Latest Odisha News
Browsing Tag

Sundargarh

ବେଦାନ୍ତର ଜାମକାନୀ କୋଇଲା ଖଣିରେ ଆରମ୍ଭ ହେଲା ଖନନ କାର୍ଯ୍ୟ

ସୁନ୍ଦରଗଡ : ଆନ୍ଦୋଳନରେ ବସିଥିବା ବିସ୍ଥାପିତ ମାନଙ୍କ ସହ ବେଦାନ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ଆଲୋଚନା ସଫଳ ହୋଇଛି । ସମସ୍ତଙ୍କ ସହମତିରେ ଚୁକ୍ତିନାମା କରାଯାଇ ଆନ୍ଦୋଳନ ପ୍ରତ୍ୟାହାର କରିବା ସହ ଖଣି କାର୍ଯ୍ୟ ଆରମ୍ଭ କରାଯାଇଛି। ବିଭିନ୍ନ ଦାବି  ଉପରେ ଆଲୋଚନା କରାଯାଇ ଆଜି ଏହି…

୩୩୦ ଶଯ୍ୟା ବିଶିଷ୍ଟ ହେବ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟ, ୩୨ ଜଣ ପାଇବେ ନିଯୁକ୍ତି

ଭୁବନେଶ୍ୱର: କେନ୍ଦୁଝର ସହ ସୁନ୍ଦରଗଡ଼ ଜିଲ୍ଲା ଚିକିତ୍ସାଳୟର କଳେବର ବଢ଼ିବ । ମେଡିକାଲରେ ଥିବା ବେଡ୍ ସଂଖ୍ୟା ମଧ୍ୟ ବୃଦ୍ଧି ହେବ । ଉଭୟ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟରେ ରୋଗୀ ଶଯ୍ୟା ସଂଖ୍ୟା ୩୩୦କୁ ବୃଦ୍ଧି କରାଯିବ । ଏଥିଲାଗି ଆବଶ୍ୟକ ଅତିରିକ୍ତ ମାନବସମ୍ବଳ ନିୟୋଜନ…

ବଣଭୋଜି କରିବାକୁ ଯାଇ ଇବ୍ ନଦୀରେ ଭାସିଗଲେ ୨ ଯୁବକ

ସୁନ୍ଦରଗଡ଼: ସାଙ୍ଗସାଥୀ ହୋଇ ଭୋଜି କରିବାକୁ ଯାଇଥିଲେ । ହେଲେ ଗାଧୋଇବା ବେଳେ ଭାସିଗଲେ ୨ ଯୁବକ । ସୁନ୍ଦରଗଡ଼ର ଇବ୍ ନଦୀରେ ୨ ଜଣ ଯୁବକ ଭାସି ଯାଇଥିବା ବେଳେ ଜଣଙ୍କ ମୃତଦେହ ମିଳିଛି । ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ । ବୁଧବାର ଏ ଅଘଟଣ ଘଟିଛି ତଳସରା ଥାନା କନାକୁଣ୍ଡା…

ପିଟି ଦେଲା ବସ; ଚାଲିଗଲା ୩ ଜୀବନ

ସୁନ୍ଦରଗଡ: ସୁନ୍ଦରଗଡ ଥାନା ହେମଗିରି ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଣଟଣା । ସ୍ଥାନୀୟ ଗୋପାଳପୁର ଗାଁ ନିକଟରେ ଘଟିଛି ଏହି ଦୁର୍ଘଟଣା । ବସ୍ ଧକ୍କାରେ ଚାଲି ଯାଇଛି ୩ ବାଇକ ଆରୋହୀଙ୍କ ଜୀବନ । ମୃତକମାନେ ହେଲେ ହେମଗିରି ଥାନା ଗୋପାଳପୁର ଗାଁର ରୋହନ ପାଣ୍ଡେ, ଶ୍ୟାମ ଦିଗାଲ ଓ ଓମ ଭୈଶାଲ…

