Latest Odisha News
Browsing Tag

Pathan

ବାହୁବଲୀ-୨କୁ ପଛରେ ପକାଇଲା ସନ୍ନି ପାଜିଙ୍କ ‘ଗଦର-୨’:ଏବେ ମଧ୍ୟ ପ୍ରେକ୍ଷାଳୟରେ ଦ୍ରୁତ ଗତିରେ ଆଗେଇ…

ଭୁବନେଶ୍ୱର: ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ 'ଗଦର ୨' ସାମ୍ନାରେ ସବୁ ସିନେମା ଫିକା ପଡ଼ିଯାଇଛି । କେବଳ ଗୋଟିଏ ମାସ ଭିତରେ ଏହି ସିନେମା ଅନେକ ରେକର୍ଡ ଭାଙ୍ଗି ସାରିଛି ।  ଏହା ରିଲିଜ୍ ହେବାର ୨୯ତମ ଦିନରେ ପ୍ରଭାସଙ୍କ ଅଭିନୀତ 'ବାହୁବଲୀ-୨' କୁ ପଛରେ ପକାଇ ବର୍ତ୍ତମାନ…

ବକ୍ସ ଅଫିସ୍‌ର ବାଜିଗର ବନିଲେ ଶାହାରୁଖ

ବ୍ୟୁରୋ : ଦୁନିଆ ସାରା ଲୋକ ଏବେ ଶାହାରୁଖଙ୍କ କ୍ରେଜରେ ଦିୱାନା । ଶାହାରୁଖଙ୍କ ଏହି ସଫଳତା ବକ୍ସ ଅଫିସରେ ତାଙ୍କୁ ବାଜିଗର କରି କରିଛି । ଜବରଦସ୍ତ ରୋଜଗାର ପରେ ପଠାନ ପିଲ୍ମ ପାଇଁ ଏବେ ପରୀକ୍ଷାର ସମୟ ଆରମ୍ଭ ହୋଇସାରିଛି । ଶାହାରୁଖ ଫିଲ୍ମକୁ ଲଙ୍ଗ ୱିକେଣ୍ଡର ଜବରଦସ୍ତ ଫାଇଦା ମିଳିଛି।…

କିଙ୍ଗଖାନ୍‌ଙ୍କୁ ବିବାହ ପ୍ରସ୍ତାବ ଦେଲେ ଉର୍ଫୀ ଜାଭେଦ ; କହିଲେ ମୋତେ ଦ୍ୱିତୀୟ ସ୍ତ୍ରୀ ରୂପେ ଗ୍ରହଣ କର

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଉର୍ଫୀ ଜାଭେଦ । ନିଜର ଲାଇଫ୍‌ ଷ୍ଟାଇଲ୍‌, ଲୁକ୍‌କୁ ନେଇ ସବୁବେଳେ ଚର୍ଚ୍ଚାକୁ ଟାଣି ହୋଇ ଆସୁଥିବା ଉର୍ଫି ଏବେ ଶାହାରୁଖ୍‌ଙ୍କୁ ପ୍ରପୋଜ କରି ଚର୍ଚ୍ଚାରେ । ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍‌’ ବକ୍ସ ଅଫିସରେ ଧମାକାଦାର ରେକର୍ଡ କରୁଛି । ଏହି ସମୟରେ…

କପିଲଙ୍କ ସୋ’କୁ ଯିବେ ନି କିଙ୍ଗଖାନ, କ’ଣ ରହିଛି କାରଣ?

