Latest Odisha News

BREAKING NEWS

Browsing Tag

Sundargarh

ସୁନ୍ଦରଗଡ଼ରେ ୧୮୦ ରୂପାନ୍ତରିତ ସ୍କୁଲର ଲୋକାର୍ପଣ

ସୁନ୍ଦରଗଡ଼: ରାଜ୍ୟ ସରକାରଙ୍କ ‘୫ଟି’ ଉପକ୍ରମ ଅଧୀନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୧ ୮୦ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରିଛନ୍ତି। ସୁନ୍ଦରଗଡ଼କୁ ମିଶାଇ ୪ଟି ଜିଲ୍ଲାରେ ରୂପାନ୍ତରିତ ମୋଟ ୪୪୦ଟି ହାଇସ୍କୁଲର…

ଓମ୍ବାଡସି ପାଣ୍ଠି ବିନିଯୋଗରେ ଲୋକଙ୍କ ଜୀବିକା ବିକାଶ ହୋଇଛି

ସୁନ୍ଦରଗଡ଼: ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡ୍‌ସି) ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ପ୍ରଶଂସା…

ସୁନ୍ଦରଗଡ଼ରେ ମୁଖ୍ଯ ଶାସନ ସଚିବ, ସମୀକ୍ଷା କଲେ ନିର୍ମାଣଧୀନ ପ୍ରକଳ୍ପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ପ୍ରଥମେ ସେ ସୁନ୍ଦରଗଡ଼ ସଦର ବ୍ଲକ୍ ଅନ୍ତର୍ଗତ…

ଏଲପିଜି ସିଲିଣ୍ଡର ଭର୍ତ୍ତି ଟ୍ରକରେ ଲାଗିଲା ନିଆଁ

ସୁନ୍ଦରଗଡ଼ ଏଲପିଜି ସିଲିଣ୍ଡର ଭର୍ତି ଟ୍ରକରେ ଲାଗିଲା ନିଆଁ । ସୂଚନା ଅନୁସାରେ ଟ୍ରକଟି ସମ୍ବଲପୁର-ରାଉରକେଲା ଏକ୍ସପ୍ରେସ ୱେରେ ଝାରସଗୁଡାରୁ ରାଉରକେଲା ଯାଉଥିଲା ବେଳେ ଏପରି ଅଘଟଣ ଘଟିଛି । ଗାଡି ଚାଳକ ରସରାଜପୁର ନିକଟରେ ଗାଡିର ଇଞ୍ଜିନରେ ଧୂଆଁ ବାହାରୁଥିବା ଦେଖିଥିଲେ। ପରେ ପୁରା…

ମା’ ମୁହଁରେ ହସ ଭରିଛି ‘ମାତୃଜ୍ୟୋତି’: ଗର୍ଭାବସ୍ଥାରେ ଜଟିଳତା ଚିହ୍ନଟ କରି ମା’ ଓ ଶିଶୁଙ୍କ…

ସୁନ୍ଦରଗଡ଼ : ଗର୍ଭାବସ୍ଥାରେ ଜଟିଳତାର ଚିହ୍ନଟ କରି ମା’ ଓ ଶିଶୁଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେଉଛି  ‘ମାତୃଜ୍ୟୋତି’ । ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଏହି କାର୍ଯ୍ୟକ୍ରମ ଗର୍ଭାବସ୍ଥାରେ ‘ହାଇରିସ୍କ’ ଘଟଣାର ମୁକାବିଲାରେ ବଡ଼ ଭୂମିକା ନେଇପାରିଛି । ଏହି ଯୋଜନା ଅଧୀନରେ ଜିଲ୍ଲାର…

