Latest Odisha News

BREAKING NEWS

Browsing Tag

sasmit patra

ଓଡିଶାର ଶିକ୍ଷାନୁଷ୍ଠାନ ମୂଲ୍ୟାୟନରେ ରାଜନୀତି ହେଉଛି: ବିଜେଡି

ଭୁବନେଶ୍ୱର: ପିଜିଆଇ ରିପୋର୍ଟରେ ଓଡିଶା ୨୪ତମ ସ୍ଥାନକୁ ହ୍ରାସ ପାଇବା ପରେ ଶାସକ ଦଳ ପ୍ରତିକ୍ରିୟା ରଖିଛି। ଓଡିଶାର ଶିକ୍ଷାନୁଷ୍ଠାନଗୁଡିକର ମୂଲ୍ୟାୟନ କ୍ଷେତ୍ରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରାଜନୀତି କରୁଛନ୍ତି। ଗ୍ରାମୀଣ ଗୃହନିର୍ମାଣ, ମନରେଗା, ଦକ୍ଷତା ବିକାଶ, କ୍ରୀଡ଼ା ପ୍ରୋତ୍ସାହନ,…

କୋଟିପତି ଅଧିକାରୀ ଓ ଜିରୋ ଟଲେରାନ୍ସକୁ ନେଇ ଧର୍ମେନ୍ଦ୍ର-ସସ୍ମିତ ମୁହାଁମୁହିଁ

ଭୁବନେଶ୍ୱର: ରାଜ୍ୟରେ ଜଣଙ୍କ ପରେ ଜଣେ କୋଟିପତି ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ଯାହାକୁ ନେଇ ବିରୋଧୀ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେରରେ ସଭା କରିବା ସହ ପ୍ରଶ୍ନ କରିଛନ୍ତି ଗତ ୬ ମାସରେ ୧୦୦ରୁ ଊର୍ଦ୍ଧ୍ୱ କୋଟି…

ବିଜେପିର ୨୦୨୪ ବ୍ଲୁ-ପ୍ରିଣ୍ଟ, କି ମନ୍ତ୍ର ଦେବେ ନଡ୍ଡା ?

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାର ୨୧ଲୋକସଭା ଆସନରୁ ୮ଟି ହାତେଇ ଥିଲା । ୨୪ରେ ସେହି ସଂଖ୍ୟା ବଢ଼ାଇବାକୁ ଗୋଟି ଚାଳନା ଆରମ୍ଭ କରିଛି ବିଜେପି । ୩ ମାସ ବ୍ୟବଧ୍ୟାନରେ ଜେପି ନଡ୍ଡା ଦ୍ୱିତୀୟ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତାକାଲି ଜେପି ନଡ୍ଡା କନ୍ଧମାଳ ଓ…

ସଂସଦରେ ମହିଳାଙ୍କ ୩୩ ପ୍ରତିଶତ ସଂରକ୍ଷିତ ମହିଳା ଆସନ ପାଇଁ ରାଜ୍ୟସଭାରେ ଦାବି କଲେ ସସ୍ମିତ ପାତ୍ର

ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ସଂସଦରେ ମହିଳାଙ୍କ ସଂରକ୍ଷଣ ବିଲ୍ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ ପାଇଁ ସସ୍ମିତ ରାଜ୍ୟସଭାରେ ଦାବି ଉପସ୍ଥାପନ କରିଛନ୍ତି । ସସ୍ମିତ ଦାବି ରଖିଥିଲେ ଯେ, ଉଭୟ ବିଧାନସଭା ଏବଂ…

ସସ୍ମିତ ପାତ୍ର ରାଜ୍ୟସଭାରେ ଦଳୀୟ ନେତା ନିଯୁକ୍ତ

ଭୁବନେଶ୍ୱର: ବିଜେଡି ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ ଦଳୀୟ ନେତା ଭାବେ ନିଯୁକ୍ତ ହୋଇଛନ୍ତି ।  ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁକ୍ରବାର ନିଯୁକ୍ତ କରିଛନ୍ତି । ଏନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।…

