Latest Odisha News

BREAKING NEWS

Browsing Tag

Srilanka

ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ନୂଆ କାର୍ଯ୍ୟକାରୀ ରାଷ୍ଟ୍ରପତି!

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟ ରାଜପକ୍ଷେ ଦେଶଛାଡି ଯିବାପରେ ରାନିଲ ବିକ୍ରମସିଂଘେଙ୍କୁ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି । ତାଙ୍କ ଅନୁପସ୍ଥିତରେ ରାନିଲ ରାଷ୍ଟ୍ରପତି ଭାବେ ଦାୟିତ୍ବ ତୁଲାଇବେ ବୋଲି କହିଛନ୍ତି ଗୋଟବାୟ ।…

ଭାରତ ମୁହାଁ ଶ୍ରୀଲଙ୍କା ଶରଣାର୍ଥୀ; ତାମିଲନାଡୁ ଶିବିରରେ ଆଶ୍ରୟ ନେଇଛନ୍ତି ଶତାଧିକ

ରାମେଶ୍ୱରମ: ଶ୍ରୀଲଙ୍କାର ସଂକଟ ପରିସ୍ଥିତି ପାଇଁ ଦେଶ ଛାଡ଼ି ପଳାୟନ କଲେଣି ଦେଶବାସୀ । ତାମିଲନାଡୁରେ ଶତାଧିକ ଶରଣାର୍ଥୀ ଆସି ଆଶ୍ରୟ ନେଇଛନ୍ତି । ମଙ୍ଗଳବାର ଆଠ ଜଣ ଶ୍ରୀଲଙ୍କା ନାଗରିକ ଜଳପଥରେ ଆସି ଭାରତ ଉପକୂଳରେ ପହଞ୍ଚିଛନ୍ତି । ଜଳପଥରେ ଡଙ୍ଗା ନେଇ ଅସୁରକ୍ଷିତ ଭାବେ ଆସୁଥିବା ବେଳେ…

ଶ୍ରୀଲଙ୍କାରେ ବିଦେଶୀ ମୁଦ୍ରା ଅଭାବ ଇନ୍ଧନ ସଂକଟର କାରଣ

ଭୁବନେଶ୍ୱର : ପେଟ୍ରୋଲ ବୋଝେଇ ଜାହାଜ ପ୍ରାୟ ଦୁଇମାସ ଧରି ଶ୍ରୀଲଙ୍କା କୂଳରେ ଲାଗିଛି। କିନ୍ତୁ ଏହାର ଦେୟ ଦେବା ପାଇଁ ଶ୍ରୀଲଙ୍କା ନିକଟରେ ବିଦେଶୀ ମୁଦ୍ରା ନାହିଁ। ତେବେ ଦେଶରେ ଡିଜେଲର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍‌ ଥିବା ସରକାର କହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଶକ୍ତି ମନ୍ତ୍ରୀ…

ଶ୍ରୀଲଙ୍କାକୁ ସାହାଯ୍ୟ କରିବା ପାଇଁ ଆଇଏମଏଫ କୁ କହିଲା ଭାରତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଆଇଏମଏଫ(ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଏଭାଙ୍କୁ ଭେଟିଛନ୍ତି । ବର୍ତ୍ତମାନ ଶ୍ରୀଲଙ୍କାର ଅର୍ଥନୈତିକ ସ୍ଥିତି ବିଷୟରେ ଅବଗତ କରିଛନ୍ତି ଭାରତୀୟ ଅର୍ଥମନ୍ତ୍ରୀ…

ଶ୍ରୀଲଙ୍କାକୁ ଆଉ ଚାରି ମାସ ଯାଏଁ ଆର୍ଥିକ ସାହାଯ୍ୟ କରିବ ଭାରତ

ଭୁବନେଶ୍ୱର: ସୋମବାର ଇଣ୍ଟରନାଶନାଲ ମନିଟାରୀ ଫଣ୍ଡ ସହ କଥା ହେବ ଶ୍ରୀଲଙ୍କା । ଦେଶରେ ଚାଲୁଥିବା ଆର୍ଥିକ ସଂକଟ ସକାଶେ ଆର୍ଥିକ ସାହାଯ୍ୟ ପାଇଁ ଆଲୋଚନା କରିବ । ଆଲୋଚନା ସଫଳ ହେଲେ ପାଖାପାଖି ଚାରି ମାସ ସମୟ ଲାଗିବ ଅର୍ଥ ମିଳିବାକୁ । ସେ ପର୍ଯ୍ୟନ୍ତ ଭାରତକୁ ଆର୍ଥିକ ସାହାଯ୍ୟ ମାଗିଛି…

