Latest Odisha News

BREAKING NEWS

Browsing Tag

Puri Jagannath Temple

ଶ୍ରୀମନ୍ଦିର ରତ୍ନସିଂହାସନରୁ ପଦ୍ମପାଖୁଡା ପଥର ଗାଏବ୍‌: ବୟାନ ରଖିଲେ ବରିଷ୍ଠ ସେବାୟତ

ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସପନରୁ ପଦ୍ମପାଖୁଡା ପଥର ଗାଏବ । ଏହି ଘଟଣାରେ ଆଜି ବୟାନ ରଖିଛନ୍ତି ବରିଷ୍ଠ ସେବାୟତ । ସେବାୟତ ଇପସିତ ପ୍ରତିହାରୀଙ୍କୁ ଏହି ଘଟଣା ନେଇ ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍ କରିଥିଲେ । ନୋଟିସ୍ ଭିତ୍ତିରେ ସେବାୟତ ଇପସିତ ପ୍ରତିହାରୀ ଶ୍ରୀମନ୍ଦିର ପ୍ରଶାସନଙ୍କ…

ଅନ୍‌ଲାଇନ୍‌ରେ ଜଗା ଦର୍ଶନ !

ପୁରୀ: କରୋନା ମହାମାରୀ ଯୋଗୁଁ ଦୀର୍ଘ ଦନ ହେବ ସମସ୍ତ ଧାର୍ମିକ ପୀଠ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିଛି । ପୁରୀରେ ବି ଶ୍ରୀଜିଉଙ୍କ ଦର୍ଶନରୁ ଶ୍ରଦ୍ଧାଳୁମାନେ ବଂଚିତ ଅଛନ୍ତି । ଏହାକୁ ଆଧାର କରି ଆଜି ଜଗା ଦର୍ଶନ ପାଇଁ ବିଚାର ବିମର୍ଶ ଚାଲିଛି । ଶ୍ରୀଜିଉଙ୍କ ଦର୍ଶନ ଲାଗି ଅନଲାଇନ୍ ମାଧ୍ୟମରେ…

ପାଉଣା ନଦେଲେ ରଥଖୋଲା ବନ୍ଦ ଚେତାବନୀ

ପୁରୀ: ୨ ଦିନ ଭିତରେ ପାଉଣା ଦିଅ ନହେଲେ ରଥଖୋଲା ବନ୍ଦ ହେବ । ଦେବୀ ସୁଭଦ୍ରାଙ୍କ ରଥର ଚାରୋଟି ଦୁଆରବେଢ଼ା କଢ଼ାଯିବା ପରେ ପ୍ରାପ୍ୟକୁ ନେଇ ଏଭଳି ଜିଦ୍‌ରେ ବସିଛନ୍ତି ମୁଖ୍ୟ ମହାରଣାମାନେ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଜଣାଇଛନ୍ତି ମହାରଣା ସେବାୟତ । କେବଳ ସେତିକି…

ଆଜି ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା, ସାତ ଦିନ ଧରି ହେବ ପାଳନ

ଝୁଲଣ ଯାତ୍ରା ଅବସରରେ କୁମାର ଭୀମସେନଙ୍କ ସ୍ୱତନ୍ତ୍ର ଉପସ୍ଥାପନା ଶ୍ରୀମନ୍ଦିରରେ ପାଳିତ ତ୍ରୟୋଦଶ ଯାତ୍ରା, ଉପଯାତ୍ରା ତଥା ଉତ୍ସବାଦି ମଧ୍ୟରେ ଝୁଲଣ ଯାତ୍ରା ଏକ ପ୍ରମୁଖ ଯାତ୍ରା ଅଟେ । ଏହି ଯାତ୍ରା ସାତ ଦିନ ବ୍ୟାପୀ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ଓ ଆଶ୍ରମରେ ଅନୁଷ୍ଠିତ…

