Latest Odisha News
Browsing Tag

puri

ସ୍ନାନ ପୂର୍ଣ୍ଣିମା ଅବସରରେ ଲାଗୁ ହେବ ୧୪୪ ଧାରା

ପୁରୀ: ସ୍ନାନ ପୂର୍ଣ୍ଣିମା ଅବସରରେ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନ ସମାଗମକୁ ବାରଣ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଏହି କଟକଣା ଆସନ୍ତା ୨୩ ତାରିଖ ରାତ୍ର ୧୦ ଘଟିକାରୁ…

ଭୋକିଲା ରଖୁଛି ଭୂତାଣୁ ଭୟ…

ପୁରୀ: କରୋନା ମହାମାରୀର ପ୍ରଭାବ ସ୍ପଷ୍ଟ ଭାବେ ପର୍ଯ୍ୟଟନ କ୍ଷେତ୍ରରେ ପରିଲକ୍ଷିତ ହୋଇଛି । ବଡବଡିଆ ହୋଟେଲ ମାଲିକଙ୍କଠାରୁ ଆରମ୍ଭ କରି ଖୁଚୁରା ବେପାରୀଙ୍କ ଅବସ୍ଥା ଦୟନୀୟ ହୋଇପଡିଛି । ଏହି ଧାରାରେ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆମୋଦିତ କରୁଥିବା ଓଟ ଏବଂ ଘୋଡା ସଂଘ ମଧ୍ୟ ଦୁରାବସ୍ଥା…

ଚିନ୍ତା ବଢାଉଛି କୋରେକ୍ସର ଅବାଧ କାରବାର

ପୁରୀ: ଶ୍ରୀକ୍ଷେତ୍ରରେ ମଦ କିମ୍ବା ବ୍ରାଉନ୍ ସୁଗାର ପାଇଁ ପୋଲିସ ପ୍ରଶାସନ ଚିନ୍ତାରେ ପଡିନି । କୋରେକ୍ସର ବେଆଇନ ଓ ଅବାଧ କାରବାର ପୋଲିସର ମୁଣ୍ଡବ୍ୟଥାର କାରଣ ସାଜିଛି । ଏକ ନିର୍ଦ୍ଧିଷ୍ଟ ଅଂଚଳରେ କୋରେକ୍ସ କାରବାର ହେଉଥିବା ଖବର ପାଇ ଆଜି ଟାଉନ ଥାନା ପୋଲିସ ଚଢାଉ କରି ୪ଜଣଙ୍କୁ ଗିରଫ…

ପୁରୀରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ପରିସରରେ କୋଭିଡ୍ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଉଦଘାଟନ କରିଛନ୍ତି । ଏହି ହସ୍ପିଟାଲରେ ୧୫୦ ଶଯ୍ୟା ରହିଛି । ଏହି ହସ୍ପିଟାଲକୁ ଭୁବନେଶ୍ୱରର ସମ୍ ହସ୍ପିଟାଲ୍ ପରିଚାଳନା କରିବ । ହସ୍ପିଟାଲରେ ୯୦ଟି ସାଧାରଣ…

ପୁରୀ ଶିଳ୍ପୀଙ୍କ ନିଆରା କଳାକୃତି, ଗଢିଲେ କେଦାରନାଥ ମନ୍ଦିରର କ୍ଷୁଦ୍ର ମଡେଲ୍

ପୁରୀ: କୋଭିଡ ପ୍ରୋଟୋକଲ୍ ମଧ୍ୟରେ ଗତ ମେ ୧୭ ତାରିଖରେ କେଦାରନାଥ ମନ୍ଦିରକୁ ଖୋଲାଯାଇଛି। ଆଉ ଏହାର କିଛି ଦିନ ପରେ ପୁରୀର ଜଣେ ଯୁବ କଳାକାର ବିଶ୍ୱଜିତ୍ ନାୟକ କେଦାରନାଥ ମନ୍ଦିରର ଏକ କ୍ଷୁଦ୍ର ମଡେଲ୍ ତିଆରି କରିଛନ୍ତି। ବିଶ୍ୱଜିତ ଏହି ମଡେଲକୁ ପାଖାପାଖି ୧୭୫ଟି ଆଇସକ୍ରିମ ଷ୍ଟିକ୍…

