Latest Odisha News

BREAKING NEWS

Browsing Tag

story

ରସଗୋଲା କାହାଣୀ-୨ : ମଝିରେ ରସଗୋଲାର ହାଣ୍ଡି

...ସେତେବେଳକୁ ପୁରୀରେ ରଥଯାତ୍ରା ଆରମ୍ଭ ହୋଇ ନଥାଏ । ଲକ୍ଷ୍ମୀ, ଜଗନ୍ନାଥ ସ୍ୱାମୀ-ସ୍ତ୍ରୀ ହେଲେ ମଧ୍ୟ ଏକା ମନ୍ଦିରରେ ରହନ୍ତିନି । ଜଗନ୍ନାଥ ରୁହନ୍ତି ବଡ଼ଦେଉଳରେ, ମାଆ ଲକ୍ଷ୍ମୀ ରହନ୍ତି ମହାଲକ୍ଷ୍ମୀ ମନ୍ଦିର ଭିତରେ । ପୁରୁଣା କାଳିଆ କଥା । ଏକା ନଅରରେ ରହିଲେ ବି ରାଜାଙ୍କର…

ଗପ: ଜୋତାଷ୍ଟାଣ୍ଡ

ଅଭିଷେକ ତ୍ରିପାଠୀ                                                                ମୋର ଏବେ ବି ସେହି ଦିନ ଗୁଡାକ ମନେ ପଡ଼ିଯାଏ, ଯେବେ ବାପା ବହୁତ ଦିନ ଯାଏ କାମରେ ବାହାରେ ରହୁଥିଲେ ଓ ସକାଳୁଆ ସ୍କୁଲ ରୁ ଫେରି, ଘରେ ପଶିବା ଆଗରୁ, ଘର ବାହାରେ ଥିବା ଜୋତାଷ୍ଟାଣ୍ଡ ଉପରକୁ…

ଗପ: ଅବ୍ୟକ୍ତ

ସୁପ୍ରିୟା ପଣ୍ଡା                                          ଭାଇ କହିଲେ ମୋ ଫୋନ ନ ଲାଗିଲେ  ବ୍ୟସ୍ତ ହେବୁନି , ଏଠାରେ ଏମିତି ସବୁ ଅସୁବିଧା ହୁଏ। ମନର କୋହ କୁ  କଷ୍ଟେ ମଷ୍ଟେ ଚାପି  ରୁବି କହିଲା , ତୁମ ଫୋନ ନ ଲାଗିଲେ ମୁଁ କାହିଁକି ବ୍ୟସ୍ତ ହେବି ଯେ । ଓଲଟା ମୋ ପାଇଁ ଭଲ।…

ଗପ: ଭୂତ

✍️ଶ୍ରୀୟା                                                                      "ଭୂତ ଭୂତ ଭୂତ ! ବାରି ଆଡ଼େ ସନା ଭୂତ ଦେଖିଛି !" ଆମେ ଚମକି ପଡ଼ିଲୁ ! କାକାଙ୍କ ଦେହତ୍ୟାଗ କରିବାର ମାସଟିଏ ପୁରି ନଥାଏ । ଏତଦବ୍ୟତୀତ ସନା ବି ଅନେକ ଥର ଆମକୁ କହିଛି , ସତେ ଯେମିତି କେହି…

ଗପ: ଇଚ୍ଛାମୃତ୍ୟୁ

ଜ୍ଞାନ ରଞ୍ଜନ କର ବୟସ ୭୮। କପାଳରୁ ସିନ୍ଦୁରର ଦାଗ ଅନେକ ଦିନରୁ ଲିଭିଲାଣି। ଖଟ ଉପରେ ଶୋଇ ଶୋଇ ଦେହରେ ହୋଇଥିବା ଘା' ଦୀର୍ଘ ୭ ବର୍ଷର ମରଣାନ୍ତକ ଯନ୍ତ୍ରଣାକୁ ସ୍ପଷ୍ଟ ସୁଚେଇ ଦେଉଛି। ଯେଉଁ ଦେହରୁ ୧୨ହାତି ଲୁଗା ଆଜୀବନ ମଥାରୁ ଖସି ନଥିଲା ସେଇ ଦେହଟି ଏବେ ଗାମୁଛାଟିରେ ଢଙ୍କା ନହେବାକୁ…

ଗଳ୍ପ: କଳ୍ପବୃକ୍ଷ

✍️ବିମଳା ଶଂକର ଦାଶ ବାପାଙ୍କ ଅସ୍ୱାଭାବିକ ପରିବର୍ତ୍ତନ ରେ ଖୁବ୍ ବିଚଳିତ ହୋଇ ପଡୁଥିଲା ଆଲିସା । ବାପା ତାକୁ କୋଳେଇ ନେଉଥିଲେ, ଦେହରେ ସାବୁନ ରଗଡି ଗାଧୋଇ ଦେଉଥିଲେ, ଟାୱାଲରେ ଓଦା ଦେହକୁ ପୋଛି ଫ୍ରକ୍ ପିନ୍ଧେଇ ଦେଉଥିଲେ । ବାପାଙ୍କ ପେଟ ଉପରେ ଲଦି ନ ହେଲେ ନିଦ ଆସେନା ବୋଲି…

ମଣିଷ ଭୂତାଣୁ

ବିମଳ ଶଙ୍କର ଦାଶ ଷ୍ଟାଟସଟିଏ ନିଜ ସୋସିଆଲ ମେଡିଆ ପୃଷ୍ଠାରେ ଲେଖି ଦେଇ ଚିନ୍ମୟ ଟିକିଏ ଆଶ୍ୱସ୍ତି ଅନୁଭବ କଲେ ବି ଭୁଲି ପାରୁ ନ ଥିଲେ ସକାଳର ଘଟଣା । ଅନେକ ଘଟଣା ଅଘଟଣା ଦୁନିଆରେ ଘଟେ । କିଛି ଘଟଣା ମନକୁ ଗଭୀର ଆଘାତ ଦିଏ ..ହୃଦୟକୁ ଆନ୍ଦୋଳିତ କରେ...କିନ୍ତୁ ପ୍ରତିବାଦ କରି ହୁଏନା…