ନିର୍ବାଚନ ଆସିଲେ ବିରୋଧୀଙ୍କର ନାରୀ ସୁରକ୍ଷା କଥା ମନେପଡେ : ସସ୍ମିତ ପାତ୍ର

ଭୁବନେଶ୍ୱର: ମମିତା ମେହେର ହତ୍ୟା କାଣ୍ଡକୁ ନେଇ ରାଜ୍ୟରେ ରାଜନୀତି ଚାଲିଥିବା ବେଳେ। ଆଜି ଏହି ଘଟଣାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ପ୍ରେସମିଟ କରାଯାଇଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ସିଧାସଳଖ ଏହି ଘଟଣାକୁ ନେଇ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ଆସିଲେ…

ରାଜ୍ୟ ସ୍ୱାର୍ଥ ନେଇ ପୁଣି ରାଜ୍ୟସଭାରେ ଦାବି ରଖିଲେ ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର : ରାଜ୍ୟର ବିକାଶ ନେଇ ରାଜ୍ୟସଭାରେ ଅନେକ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଏହି ପ୍ରସଙ୍ଗରେ ଆଲୋଚନା କରିବା ସହ କେନ୍ଦ୍ର ସରକାର ଓଡ଼ିଶା ପ୍ରତି କରିଥିବା ଅବହେଳା କଥା ମଧ୍ୟ ଉଠାଇଛନ୍ତି । ତେଣୁ କେନ୍ଦ୍ର ସରକାର ଓଡ଼ିଶାର ଦାବିକୁ ପୂରଣ କରନ୍ତୁ…

ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ଓଡ଼ିଆ ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ଆସନନରେ ଓଡ଼ିଆ ସାଂସଦ । ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଗୃହକାର୍ଯ୍ୟ ତୁଲାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ମହାମାରୀ ରୋଗ ସଂଶୋଧନ ବିଲ୍‌-୨୦୨୦ର ଆଲୋଚନା ବେଳେ ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବା ସହ ଗୃହକାର୍ଯ୍ୟ…

ଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ପାଇଁ ଦାବି କଲେ ଓଡ଼ିଆ ସାଂସଦ

ଭୁବନେଶ୍ୱର: ଓଡିଶା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଙ୍ଗଳବାର ଦିଲ୍ଲୀରେ ଓଡିଶା ସାଂସ୍କୃତିକ କେନ୍ଦ୍ର ଏବଂ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ଉପଯୁକ୍ତ ଜମି ଆବଣ୍ଟନ ଦାବି କରିଛନ୍ତି। ସଂସଦ ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଶ୍ରୀ ପାତ୍ର କହିଛନ୍ତି ଯେ ଏହି ପ୍ରକଳ୍ପ ଜାତୀୟ ରାଜଧାନୀର…

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସସ୍ମିତ ପାତ୍ର : ୨୦ ବର୍ଷରେ ପ୍ରଥମ ଥର ସ୍ଥାନ ପାଇଲେ ଜଣେ ଓଡିଆ ସାଂସଦ

ଭୁବନେଶ୍ୱର: ବିଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇ ରାଜ୍ୟସଭା ଉପାଧ୍ୟକ୍ଷଙ୍କ ପ୍ୟାନେଲରେ ସ୍ଥାନ ପାଇଛନ୍ତି ଜଣେ ଓଡିଆ ସାଂସଦ । ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ପ୍ୟାନେଲରେ ସ୍ଥାନ ପାଇଛନ୍ତି । ଏହି ପ୍ୟାନେଲରେ ସ୍ଥାନ ପାଇବା ଫଳରେ ଅଧ୍ୟକ୍ଷଙ୍କ ଆବଶ୍ୟକତା ଅନୁସାରେ ଗୃହକାର୍ଯ୍ୟ…