ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ
କଟକ: ପୁଣି ତେଜିଲା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଦାବି । ରତ୍ନଭଣ୍ଡାର ଖୋଲିବା ନେଇ ବିଜେପି ନେତା ସମୀର ମହାନ୍ତି ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି ।
ଆବେଦନରେ ଦର୍ଶାଇଛନ୍ତି, ରତ୍ନଭଣ୍ଡାରର ସ୍ଥିତି ନେଇ ଏଏସ୍ଆଇ ଓ ଗଜପତି ମହାରାଜ ଚିନ୍ତାବ୍ୟକ୍ତ…