ଦତ୍ତାତ୍ରେୟ, ସାମ୍ବାଦିକ ଓ ପୁଲିସର ଆକ୍ରମଣ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ସକାଳୁ ସକାଳୁ ଆଜି ଏକ ଅଭାବନୀୟ ଓ ଛାତିକୁ ବାଧିଲା ପରି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଥମେ ଆସିଲା । ପରେ ତାହା ମୁଖ୍ୟସ୍ରୋତ ଗଣମାଧ୍ୟମରେ ବି ଆସିଗଲା । ପୁରୀରେ ରାଜ୍ୟର ଏକ ପ୍ରମୁଖ ଖବରକାଗଜ ପାଇଁ କାର୍ଯ୍ୟ କରୁଥିବା…

ସରକାରୀ ମହିଳା ମହାବିଦ୍ୟାଳୟ ପାଲଟିଲା କୋଭିଡ୍ କେୟାର ସେଣ୍ଟର

ପୁରୀ: ଆଜିଠୁ ପୁରୀ ବାସିନ୍ଦାଙ୍କୁ ମିଳିବ ନୂତନ ଭାବେ ପ୍ରସ୍ତୁତ ହୋଇଥିବା କୋଭିଡ୍ କେୟାର ସେଣ୍ଟରରେ ସେବାସୁବିଧା । ସରକାରୀ ମହିଳା ମହାବିଦ୍ୟାଳୟ ପରିସରରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର୍ ଉଦଘାଟିତ ହୋଇଯାଇଛି । ୪୦ଟି ବି-ଟାଇପ୍ ଅକ୍ସିିଜେନ୍ ଓ ଅକ୍ସିଜେନ୍…

ପୁରୀ ଚନ୍ଦନ ଯାତ୍ରାରେ ଜାରି ହେବ ୧୪୪ ଧାରା

ପୁରୀ: ଆସନ୍ତା ୧୫ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନରୁ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ଅନୁକୂଳ ସହ ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ପ୍ରସ୍ତୁତ ହୋଇଛି। ତଦନୁଯାୟୀ,…

୬ଷ୍ଠ ପର୍ଯ୍ୟାୟରେ ପୁରୀରେ ପହଞ୍ଚିଲା ‌ରଥ କାଠ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଷଷ୍ଠ ପର୍ଯ୍ୟାୟରେ ରଥକାଠ ପହଁଚିଛି। ସୂଚନା ଅନୁଯାୟୀ ବୌଦ୍ଧ ବନଖଣ୍ଡ ମାଧପୁର ବନାଞ୍ଚଳ ଆଡେଣୀଗଡ଼ ସେକ୍ସନରୁ ଆସିଛି ୧୦୦ଖଣ୍ଡ କାଠ। ଏଥିସହିତ ୪୦ ଫୁଟିଆ ୬୧ଖଣ୍ଡ ଧଉରା ଓ ୩୯ଖଣ୍ଡ ଅସନ କାଠ ଆସିଛି। ସେହିପରି ବୌଦ୍ଧ ଏବଂ ନୟାଗଡ…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ୫ମ ପର୍ଯ୍ୟାୟରେ ଆସିଲା ୧୨ଖଣ୍ଡ ଫାସୀ କାଠ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପଞ୍ଚମ ପର୍ଯ୍ୟାୟରେ ନୟାଗଡରୁ ୧୨ଖଣ୍ଡ ଫାସୀ କାଠ ଗୋଟିଏ ଟ୍ରକରେ ପୁରୀରେ ପହଁଚିଛି। ଏହି ଟ୍ରକକୁ ଶ୍ରୀ ନଅର ସମ୍ମୁଖରେ କାଢିଦିଆଯାଇଛି। ସୂଚନା ଅନୁଯାୟୀ ଏହି ଫାସୀ କାଠରେ ତିନିରଥ ଚକ ପାଇଁ ତୁମ ନିର୍ମାଣ କରାଯିବ। ତିନିରଥ ପାଇଁ ୪୨ଗୋଟି ଚକ…