Latest Odisha News

BREAKING NEWS

Browsing Tag

Suicide

[ଦେଖନ୍ତୁ ଭିଡିଓ] ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା !

ଭୁବନେଶ୍ୱର: ଆଉ ନାହାନ୍ତି ରାଇମୋହନ ପରିଡ଼ା । ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ମୃତଦେହ ମିଳିଛି । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କିଭଳି ପରିସ୍ଥିତିରେ କାହିଁକି ରାଇମୋହନ ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନାହିଁ । ୯୦ରୁ ଅଧିକ ଓଡ଼ିଆ ସିନେମାରେ ଖଳନାୟକ…

ଚାଷୀଙ୍କ ଜୀବନ ନେଉଛି ଋଣ ଭାର, ଏଥର ଯାଜପୁରରେ

ଯାଜପୁର: ଦେଶର ମେରୁଦଣ୍ଡ ବୋଲାଉଥିବା ଚାଷୀକୂଳ ଏବେ ଆତ୍ମହତ୍ୟା ପନ୍ଥାକୁ ଶ୍ରେୟସ୍କର ମଣୁଛନ୍ତି । ସରକାରଙ୍କ ବହୁମୁଖୀ ଯୋଜନାର ବିଫଳତା ଓ ଋଣ ଭାର ସେମାନଙ୍କ ପାଇଁ କାଳ ପାଲଟିଛି । ଯାଜପୁର ଜିଲ୍ଲାରେ ଋଣ ଭାର ସହିନପାରି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବରୀ କୋଦୁଆ…

ଅବିଶ୍ୱାସ ଲାଗୁଥିଲେ ବି ସତ, ଗୁପ୍‌ଚୁପ୍ ପାଇଁ ଆତ୍ମହତ୍ୟା

ଭୁବନେଶ୍ୱର: ଘରକୁ ଗୁପ୍‌ଚୁପ୍ ଆସିଲା ବୋଲି ଆତ୍ମହତ୍ୟା କଲେ ଜଣେ ୨୩ ବର୍ଷୀୟା ମହିଳା । ଘଟଣାଟା ପଢିବାକୁ ଅବିଶ୍ୱାସ ଲାଗୁଥିଲେ ବି ଶତ ପ୍ରତିଶତ ସତ । ପରିବାରିକ କଳହରେ ସାମାନ୍ୟ ଗୁପ୍‌ଚୁପ୍ ପାଇଁ ଜଣେ ମହିଳା ଆତ୍ମହତ୍ୟା କରିବା ଅନେକଙ୍କୁ ଚକିତ କରିଛି । ୨୦୧୯ରେ ମହାରାଷ୍ଟ୍ର ଅମ୍ବେ…

ଭଂଜନଗରରେ ବନ୍ଦ ଘରୁ ମିଳିଲା ମହିଳା ଇଂଜିନିଅରଙ୍କ ମୃତଦେହ

ଭଂଜନଗର : ମହିଳା ଇଂଜିନିଅରଙ୍କ ମୃତଦେହ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର । ଗଂଜାମ ଭଂଜନଗରରେ ଘଟିଛି ଏହି ଘଟଣା । ଘରଟି ଭିତର ପଟୁ ବନ୍ଦ ଥିବା ବେଳେ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି । ପାରିପାଶ୍ୱର୍ିକ ପରିସ୍ଥିତିକୁ ଦେଖିଲେ ଜଣାପଡୁଛି ଯେ ମହିଳା ଇଂଜିନିଅର…

ବ୍ରାହ୍ମଣୀ ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା: ରାଉରକେଲାର ବ୍ରାହ୍ମଣୀ ନଦୀକୁ ଡେଇଁ ଗୁରୁବାର ଦିନ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୂଚନା ଅନୁଯାୟୀ, ପାରିବାରିକ କଳହ କାରଣରୁ ଜଣେ ବିବାହିତ ମହିଳା ବ୍ରାହ୍ମଣୀ ନଦୀରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖବର ପାଇ ରଘୁନାଥପାଲି ପୋଲିସ ଓ ଅଗ୍ନିଶମ ବାହିନୀ…