ନୂଆ ବର୍ଷ ଆଗରୁ ଶ୍ରୀଲଙ୍କାକୁ ଭାରତ ଦେଲା ୧୧ ହଜାର ମେଟ୍ରିକ ଟନ୍ ଚାଉଳ

ଭୁବନେଶ୍ୱର: ଶ୍ରୀଲଙ୍କାର ଜଟିଳ ସ୍ଥିତିରେ ଦୃଢ଼ ଏବଂ ଅଟଳ ସାହାଯ୍ୟକାରୀ ପଡ଼ୋଶୀ ଭାବେ ଛିଡ଼ା ହୋଇଛି ଭାରତ । ଦୁଇ ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଇ ଗତି କରୁଛି ଏହି ଦ୍ୱୀପ ଦେଶ । ମଙ୍ଗଳବାର ଭାରତ ୧୧ ହଜାର ମେଟ୍ରିକ ଟନ୍ ଚାଉଳ ରପ୍ତାନୀ କରିଛି । ଦ୍ୱୀପ ଦେଶ ନୂଆ ବର୍ଷ ପାଳିବା…

ଶ୍ରୀଲଙ୍କାରେ ଭାରତୀୟ ହାଇ କମିଶନ ଦେଲେ ଇଫତାର ପାର୍ଟି, କହିଲେ ଭାରତର ସାହାଯ୍ୟ ଚାଲୁ ରହିବ

କଲମ୍ବୋ: ଅତି ଘଡ଼ିସନ୍ଧି ବେଳରେ ଗତି କରୁଛି ଶ୍ରୀଲଙ୍କା । ଅଭାବ ଅନଟନ ପାଇଁ ସରକାର ତ ସରକାର ପୁରା ଦେଶ ଦୋହଲିଗଲା । ବିଭିନ୍ନ ବନ୍ଧୁ ଦେଶ ସାହାଯ୍ୟ କରୁଥିବା ବେଳେ, ଭାରତ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ଲାଇନ ଅଫ କ୍ରେଡିଟ ଜରିଆରେ ସମସ୍ତ ସାହାଯ୍ୟ କରୁଛି । ଶୁକ୍ରବାର…

ଶ୍ରୀଲଙ୍କାରେ ଭାରତ ପହଞ୍ଚାଇଲା ୭୬ ହଜାର ମେଟ୍ରିକ ଟନ ତୈଳ ଇନ୍ଧନ

ଭୁବନେଶ୍ୱର: ପଡ଼ୋଶୀ ଶ୍ରୀଲଙ୍କା ଘୋର ସଂକଟ ଭିତରେ ଗତି କରୁଛି । ଭାରତ ଘନିଷ୍ଠ ସହଯୋଗୀ ଓ ଉଦାର ପଡ଼ୋଶୀ ହିସାବରେ ସାହାଯ୍ୟର ହାତ ବଢ଼େଇ ଚାଲିଛି । ତୈଳ ଇନ୍ଧନ, ଗ୍ୟାସ ଓ ଖାଦ୍ୟ ସାମଗ୍ରୀରେ ସବୁ ପ୍ରକାର ସାହାଯ୍ୟ କରିଆସିଛି ଭାରତ । ମଙ୍ଗଳବାର ଶ୍ରୀଲଙ୍କାରେ ପହଞ୍ଚିଛି ୭୬ ହଜାର ମେଟ୍ରିକ ଟନ୍…

ପାକିସ୍ତାନ ପରେ ଶ୍ରୀଲଙ୍କାରେ ଭାଙ୍ଗିବ ସରକାର !

କଲମ୍ବୋ: ଭାରତର ଦୁଇ ପଡୋଶୀ ଦେଶର ରାଜନୀତିକ ଚିତ୍ର ଗୋଟିଏ ଢଙ୍ଗରେ ଚାଲିଛି । ପାକିସ୍ତାନରେ ସରକାର ବିରୋଧରେ ଅସନ୍ତୋଷ ତେଜିବା ପରେ ଶାସକ ଦଳର ଅନେକ ନେତା ଦଳ ପରିବର୍ତନ କରିଥିଲେ। ଏବେ ସଂସଦରେ ସଂଖ୍ୟାଗରିଷ୍ଠତା ହରାଇବା ଭୟରେ ଆଗୁଆ ସରକାର ଭାଙ୍ଗିଛନ୍ତି ଇମ୍ରାନ୍ ସରକାର । ସେହିପରି…

ନିଜ ଦେଶର କଥା ବଖାଣି ଏପରି ଲେଖିଲେ ସିଙ୍ଘଳୀ ସୁନ୍ଦରୀ ଜ୍ୟାକଲିନ

ମୁମ୍ବାଇ: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଲୋକଙ୍କୁ ରୋଷେଇ ଗ୍ୟାସ୍ ପାଇଁ ଲମ୍ବା ଧାଡିରେ ଛିଡା ହେବାକୁ ପଡୁଛି। ଏଥିସହିତ ଦରଦାମ ମଧ୍ୟ ଆକାଶଛୁଆଁ ହୋଇଛି। ସଙ୍କଟର ଏହି ଘଡିସନ୍ଧୀ ମୁହୂର୍ତ୍ତ ଦେଇ ଶ୍ରୀଲଙ୍କା ଗତି କରୁଥିବା ବେଳେ ଅଭିନେତ୍ରୀ…