ପରମବ୍ରହ୍ମ ଶ୍ରୀଜଗନ୍ନାଥ…

''ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟତେ ନମଃ'' ନୀଳାଚଳ ନିବାସୀ, ନିତି ଆନନ୍ଦ ଲୀଳାରେ ମଗ୍ନ ଥିବା ଜୀବ ପରମ ତତ୍ତ୍ୱର ସାକାର ନିରାକାର ପୂର୍ଣ୍ଣବ୍ରହ୍ମ ଏହି ଦିବ୍ୟ ବ୍ରହ୍ମଦାରୁ ବିଷୟରେ ସମ୍ୟକ ଶାସ୍ତ୍ରୀୟ ମତ । ଶ୍ରୀଜୀଉଙ୍କର ପୂଜାର୍ଚ୍ଚନାରେ…

ତିନି ରଥର ହେଲା ଦକ୍ଷିଣ ମୋଡ

ପୁରୀ: ଶ୍ରୀକ୍ଷେତ୍ରରେ ବିଧିପୂର୍ବକ ୩ ରଥର ହେଲା ଦକ୍ଷିଣ ମୋଡ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ୩ ରଥର ଦକ୍ଷିଣ ମୋଡ କରାଯାଇଛି । ଏଥିସହ ଆରମ୍ଭ ହୋଇଛି ବାହୁଡା ଯାତ୍ରା ପ୍ରସ୍ତୁତି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ତାପରେ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ସର୍ବଶେଷରେ…

ଶ୍ରୀମନ୍ଦିର ସେବାୟତ ଖାଇବେ ହୋମିଓପାଥି ଔଷଧ

ପୁରୀ: ଶ୍ରୀମନ୍ଦିର ସେବାୟତ ଖାଇବେ ହୋମିଓପାଥି ଔଷଧ । ସୋମନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଏହି ଔଷଧ ଦିଆଯିବ । ଆସନ୍ତାକାଲିଠାରୁ ନୀଳାଦ୍ରି ଭକ୍ତ ନିବାସରେ ଆୟୋଜିତ ଏକ ଶିବିରରେ ଔଷଧ ବଣ୍ଟନ କରାଯିବାର କାର‌୍ୟ୍ୟକ୍ରମ ରହିଛି। ଏନେଇ ଶ୍ରମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛ ।…

ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଆରମ୍ଭ, ଭୋର ୪ଟାରେ ସରିବ ପହଣ୍ଡି

ପୁରୀ: ଆରମ୍ଭ ହେଲା ଶ୍ରୀଜିଉଙ୍କ ସ୍ନାନ ଯାତ୍ରା । ସେବାୟତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନ ସିଂହାସନରୁ ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ଆଣୁଛନ୍ତି । ଭୋର ୪ଟା ସୁଦ୍ଧା ପହଣ୍ଡି ଶେଷ ହେବ । ଭୋର ସାଢେ ୪ଟାରେ ମଙ୍ଗଳ ଆରତି, ୪ଟା ୪୦ରେ ମଇଲମ ଓ ୫ଟାରେ ତଡପ ଲାଗି ହେବ । ସକାଳ ୬ଟାରେ…

ସ୍ନାନଯାତ୍ରା ବେଳେ ପୁରୀରେ ଲାଗୁ ହେବ ୧୪୪ ଧାରା

ପୁରୀ: ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ସ୍ନାନଯାତ୍ରାରେ ସର୍ବସାଧାରଣଙ୍କୁ ବାରଣ କରାଯାଇଥିବା ବେଳେ ଆଜି ମନ୍ଦିର ଚାରିପାଖେ ୧୪୪ ଧାରା ଲାଗୁ ନେଇ ନିଷ୍ପତ୍ତି ହୋଇଛି । ଛତିଶା ନିଯୋଗର ବୈଠକରେ ଏହି ନିଷ୍ପତ୍ତି ପରେ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ଯେ ଆସନ୍ତା…

ଭକ୍ତଙ୍କୁ ବଡଦାଣ୍ଡ ମନା, ବିନା ଭକ୍ତରେ ହେବ ରଥଯାତ୍ରା

ପୁରୀ: କରୋନା କଟକଣା ମଧ୍ୟରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଉଁ ଯେଉଁ ଦ୍ୱନ୍ଦ ଲାଗି ରହିଥିଲା । କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ରଥଯାତ୍ରା ନେଇ ସ୍ପଷ୍ଟ ହୋଇଛି । ବିନା ଭକ୍ତରେ ପୁରୀରେ ରଥଯାତ୍ରା ଆୟୋଜନ ହୋଇପାରିବ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି।…