍ୱୀପ : ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା। ଋଷ ନାଗରିକ ମିଲ ୟାକୁବ ସର୍ଜାଇଙ୍କ ମର ଶରୀର ବ୍ୟବଚ୍ଛେଦ ପରେ ମସ୍କୋ ପଠାଯାଇଛି  । ପାରାଦ୍ୱୀପ ବନ୍ଦର ଜାହାଜରେ ମୃତ୍ୟୁ ଘଟିଥିବା ଋଷ ନାଗରିକଙ୍କର ଗତକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା  । ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ…

ଠିକା କମ୍ପାନୀର ଗେଷ୍ଟ ହାଉସରେ ଗୁଳିମାଡ଼ ଘଟଣା, ଶ୍ରମିକ ନେତାଙ୍କ ସହ ୩ ଗିରଫ

ପାରାଦୀପ: ନୂଆବର୍ଷରେ ଶୁଭେଚ୍ଛା ଜଣାଇବାକୁ ଆସି ଠିକା କମ୍ପାନୀରେ ଗୁଳିମାଡ଼ ଘଟଣା । ବନ୍ଧାହେଲେ ଶ୍ରମିକ ନେତାଙ୍କ ସହ ୩ ଜଣ । ପାରାଦୀପ ଆଦର୍ଶ ଥାନା ପୋଲିସସ ଗେଷ୍ଟ ହାଉସରେ ଗୁଳିମାଡ଼ କରିଥିବା ଖୋର୍ଦ୍ଧା ଜିଲ୍ଲା ନାରାକାରପୁରର ବାପି ପ୍ରଧାନ, କେନ୍ଦୁଝରର ନନ୍ଦିପଡ଼ାର ପ୍ରଭାସ ଚନ୍ଦ୍ର…