Latest Odisha News
Browsing Tag

story

ଅଣୁଗଳ୍ପ: ବାପା

ଅମ୍ବିକେଶ ରାଉତ ଗଳ୍ପ - ଏକ ଲିଙ୍ଗଗତ ବୈଷମ୍ୟ ବିରୁଦ୍ଧରେ ଲଢେଇ କରି ଜାତିସଂଘରୁ ପୁରସ୍କୃତ ହୋଇଥିବା ମନୋହର ବାବୁ, ପୁଅ ହେବା ଖୁସିରେ ୫ କେଜି ମିଠା ବାଣ୍ଟିବା ସହ ହସ୍ପିଟାଲ ଷ୍ଟାଫଙ୍କୁ ଭଲ ଦି ପଇସା ଖର୍ଚ୍ଚ କରିବାକୁ ଦେଇଥିଲେ । ମନେ ମନେ ସ୍ୱର୍ଗତୋକ୍ତି କଲା ଭଳି କହୁଥିଲେ,…

ଗପ : ଅଜିଵ୍ ଦୁନିଆର ଅଜବ ପରିଣାମ

ଦେବାଶିଷ ଆଚାର୍ଯ୍ୟ      ମାମା , ଏକ ସମ୍ଭ୍ରାନ୍ତ ଘର ଶତପଥୀ ବାବୁ ଙ୍କ ଝିଅ । ଦେଖିବାକୁ ଗୋଟିଏ ଚାଉଳରେ ଗଢା l ସୁନ୍ଦରତା ରେ ଗୋଡ଼ଠୁ ମୁଣ୍ଡ ଯାଏଁ କେହି ଟିକିଏ ମଧ୍ୟ ଖୁଣି ପାରିବେ ନାହିଁ । ସଭ୍ୟତା ସମ୍ପନ୍ନ ଘରେ ବଢିଥିବାରୁ ନିୟମ କାନୁନ ଭିତରେ ଚାଲିବାକୁ ପଡ଼େ । ଶତପଥୀ ବାବୁ ଙ୍କ…

ଗପ: “ମାର୍ଗଦର୍ଶକ”

ସଞ୍ଜିତା ପ୍ରଧାନ ଆଜି ସକାଳର ଘଟଣା  ମୁଁ କିଛି ତାଜା ପନିପରିବା ପାଇବାର ଆଶାରେ ସ୍କୁଟି ବାହାର କରି ବାହାରି ପଡ଼ିଲି ମାର୍କେଟକୁ । କିଛି ପନିପରିବା ଫଳ , ରାସନ ଦୋକାନରୁ ପୁଅ ପାଇଁ ବିସ୍କୁଟ ଓ ଚକଲେଟ ଦିଟା କିଣି ଘରକୁ ଫେରୁଥାଏ । ରାସ୍ତାଟି ଗାଁ ମଝି ଦେଇ ଯାଇଥିବାରୁ ଟିକିଏ ଅଣଓସରିଆ…

ଗପ: ଅପୂର୍ବ ବାସ୍ନାର ସନ୍ଧାନେ…

ଦେବାଶିଷ ଆଚାର୍ଯ୍ୟ                                            ଖରାଦିନ, ସକାଳୁ ସକାଳୁ ଦାଣ୍ଡ ପଟେ ପାଟି ଶୁଭିଲା , ଜୀଅନ୍ତା ମାଛ, ଜୀଅନ୍ତା ମାଛ.... । ସାଧନାଙ୍କ ଗଭୀର ଲୋଭ ମାଛ ପ୍ରତି । ତେଣୁ ସେ କିଛି ନଭାବି ଦଉଡ଼ି ଗଲେ ଦାଣ୍ଡକୁ । ଜିଅନ୍ତା ରୋହି ମାଛ ଦେଖି ସେ ଆଉ ରହି…

ଗପ: ସିଂହପୁରରେ ପାଠପଢ଼ା

ଶ୍ରୀ ନିଶାକର ଦାସ ଜଣେ ଗାନ୍ଧିବାଦୀ ସର୍ବୋଦୟ କର୍ମୀ । ଜନ୍ମ ପରାଧୀନ ଭାରତବର୍ଷର ଅବିଭକ୍ତ କଟକ ଜିଲ୍ଲାର ଏକ ପଲ୍ଲୀଗ୍ରାମ ସିଂହପୁରରେ । ଦାସଙ୍କୁ ମାତ୍ର ପାଞ୍ଚ ବରଷ ହୋଇଥିବା ବେଳେ ହୃଦ୍‌ଘାତରେ ବାପା ପରଲୋକ ଚାଲିଗଲେ । ଦାସେ ନିଜେ ତିନି ଭାଇ । ନିଶାକର ବାବୁ ସବା ସାନ । ପାଠ ପଢ଼ାଇବା…

