Latest Odisha News

BREAKING NEWS

Browsing Tag

Srilanka

ନିଜ ଦେଶର କଥା ବଖାଣି ଏପରି ଲେଖିଲେ ସିଙ୍ଘଳୀ ସୁନ୍ଦରୀ ଜ୍ୟାକଲିନ

ମୁମ୍ବାଇ: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଲୋକଙ୍କୁ ରୋଷେଇ ଗ୍ୟାସ୍ ପାଇଁ ଲମ୍ବା ଧାଡିରେ ଛିଡା ହେବାକୁ ପଡୁଛି। ଏଥିସହିତ ଦରଦାମ ମଧ୍ୟ ଆକାଶଛୁଆଁ ହୋଇଛି। ସଙ୍କଟର ଏହି ଘଡିସନ୍ଧୀ ମୁହୂର୍ତ୍ତ ଦେଇ ଶ୍ରୀଲଙ୍କା ଗତି କରୁଥିବା ବେଳେ ଅଭିନେତ୍ରୀ…

ଆବଶ୍ୟକ ସ୍ଥଳେ ଶ୍ରୀଲଙ୍କାକୁ ଆକାଶପଥରେ ସାହାଯ୍ୟ ଯୋଗାଇବ ଭାରତ

କଲମ୍ବୋ: ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି । ରନ୍ଧନ ଗ୍ୟାସ୍‌, ତୈଳ ଇନ୍ଧନ ଆଉ ଏବେ ଖାଦ୍ୟ ସଙ୍କଟ । ଉଦାର ପଡ଼ୋଶୀ ହିସାବରେ ଭାରତ ଯଥାସମ୍ଭବ ସାହାଯ୍ୟ ଯୋଗାଇ ଚାଲିଛି । ଏଭଳି ଘଡ଼ିସନ୍ଧି ବେଳାରେ ଭାରତ ଆଶ୍ୱସ୍ତ କଲା ଭଳି ଖବର ଦେଇଛି । ପରିସ୍ଥିତି ଅଣାୟତ ହେବାରୁ ଭାରତ…

ଡିଜେଲ୍ ଶୂନ୍ୟ ଶ୍ରୀଲଙ୍କା, ରାସ୍ତାକୁ ଓହ୍ଲାଇଲେ ଲୋକେ

ଭୁବନେଶ୍ୱର: ଡିଜେଲ୍ ମରୁଡି ଦେଇ ଗତି କରୁଛି ଶ୍ରୀଲଙ୍କା । ଦିନ ତମାମ୍ ତେଲ ଟାଙ୍କିରେ ଆଉଟ୍ ଅ୍ରଫ୍ ଷ୍ଟକ୍ ବୋର୍ଡ ଝୁଲିଥିବାବେଳେ ପ୍ରଭାବିତ ହୋଇଛନ୍ତି ୨୨ ମିଲିଅନ୍ ଲୋକେ । ଡିଜେଲ୍ ଅଭାବ ଯୋଗୁଁ ଯାତାୟତ ଓ ମାଲ ପରିବହନ ମଧ୍ୟ ଠପ୍ ପଡିଛି । ସ୍ୱାଧୀନତା ପରଠୁ ଏହି ଦକ୍ଷିଣ ଏସୀୟ ଦେଶ…

ବିଶୃଙ୍ଖଳିତ ଆଚରଣ ଯୋଗୁ ଭାରତ ବିପକ୍ଷ ସିରିଜରୁ ବାଦ୍ ପଡିଲେ ମେଣ୍ଡିସ, ଦନୁଷ୍କା, ଡିକୱେଲ

କଲମ୍ବୋ: କରୋନା କଟକଣା ନ ମାନି ହୋଟେଲ ବାହାରେ ଧୂମପାନ କରିବା ଶ୍ରୀଲଙ୍କାର କେତେକ କ୍ରିକେଟରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ବିଶୃଙ୍ଖଳିତ ଖେଳାଳିମାନେ ହେଲେ କୁସଲ ମେଣ୍ଡିସ, ଦନୁଷ୍କା ଗୁଣଥିଲକା ଓ ଉଇକେଟକିପର ନିରୋଶାନ ଡିକୱେଲ । ଇଂଲଣ୍ଡ ବିପକ୍ଷ ସିରିଜ ଅଧାରୁ ସ୍ୱଦେଶ…