ମୁମ୍ବାଇ: ଖୁବ୍ ଶିଘ୍ର ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଫିଲ୍ମ ‘ପଠାନ’। ଜବରଦସ୍ତ ଆକ୍ସନ ସହ ଭରପୁର ରୋମାନ୍ସର ମଜାଉଠାଇବେ ଦର୍ଶକ  । ଏଥିରେ ଲିଡ୍ ରୋଲରେ ଶାହରୁଖ ଖାନ, ଦିପିକା ପାଦୁକୋନ ଏବଂ ଜନ୍ ଆବ୍ରାହମ ରହିଛନ୍ତି । ଫିଲ୍ମର ଗୀତ ଓ ଟ୍ରେଲର ରିଲିଜ ହେବା ପରେ ଏହାର ଲୋକପ୍ରିୟତା…

ରିଲିଜ୍‌ ପୂର୍ବରୁ ବିଦେଶରେ ବମ୍ପର ରୋଜଗାର କଲା ‘ପଠାନ୍‌’

ନୂଆଦିଲ୍ଲୀ : ରିଲିଜ୍‌ ପୂର୍ବରୁ ଏହି ଫିଲ୍ମ ଅଗ୍ରୀମ ବୁକିଂରେ ରେକର୍ଡ କରିଛି ‘ପଠାନ’। ଫିଲ୍ମକୁ ନେଇ ବେଶ୍‌ ଉତ୍ସାହ ଅଛନ୍ତି ଦର୍ଶକ । ଫିଲ୍ମଟି ବିଦେଶରେ ବମ୍ପର ରୋଜଗାର କରିଛି । ସୁପରଷ୍ଟାର ଶାହରୁଖ ଖାନଙ୍କ ଆକ୍ସନ ପ୍ୟାକେଜ ଫିଲ୍ମର କ୍ରେଜ୍‌ ଭାରତ ତଥା ବିଦେଶରେ ମଧ୍ୟ ଦେଖିବାକୁ…

ପଠାନ୍ ଝଡ଼କୁ ନେଇ କିଙ୍ଗ ଖାନଙ୍କ ସମର୍ଥନରେ ସାଉଥ୍ ଷ୍ଟାର କହିଲେ, ‘କିଛି ବି ହେଇଯାଉ ଆମେ ସକରାତ୍ମକ ରହିବୁ’

ନୂଆଦିଲ୍ଲୀ: ପଠାନ୍ ଫିଲ୍ମରେ ଦୀପିକା ପାଡୁକୋନଙ୍କ ପୋଷାକକୁ ନେଇ ବିରୋଧ ଜାରି ରହିଛି । ଫିଲ୍ମର ଗୀତ ‘ବେଶର୍ମ ରଙ୍ଗ’ ଗୀତ ଓ ଦୀପିକାଙ୍କ ଲୁକ୍ କୁ ଖୁବ୍ ନିନ୍ଦା କରାଯାଉଛି । ଏପରିକି ତାଙ୍କୁ ଟୁକଡେ ଟୁକଡେ ଗ୍ୟାଙ୍ଗର ସମର୍ଥକ କୁହାଯାଇଛି । ମଧ୍ୟପ୍ରଦେଶରେ ଫିଲ୍ମ ରିଲିଜ୍ ଉପରେ ରୋକ୍…

ପଠାନ୍‌ ଫିଲ୍ମର ପ୍ରଥମ ଗୀତ ରିଲିଜ୍‌

ନୂଆଦିଲ୍ଲୀ : ରିଲିଜ୍‌ ହେଲା ପଠାନ୍‌ ଫିଲ୍ମର ପ୍ରଥମ ଗୀତ  । ପ୍ରଥମେ ପୋଷ୍ଟର ପରେ ଟିଜର ବର୍ତ୍ତମାନ ପଠାନ୍‌ର ପ୍ରଥମ ଗୀତ ରିଲିଜ ହୋଇଛି  । ଯେଉଁଥିରେ ବୋଲ୍ଡ ଲୁକ୍‌ରେ ନଜର ଆସିଛନ୍ତି ଶାହାରୁଖ ଏବଂ ଦୀପିକା  । ଶାହାରୁଖ ଏବଂ ଦୀପିକାଙ୍କ ଏହି ଲୁକ୍‌କୁ ଦର୍ଶକମାନେ ଖୁବ୍‌ ପସନ୍ଦ…