ଗପ : ପୋଡ଼ା ଅଙ୍ଗାର

ଶ୍ରୀୟା                                                                              ନୀରବ ଆଉ ନିଃଶବ୍ଦରେ ସେ ଆଙ୍କିଯାଏ । କେବେ ପୋଡ଼ା ଅଙ୍ଗାରର କଳା କଳା ଗୁଣ୍ଡ ଗୁଡ଼ା ନଖ କୋଣରେ ପଶି ବିଚିକିଟିଆ ଦିଶେ ତ କେବେ ନାଲି ନେଳୀ ରଙ୍ଗ ଛିଟିକା ପଡ଼ି ମୁହଁ ଟା ବିକୃତିଆ ଦିଶେ…

ଗଳ୍ପ: ଝିଅଜନ୍ମ

ଶ୍ରୁତକୀର୍ତ୍ତି ତ୍ରିପାଠୀ                                                            ମୁକ୍ତା ଦେହରେ ଆଜି ବାଡ଼ୁଅ ପାଣି ପଡ଼ିଛି । ତା ପାପୁଲିକୁ ରଙ୍ଗେଇଛି ମଞ୍ଜୁଆତିରେ, ନାକରେ ନୋଥ ଓ କାନରେ ଝୁମ୍ପା, ଅଣ୍ଟାରେ ଅଣ୍ଟାସୂତା, ହାତରେ ପିତ୍ତଳ ଖଡ଼ୁ ଏବଂ ପାଦରେ ପାଉଁଜି ।…

ଗପ : ଲୋଭର ନିରୀହତା

ପ୍ରସେନଜିତ ସେଠୀ                                                                  ହରିଆ ଜଣେ ଗରିବ ଦିନ ମଜୁରିଆ। ଚାଷ ଜମି ଖଣ୍ଡେ ମଧ୍ୟ ନାହିଁ ତାର। ମଜୁରି ଲାଗିଲେ ଖାଇବ, ନହେଲେ ଉପାସ୍। ଦିନକୁ ୨୦୦ ରୁ ୩୦୦ ଟଙ୍କା ମଜୁରି ପାଏ, ତାହା ବି ଝାଳବୁହା ପରିଶ୍ରମ କରି। ମଝିରେ…

ଗପ: ଭିଜା ମାଟିର ବାସ୍ନା

ସନ୍ତୋଷ କୁମାର ରଣା ମେ ମାସର ଉଦୁଉଦିଆ ଖାରବେଳ । ଗ୍ରୀଷ୍ମ ରବି ସତେ କି ଅଗ୍ନିବର୍ଷା କରୁଥିଲେ । ଡମଣା ଛକ ଆଡୁ ମାଡି ଆସୁଥିବା ଖଣ୍ଡିଆଭୂତଠୁ ରକ୍ଷା ପାଇବା ପାଇଁ ପଟିଆ ହାଟର ବିକ୍ରେତା ସବୁ ଆଶ୍ରୟ ନେବା ପାଇଁ ଦୌଡୁଥିଲେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଅସରାଏ…

ନିଜକୁ ରମାକାନ୍ତ ସାମନ୍ତରାୟ ମନେ କରି ବା ଅନ୍ଧାର ଦିଅ ଆଲୁଅ ନିଅ

ଶୈଲେନ ରାଉତରାୟ                                                  ଲାରେ ଲାପା ଲାରେ ଲାପା ଡାକେ କୋଇଲି । କୋଇଲିର ଡାକ ଶୁଣି ବୁଲି ପଇଲି । ଦେଖିଲି ସେ ପିକ ନୁହେଁ ଅଟେ ମୟୂର । ମୟୂରର ଶୋଭା ଦେଖ କି ମନୋହର । ମୟୂର ପାଖରେ ଦେଖିଲା ବେଳକୁ ବୁଲୁଚି ରଜା । ରଜା…