Latest Odisha News

BREAKING NEWS

Browsing Tag

Railway Minister

ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଲେ ରେଳମନ୍ତ୍ରୀ, ବାଲେଶ୍ଵରକୁ ନା କହିବା ପରେ ଚର୍ଚ୍ଚାରେ କଟକ

ଭୁବନେଶ୍ୱର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି। ସେ ଓଡ଼ିଶାର ବାଲେଶ୍ୱର ଆସନରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲା ଆଜିର ବାଲେଶ୍ୱର ଗସ୍ତ। ତେବେ ଆଜି ରବିବାର ଦିନ ଏହି ଚର୍ଚ୍ଚାକୁ ନେଇ ମୁଁହ ଖୋଲିଛନ୍ତି…

ସ୍ୱାଧିନତାର ୭୬ ବର୍ଷ ପରେ ନୀଳଗିରିକୁ ଗଡ଼ିବ ପ୍ରଥମ ପାସେଞ୍ଜର ଟ୍ରେନ, ଶୁଭାରମ୍ଭ କରିବେ ରେଳମନ୍ତ୍ରୀ

ଭୁବନେଶ୍ୱର: ସ୍ୱାଧୀନତାର ୭୬ବର୍ଷ ପରେ ନୀଳଗିରିକୁ ଗଡ଼ିବ ପ୍ରଥମ ପାସେଞ୍ଜର ଟ୍ରେନ। ଏହା ସହିତ ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୁରଣ ହେବାକୁ ଯାଉଛି। ବାଲେଶ୍ୱରର ପୂର୍ବତନ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ବର୍ତ୍ତମାନର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚଳିତ ମାସ ୧୩ରେ ଦୁଇ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଅରିନ୍ଦମ, ଦଳ ବଦଳ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ୱର: ଗତକାଲି ରବିବାର ଜାନୁଆରୀ ୭ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କୁ ଅଭିନେତାରୁ ନେତ ପାଲଟିଥିବା ଅରିନ୍ଦମ ରୟ ସାକ୍ଷାତ କରିଥିଲେ। ଏକ ରୁଦ୍ଧଦ୍ୱାର ବୈଠକରେ ଉଭୟଙ୍କ ମଧ୍ୟରେ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ତେବେ ଏହି ଖବର ସାମ୍ନାକୁ…

ବିରୋଧୀଙ୍କ ଇସ୍ତଫା ଦାବିର ଜବାବ ଦେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ବାହାନଗା ଦୁର୍ଘଟଣା ପରେ ବିରୋଧୀ ଦଳ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟାର୍ଗେଟ୍ କରିଛନ୍ତି । ଶହ ଶହ ଯାତ୍ରୀଙ୍କ ମୃତ୍ୟୁ ପରେ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଥିବା ବେଳେ ଜବାବ ରଖିଛନ୍ତି ରେଳ ମନ୍ତ୍ରୀ । ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସମୟ ରାଜନୀତି କରିବାର…

ବାରମ୍ବାର ଗସ୍ତକୁ ନେଇ ଚର୍ଚ୍ଚା, କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବେ କି ଅଶ୍ଵିନୀ !

କଟକ : ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ବାରମ୍ଵାର କଟକ ଗ୍ରସ୍ତ ଏବେ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗୁରୁବାର କଟକ ରେଳ ଷ୍ଟେସନଠାରେ ଭଦ୍ରକ – ନୟାଗଡ଼ ଟାଉନ – ଭଦ୍ରକ ମେମୁ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରେଳ ମନ୍ତ୍ରୀ। ‌ଆଉ ଏହି ସବୁ କାର୍ଯ୍ୟକ୍ରମ ଗୁଡିକରେ…

ଦିଲ୍ଲୀ ବାହୁଡ଼ିବେ ଅଶ୍ୱିନୀ ବୈଷ୍ଣବ: ଓଡ଼ିଶାରେ ରେଳ ପ୍ରକଳ୍ପକୁ ଅଗ୍ରାଧିକାର ଦେବାକୁ ପ୍ରତିଶ୍ରୁତି

ଭୁବନେଶ୍ୱର: ଜନ ଆଶୀର୍ବାଦ ଯାତ୍ରାରେ ଓଡ଼ିଶା ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦିଲ୍ଲୀ ବାହୁଡ଼ିବେ । ୪ ଦିନିଆ ଓଡ଼ିଶା ରହଣିରେ ସେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜନ ଆଶୀର୍ବାଦ ଯାତ୍ରାରେ ସାମିଲ ହୋଇଥିଲେ । ମାରାଥନ୍ କାର୍ୟ୍ୟକ୍ରମରେ ରାୟଗଡ଼ା, କୋରାପୁଟ,…

ରେଳ ଇଞ୍ଜିନରେ ଯାଇ ପ୍ରକଳ୍ପ କାମ ପରଖିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଦେଶର ନୂଆ ରେଳମନ୍ତ୍ରୀ ଭାବରେ ଅଶ୍ୱିନୀ ବୈଷ୍ଣବ ଦାୟିତ୍ୱ ଗ୍ରହଣ କରିବା ପୁରା ଦମରେ କାମରେ ଲାଗିଛନ୍ତି । ରାତି ଅଧ ଯାଏ ବି କାମ କରୁଛନ୍ତି । ବିଭିନ୍ନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରୁଛନ୍ତି । ଗତକାଲି ଗୁଜରାଟ ଭଦନଗର ରେଲଓ୍ୱେ ସେକ୍ସନରେ ରେଲ ପ୍ରକଳ୍ପର ସମୀକ୍ଷା କରିଛନ୍ତି…

ରାତି ଅଧରେ ଓଡ଼ିଶାରେ ଚାଲିଥିବା ରେଳ ପ୍ରକଳ୍ପର ସମୀକ୍ଷା କଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବତଟ ରେଳବାଇ ଅଧିନରେ ଥିବା ବିଭିନ୍ନ ରେଲଓ୍ୱେ ପ୍ରକଳ୍ପର ସମୀକ୍ଷା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅଧ ରାତିରେ ସେ ଓଡ଼ିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି । ନିଜ ମନ୍ତ୍ରାଳୟରେ ବସି ଓଡ଼ିଶାର କେଉଁ ପ୍ରକଳ୍ପ କେତେ ବାଟ…