Latest Odisha News

BREAKING NEWS

Browsing Tag

Puri Jagannath Temple

ମଧ୍ୟରାତ୍ରିରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା ପହଣ୍ଡି

ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରା ପହଣ୍ଡି ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଚଳିତ ବର୍ଷ ରାତି ୧ଟାରୁ ୪ଟା ଭିତରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପହଣ୍ଡିହେବ। ଏନେଇ ଆଜି ବସିଥିବା ଛତିଶା ନିଯୋଗ ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।ସେ କହିଛନ୍ତି,…

ପୁଣି ଝଲସିବ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର, ନିର୍ଦ୍ଦେଶ ଦେଲେ ନବୀନ

ଭୁବନେଶ୍ୱର: ପୁଣି ଝଲସିବ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର । ଆରମ୍ଭ ହେବ ପୁରୀ ଓ ଲିଙ୍ଗରାଜ ମନ୍ଦିର ଉନ୍ନତି କାମ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଅଲୋଚନା ପରେ ପୂର୍ବଭଳି ନିର୍ମାଣ କାମ…

ଅକ୍ଷୟ ତୃତୀୟା ଓ ଚନ୍ଦନଯାତ୍ରା ବିଧି ଶ୍ରୀମନ୍ଦିର ବେଢା ମଧ୍ୟରେ କରିବାକୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ

ପୁରୀ: କରୋନା ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ହୋଇଥିବାରୁ ଅକ୍ଷୟ ତୃତୀୟାରେ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ବିଧି ଶ୍ରୀମନ୍ଦିର ବେଢା ମଧ୍ୟରେ କରାଯିବ । ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ସାକ୍ଷାତ ଆଲୋଚନା ପରେ ଶଙ୍କରାଚାର୍ଯ୍ୟ ଉଭୟ ଅକ୍ଷୟ…

ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ଇସ୍କନ ବିରୋଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ପୁରୀ: ଅଦିନରେ ରଥଯାତ୍ରା ଆୟୋଜିତ କରାଯାଉଥିବା ଯୋଗୁଁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଇସ୍କନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଚେତାବନୀ ଦିଆଯାଇଛି । ନିକଟ ଅତୀତରେ ମୁମ୍ବାଇ ଠାରେ ଇସ୍କନ ପକ୍ଷରୁ ରଥଯାତ୍ରା ଆୟୋଜିତ କରାଯାଇଥିଲା । ଯାହାକୁ ନେଇ…

ଆଜି ଶ୍ରୀଜିଉଙ୍କ ‘ବନକଲାଗି’ ନୀତି, ୪ ଘଣ୍ଟା ଯାଏଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର‌୍ୟ୍ୟନ୍ତ ଶ୍ରୀଜିଉଙ୍କ…

ପୁରୀ ଐତିହ୍ୟ କରିଡର ଯୋଜନାକୁ ଓଡିଶାବାସୀଙ୍କୁ ସମର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ହେରିଟେଜ୍ କରିଡର ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାବାସୀଙ୍କୁ ସମର୍ପିତ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ସୋମବାର ଦିନ ଲୋକସେବା ଭବନରେ ଘୋଷଣା କରିଥିଲେ । ଏହାବ୍ୟତିିତ ମୁଖ୍ୟମନ୍ତ୍ରୀ ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର…

ନୂଆବର୍ଷ ଲାଗି ସଜେଇ ହେଉଛି ଶ୍ରୀମନ୍ଦିର

ପୁରୀ: ନୂଆବର୍ଷର ଆଗମନକୁ ଆଉ ଦିନ କେଇଟା ବାକି ରହିଥିବାବେଳେ ଏହାକୁ ନେଇ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଫୁଲରେ ସୁସଜ୍ଜିତ କରାଯାଉଛି । ପ୍ରାପ୍ତ ସୂଚନାନୁଯାୟୀ ଏଠାକୁ ଆସୁଥିôବା ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିବା ଲାଗି ସେଠାରେ ଥିବା ସେଡ୍…

ସୂର୍ଯ୍ୟପରାଗ ଲାଗି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ

ପୁରୀ: ସୂର୍ଯ୍ୟପରାଗ ଅବସରରେ ଗୁରୁବାର ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ନୀତି ନିର୍ଘଣ୍ଟ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗତକାଲି ସାରାରାତି ଶ୍ରୀମନ୍ଦିର ଖୋଲା…

ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆସନ୍ତାକାଲି (ଡିସେମ୍ବର ୨୬) ବର୍ଷର ଶେଷ ସୂର୍ଯ୍ୟପରାଗ । ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ହେବା ନେଇ ସୂଚନା ମିଳିଛି । ଏହାସହ ଆଜି (ବୁଧବାର) ସାରାରାତି ଶ୍ରୀମନ୍ଦିର ଖୋଲା ରହିବା ସହ ଶ୍ରୀଜୀଉଙ୍କ ଦର୍ଶନ ମଧ୍ୟ ମିଳିବ । ସୂର୍ଯ୍ୟ ପରାଗ ପାଇଁ…

ପବିତ୍ର ଧନୁସଂକ୍ରାନ୍ତି: ଶ୍ରୀଜଗନ୍ନାଥ ମନ୍ଦିରରେ ଆରମ୍ଭ ହେଲା ‘ପହିଲି ଭୋଗ’ ନୀତି

ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି ‘ପହିଲି ଭୋଗ’ ନୀତି । ଆଜି ମୁଆଁ ସଂକ୍ରାନ୍ତି ତଥା ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ପରିଲିକ୍ଷିତ ହୋଇଛି ।…