ଘରୋଇ ବିଦ୍ୟାଳୟରେ ଚାଲିଥିଲା ନକଲି ମଦ କାରଖାନା

ରାଉରକେଲା: ବିଦ୍ୟାଳୟ ଭିତରେ ଚାଲିଥିଲା ନିଶା କାରବାର । ଜହରରେ ହେଉଥିଲା ଅପମିଶ୍ରଣ । ନାମୀଦାମୀ ବ୍ରାଣ୍ଡର ଷ୍ଟିକର ଲଗାଇ ହେଉଥିଲା ବାହାରେ ବିକ୍ରି । ଦୀର୍ଘ ଦିନ ଧରି ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଫୁଲଝର ଅଞ୍ଚଳର ଏକ ଘରୋଇ ସ୍କୁଲରେ ବେଧଡ଼କ ଭାବେ ନକଲି ମଦ କାରଖାନା ଚାଲିଥିଲା ।…

ଜିନ୍ଦଲ ଗେଷ୍ଟ ହାଉସରୁ ମ୍ୟାନେଜରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାଉରକେଲା: ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ (JSPL)ର ଲଜିଷ୍ଟିକ ମ୍ୟାନେଜରଙ୍କ ମୃତଦେହ ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ବରସୁଆଁରେ ଥିବା ଜିନ୍ଦଲ ଗେଷ୍ଟ ହାଉସର ରୁମରୁ ଲଜିଷ୍ଟିକ ମ୍ୟାନେଜରଙ୍କ ମୃତଦେହ ମିଳିଥିବା ବେଳେ କେହି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଲହୁଣୀପଡ଼ା ପୋଲିସ…

ହୋଲ୍ଡିଂ ଟ୍ୟାକ୍ସ ରଫାଦଫା ପାଇଁ ଲାଞ୍ଚ ନେବାବେଳେ ବନ୍ଧାହେଲେ ଟ୍ୟାକ୍ସ କଲେକ୍ଟର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ରାଜଗାଙ୍ଗପୁର ମ୍ୟୁନିସିପାଲିଟି ଟ୍ୟାକ୍ସ କଲେକ୍ଟର । ଲାଞ୍ଚ ନେବା ବେଳେ ରାଜଗାଙ୍ଗପୁର ମ୍ୟୁନିସିପାଲିଟିର ଟ୍ୟାକ୍ସ କଲେକ୍ଟର ଏମଡି ନସିର୍ ଧରା ପଡ଼ିଛନ୍ତି । ତାଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ନେଇଥିବା ୧୩ ହଜାର ଟଙ୍କା ଜବତ କରିଛି । ସୂଚନା ଅନୁସାରେ,…

ଫୁଟବଲ୍ ଖେଳୁଥିବା ବେଳେ ବଜ୍ରାଘାତରେ ୨ ଜଣଙ୍କ ମୃତ୍ୟୁ

ସୁନ୍ଦରଗଡ଼: ଖେଳ ପଡ଼ିଆରେ ଫୁଟବଲ୍ ଖେଳୁଥିବା ଚାଲିଗଲା ପ୍ରାଣ । ରବିବାର ଅପରାହ୍ଣରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବଣେଇଲତା ଗାଁରେ ଅଭାବନୀୟ ଘଟଣା ଘଟିଛି । ଫୁଟବଲ୍ ଖେଳ ବେଳେ ହୋଇଥିବା ବ୍ରଜପାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ…

ଅତିରିକ୍ତ ତହସିଲଦାରଙ୍କ ୮ଟି ସ୍ଥାନରେ ଭିଜିଲାନ୍ସ ରେଡ୍, ୨୧ଟି ପ୍ଲଟ୍ ଠାବ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସୁନ୍ଦରଗଡ଼ ଜିଲ୍ଲାର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ଟାଙ୍ଗରପାଲି ବ୍ଲକ ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ୮ଟି ସ୍ଥାନରେ ରେଡ୍ ଚାଳିଛି । ପ୍ରାଥମିକ ତଦନ୍ତରୁ ଭିଜିଲାନ୍ସ ହାତରେ ୨୧ଟି ପ୍ଲଟ ସହ ୨ଟି ବହୁତଳ…

ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେଇ ଧରା ପଡ଼ିଲେ ପ୍ରଧାନ ଶିକ୍ଷକ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ । କୁମଝରିଆ ଅନୁସୂଚିତ ଜାତି ଓ ଜନଜାତି ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ବୋର୍ଡ ସାର୍ଟିଫିକେଟ୍ ପାଇଁ କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ସଞ୍ଜୟ ସାମଲ୍ ୧୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼଼ିଛନ୍ତି ।…