Latest Odisha News

BREAKING NEWS

Browsing Tag

singapore

ସିଙ୍ଗାପୁର ଉପରେ ଲାଗିଥିବା ଚାଉଳ ରପ୍ତାନି ପ୍ରତିବନ୍ଧକକୁ କୋହଳ କଲା ଭାରତ

ନୂଆଦିଲ୍ଲୀ: ସିଙ୍ଗାପୁର ଓ ଭାରତ ମଧ୍ୟରେ ଥିଵା ଦ୍ଵିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ଭାରତ ଚାଉଳ ରପ୍ତାନୀ ଉପରେ ଲଗାଇଥିଵା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ନିଅଣ୍ଟିଆ ବର୍ଷା, ଫସଲ ହାନି, ସ୍ଵଳ୍ପ ଅମଳ ଆଦିକୁ ଧ୍ୟାନରେ ରଖି ଚାଉଳ ରପ୍ତାନୀ ଉପରେ ଜୁଲାଇ ୨୦ ତାରିଖରୁ କଟକଣା ଲାଗିଥିଲା।…

କାଲିଠୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଂକକୁ ଉଡ଼ିବ ସିଧାସଳଖ ବିମାନ

ଭୁବନେଶ୍ୱର: ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ପରେ ଆସନ୍ତାକାଲି (ଶନିବାର) ଠାରୁ ସିଙ୍ଗାପୁର ଓ ବ୍ୟାଂକକ ସିଧାସଳଖ ବିମାନ ଉଡ଼ିବ । ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଂକକକୁ ରାଉଣ୍ଡ ଟ୍ରିପ୍ ବିମାନ ଭଡ଼଼ା ୧୫ ହଜାର ଟଙ୍କା ରହିଛି । ଭୁବନେଶ୍ୱର-ସିଙ୍ଗାପୁର ବିମାନ ଭୁବନେଶ୍ୱରରୁ…

ଏହି ତାରିଖରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଦୁବାଇ ପରେ ଖୁବଶୀଘ୍ର ଇଣ୍ଡିଗୋ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ସେବା ଯୋଗାଇବ । ଜୁନ୍ ୫ ତାରିଖରୁ ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍ଗକକୁ ବିମାନ ଉଡ଼ାଣ କରିବ । ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଗୋ ବିମାନ ସପ୍ତାହକୁ ଦୁଇ ଥର ଏହି ୨ଟି…

ଇସ୍ରୋ ଆଜି ଉତକ୍ଷେପଣ କରିବ ପିଏସଏଲଭି-ସି୫୫ ରକେଟ୍

ଶ୍ରୀହରିକୋଟା: ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ISRO) ଆଜି ଦିନ ୨ଟା ୧୯ରେ ପିଏସଏଲଭି-ସି୫୫ ରକେଟର ଉତକ୍ଷେପଣ କରିବ । ଆନ୍ଧ୍ରପ୍ରଦେଶର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସିଙ୍ଗାପୁରର ୨ଟି ସାଟେଲାଇଟ୍ ସହ ଓ ଇସ୍ରୋର ପିଓଇଏମକୁ ମହାକାଶକୁ ପଠାଯିବ । ସିଙ୍ଗାପୁରର ୨ଟି ସାଟେଲାଇଟକୁ…

ମେ’ରୁ ଭୁବନେଶ୍ୱରରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ

ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱରରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ । ଆସନ୍ତା ମେ ମାସରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶକୁ ବିମାନ ଉଡ଼ାଣ କରିବ । ଏନେଇ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର…

୨୬ ହଜାର ଆଇସକ୍ରିମ୍ ଷ୍ଟିକରେ ରଙ୍ଗୋଲି ଆଙ୍କି ରେକର୍ଡ କଲେ ମା’-ଝିଅ

ହିନ୍ଦୁ ଧର୍ମରେ ଘର ଅଗଣାରେ ରଙ୍ଗୋଲି କରିବାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ । ରଙ୍ଗୋଲି ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର କଳାକୃତି ଯାହା ବିଭିନ୍ନ ରଙ୍ଗ ଏବଂ ଆକୃତିରେ ତିଆରି ହୋଇପାରିବ । ଆଜିକାଲି କୈାଣସି ବିଶେଷ ଉତ୍ସବରେ ସାଧାରଣତଃ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ, ଯେଉଁଥିରେ…