ସୁନ୍ଦରଗଡ଼ ଜିଲ୍ଲାରେ ହାଇସ୍କୁଲ ରୂପାନ୍ତରଣର ଏକ ନମୁନା କିଞ୍ଜିର୍ମା ହାଇସ୍କୁଲ

ସୁନ୍ଦରଗଡ଼: ନୂଆ ରୂପ ପାଉଛି ହାଇସ୍କୁଲ । ରୂପାନ୍ତରଣ କାର୍ଯ୍ୟକ୍ରମରେ ହାଇସ୍କୁଲର ନବକଳେବର ହେଉଛି । ଚକାଚକ କ୍ଲାସରୁମ୍ । ସ୍କୁଲ ପରିସର ସରସ ସୁନ୍ଦର । ଛାତ୍ରଛାତ୍ରୀଙ୍କ ଭିତରେ ପଢ଼ିବାକୁ ପୂର୍ବ ଅପେକ୍ଷା ଅଧିକ ଆଗ୍ରହ ସୃଷ୍ଟି ହେଉଛି । ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିର୍ମା ସରକାରୀ…

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ‘ଇ-ସ୍ୱାସ୍ଥ୍ୟ’ ସେବା ଆରମ୍ଭ; ଲୋକଙ୍କୁ ମାଗଣାରେ ମିଳିବ ୭୬ ପ୍ରକାର ଡାକ୍ତରୀ ପରୀକ୍ଷା…

ସୁନ୍ଦରଗଡ଼: ପବିତ୍ର ସ୍ୱାଧୀନତା ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନୋଟି ନୂଆ ଜନକଲ୍ୟାଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ‘ଇ-ସ୍ୱାସ୍ଥ୍ୟ’ ସେବା ଆରମ୍ଭ ହୋଇଛି। ଏହା ଲୋକଙ୍କ ପାଇଁ ମାଗଣାରେ ୭୬ ପ୍ରକାର ଡାକ୍ତରୀ ପରୀକ୍ଷା ସୁବିଧା…

ସମସ୍ତ ସରକାରୀ ହାଇସ୍କୁଲ ପାଇବ ନୂଆ ରୂପ, ‘ସ୍କୁଲ ଟ୍ରାନ୍ସଫର୍ମେସନ’ କାର୍ଯ୍ୟକ୍ରମ ଅନୁଷ୍ଠିତ 

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ‘ହାଇସ୍କୁଲ ଟ୍ରାନ୍ସଫର୍ମେସନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଉଚ୍ଚବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶରେ ଉନ୍ନତି ପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଛି । ଯାହାଫଳରେ ସ୍କୁଲର ପରିବେଶକୁ…

ଗ୍ରାମାଞ୍ଚଳର ମହିଳାମାନଙ୍କୁ ଟାଟା ଷ୍ଟିଲ ବିଏସଏଲ୍ ପକ୍ଷରୁ ଛତୁଚାଷ ତାଲିମ ପ୍ରଦାନ

କଳମଙ୍ଗା: ସୁନ୍ଦରଗଡ ଜିଲ୍ଲାର କୋଇରା ବ୍ଲକ ଅନ୍ତର୍ଗତ କଳମଙ୍ଗା ଗାଁରେ ଟାଟା ଷ୍ଟିଲ ବିଏସଏଲ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଛତୁ ଚାଷ ପାଇଁ ତାଲିମ ପ୍ରଦାନ କରାଯାଇଛି । ଗାଁର ମହିଳାମାନଙ୍କୁ ଉଦ୍ୟୋଗୀ ସୁଯୋଗ ଯୋଗାଇଦେବା ଉଦ୍ଦେଶ୍ୟରେ କଲମାଙ୍ଗରେ ଥିବା ଟାଟା…

ଆଜି ପୁଣି ମିଳିଲା ଗ୍ରାମସାଥୀଙ୍କ କଟା ଗୋଡ, ତଦନ୍ତ ଚଳାଇଛି ପୋଲିସ

ସୁନ୍ଦରଗଡ : ହତ୍ୟାର ଶିକାର ହୋଇଥିବା କିରେଇ ଗ୍ରାମପଞ୍ଚାୟତର ଗ୍ରାମସାଥୀ ରମେଶ ସିଂ ଆଜି ଏକ କଟା ଗୋଡ ମିଳିଛି । ଗତକାଲି ତାଙ୍କର କଟା ମୁଣ୍ଡ, ଗଣ୍ଡି, କଟା ହାତ ଆଦି ମିଳିଥିଲା । ପୋଲିସ ଏ ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗତ ୧୩ ତାରିଖରେ ରମେଶ ସାଙ୍ଗମାନଙ୍କ ସହ ଭୋଜି…