ବନ୍ଦ ଘରୁ ବିଜେପି ସାଂସଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସଂସଦୀୟ ଦଳ ବୈଠକ ସ୍ଥଗିତ

ନୂଆଦିଲ୍ଲୀ: ବିଜେପି ସାଂସଦଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଘରୁ ସନ୍ଦେହଜନକ ଅବସ୍ଥାରେ ବିଜେପି ସାଂସଦଙ୍କ ମୃତଦେହ ମିଳିଛି । ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା କ୍ଷେତ୍ରରୁ ସାଂସଦ ଥିବା ରାମ ସ୍ୱରୂପ ଶର୍ମାଙ୍କ ଦେହାନ୍ତ ହୋଇଛି ।…

କୂଅ ଭିତରେ ଭାସୁଛି ମାଆ ସହ ୪ ବର୍ଷର ଝିଅର ମୃତଦେହ

ମାଲକାନଗିରି: ମାଥିଲି ଥାନା ଅଞ୍ଚଳରେ ଏକ କୂଅରେ ମାଆ, ଝିଅଙ୍କ ମୃତଦେହ ଭାସୁଛି । ମାଥିଲି ଥାନା ଚେକେଡ଼ା ପଞ୍ଚାୟତ କାଉଡ଼ିଗୁଡ଼ା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି । ଗାଁ କୂଅରେ ମାଆ ସହ ୪ ବର୍ଷର ଝିଅର ମୃତଦେହ ଭାସୁଛି । ଗତରାତିରେ ମାଆ, ଝିଅ ଖାଇପିଇ ଶୋଇଥିଲେ । ସକାଳ ହେଲା ବେଳକୁ ଉଭୟ…

ଆତ୍ମହତ୍ୟା କଲେ ମହିଳା ସିଆଇଡି ଅଫିସର

ବେଙ୍ଗାଳୁରୁ: ହତ୍ୟା, ଆତ୍ମହତ୍ୟା, ଅପରାଧ କିମ୍ବା ଯେ କୌଣସି ସମ୍ବେଦନଶୀଳ ବେଆଇନ କାର୍ଯ୍ୟକଳାପର ଛାନ୍‌ଭିନ୍ କରିଥାନ୍ତି ସିଆଇଡି ଅଫିସର । ହେଲେ ସେହି ସିଆଇଡି ଅଫିସର ଯଦି ଆତ୍ମହତ୍ୟା କରନ୍ତି । ତେବେ ଆପଣ ଏହାକୁ କେମିତି ଗ୍ରହଣ କରିବେ ? ବୁଧବାର ରାତିରେ ବେଙ୍ଗାଳୁରୁର ଜଣେ ମହିଳା…

ଏହି ଦେଶରେ କରୋନାଠାରୁ ବଳିଗଲା ଆତ୍ମହତ୍ୟାର ପ୍ରକୋପ; ଏଠାରେ ଆତ୍ମହତ୍ୟା ଯୋଗୁ ଯାଉଛି ହଜାର ହଜାର ଲୋକଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ହେତୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ ଏହି ମହାମାରୀ ହେତୁ ଅନେକ ଲୋକ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ଜାପାନରେ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍‌ନାକୁ ଆସିଛି। ସୂଚନାଯୋଗ୍ୟ ଯେ ଗତ ମାସରେ ଜାପାନରେ…

ବେକରେ ଫାଶି ଲଗାଇ ଆତ୍ମହତ୍ୟା କଲା ନାବାଳିକା; କାରଣ ଅସ୍ପଷ୍ଟ

ଯାଜପୁର: ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି ୧୦ମ ଶ୍ରେଣୀ ଛାତ୍ରୀ। ଏଭଳି ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କଷାପା ପଞ୍ଚାୟତର କମାଳପୁର ଗାଁରେ। ୧୪ ବର୍ଷର ଏହି ନାବାଳିକା ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି।…