ଗ୍ରାଣ୍ଟ ଇନ୍ ଏଡ୍ ପ୍ରାପ୍ତ ଶିକ୍ଷକଙ୍କ ପାଇଁ ୭ମ ବେତନ କମିଶନ ଲାଗୁ, ମହାନଦୀ ସିଷ୍ଟମରେ ହେବ ୨ଟି ବ୍ୟାରେଜ୍

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଆଜି ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ମହାନଦୀ ସିଷ୍ଟମରେ ୨ଟି ବ୍ୟାରେଜ୍ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ମହାନଦୀର ଜଗତସିଂହପୁର ଚୌଧୁରୀଗଡ଼ାଠାରେ ଓ ମହାନଦୀର ଶାଖା ନଦୀ ପାଇକାରେ ତିଖିରିଠାରେ ବ୍ୟାରେଜ ନିର୍ମାଣ ହେବ । ବ୍ୟାରେଜ…

ଛୁଆଙ୍କୁ କରୋନା ବିପଦ; କ’ଣ ଏହି ସିଙ୍ଗାପୁର ଭାରିଆଣ୍ଟ, ପିଲାଙ୍କ ପ୍ରତି ହୋଇପାରେ କେତେ ଘାତକ ?

ନୂଆଦିଲ୍ଲୀ: ଦେଶରେ କରୋନର ଦ୍ୱିତୀୟ ଲହର ସମସ୍ତଙ୍କୁ ଡରାଇ ସାରିଥିବା ବେଳେ ତୃତୀୟ ଲହର ଛୁଆଙ୍କୁ ଅଧିକ ପ୍ରଭାବିତ କରିବ । ଏନେଇ ବିଶେଷଜ୍ଞ ପୂର୍ବାନୁମାନ କରୁଛନ୍ତି । ଏହାରି ଭିତରେ କରୋନାର ସିଙ୍ଗାପୁର ଷ୍ଟ୍ରେନ ଛୁଆଙ୍କ ଲାଗି ଘାତକ ବୋଲି କୁହାଯାଉଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଆପଣ ଜାଣିଛନ୍ତି କେଉଁ ଦେଶ ନିଜର ସବୁ ନାଗରିକଙ୍କୁ ମାଗଣାରେ କରୋନା ଟିକା ଦେବ

୨୦୨୧ ସୁଦ୍ଧା ଆସିଯିବ କରୋନା ଟିକା । ବିଭିନ୍ନ କମ୍ପାନି ଜୋରସୋରରେ ଏହି ଚେଷ୍ଟା ଚଳାଇଛନ୍ତି । କେତେକ ଦେଶ ତ ଟିକା ପ୍ରଦାନର ବ୍ୟବସ୍ଥା ମଧ୍ୟ କରିଦେଲେଣି । ବିଶ୍ୱର ସବୁ ଲୋକଙ୍କୁ କରୋନା ଟିକା ଦେବା ଏତେ ସହଜ ନୁହେଁ । ଏହା ଭିତରେ ସିଙ୍ଗାପୁର ସରକାର ଘୋଷଣା କରିଛନ୍ତି, ସବୁ ନାଗରିକଙ୍କୁ…

ମାତୃତ୍ବ ଲାଭ କଲେ ମିଳିବ ବୋନସ୍!

ନୂଆଦିଲ୍ଲୀ: ମହାମାରୀ କରୋନା ସମଗ୍ର ବିଶ୍ବକୁ ଗ୍ରାସ କରିଥିବା ବେଳେ ଏପରି ପରିସ୍ଥିତିରେ ଏକ ଦେଶ ତା ନାଗରିକମାନଙ୍କୁ ସନ୍ତାନ ପ୍ରସବ ପାଇଁ ବୋନସ୍‌ ଦେବାକୁ ନିଷ୍ପତ୍ତି ନେଇଛି। କାରଣ ମହାମାରୀ ସମୟରେ ଅଧିକାଂଶ ଲୋକେ ପିତାମାତା ହେବା ଯୋଜନାକୁ ସ୍ଥଗିତ ରଖିଥିଲେ। ସିଙ୍ଗାପୁରର ଜଣେ…