Latest Odisha News

BREAKING NEWS

Browsing Tag

Tokyo Olympics

ଟୋକିଓ ଅଲିମ୍ପିକ୍ସରେ ଭାରତର ଅଭିଯାନ: ରୌପ୍ୟରୁ ଆରମ୍ଭ, ସ୍ୱର୍ଣ୍ଣରେ ଶେଷ

ନୂଆଦିଲ୍ଲୀ: ଆଜି ଶେଷ ହେଉଛି ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । କରୋନା କାଳରେ କଟକଣା ସହ ମେଗା ଇଭେଣ୍ଟ ଆୟୋଜନ ସବୁଦିନ ପାଇଁ ମନେ ରହିବ । ଟୋକିଓ ଅଲିମ୍ପିକ୍ସ ଭାରତ ପାଇଁ ବି ସ୍ମରଣୀୟ ରହିବ । ମୋଟ ୭ଟି ମେଡାଲ୍ ନିଜ ନାଁରେ କରିଛି ଭାରତ । ରୌପ୍ୟରୁ ଆରମ୍ଭ ଓ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ

ଟୋକିଓ: ଅଲିମ୍ପିକ୍ସ ହକିରେ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଟିମ୍। ୪୧ ବର୍ଷ ପରେ ଜିତିଲା ପଦକ। ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିିତିଛ। କଡ଼ା ମୁକାବିଲା ହୋଇଥିଲା। ମ୍ୟାଚ୍ ରୋମାାଞ୍ଚ ଭରା ଥିଲା। ଆଟାକିଂ ଖେଲିଥିଲା ଟିମ୍ ଇଣ୍ଡିଆ। ଏହିି ବିିଜୟ ସହ ଭାରତ ୪୧ ବର୍ଷ ପରେ…

ଭାରତୀୟ ହକି ଟିମର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ, କ୍ୟାପଟେନ୍ ମନପ୍ରୀତଙ୍କ ସହ କଥା ହେଲେ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ହକିରେ ଭାରତ ସ୍ୱର୍ଣ୍ଣିମ ସଫଳତା ଦୋହରାଇ ପାରିଲା ନାହିଁ । କିନ୍ତୁ ସେମିଫାଇନାଲରେ ବେଲଜିୟମ୍ ବିପକ୍ଷ ମ୍ୟାଚରେ କଡ଼ା ମୁକାବିଲା କରି ହାରି ଗଲା । ହାରିଥିଲେ ବି ଦେଶବାସୀଙ୍କ ଦିଲ୍ ଜିତିଛି ଟିମ୍ ଇଣ୍ଡିଆ । ହାରିବା ପରେ ଖେଳାଳିଙ୍କ ମନୋବଳ ବଢ଼ାଇଛନ୍ତି…

କାଣ୍ଟେ କା ଟକ୍କରରେ ବେଲଜିୟମଠାରୁ ହାରିଲା ଭାରତୀୟ ପୁରୁଷ ହକି ଟିମ୍, ବ୍ରୋଞ୍ଜ ପାଇଁ ଲଢ଼ିବ

ଟୋକିଓ: ଅଲିମ୍ପିକ୍ସ ହକିରେ ଭାରତର ସ୍ୱର୍ଣ୍ଣ ଆଶା ଧୂଳିସାତ ହୋଇଛି । ସେମିଫାଇନାଲରେ ଓ୍ୱାର୍ଲଡ ଚାମ୍ପିଅନ୍ ବେଲଜିୟଠାରୁ ୫-୨ ଗୋଲରେ ହାରିଯାଇଛି ଭାରତୀୟ ପୁରୁଷ ହକି ଟିମ୍ । ଆଜିର ମ୍ୟାଚରେ କାଣ୍ଟେ କା ଟକ୍କର ହୋଇଥିଲା । ମ୍ୟାଚ୍ ହାରିଥିଲେ ବି ଭାରତ ପାଖରେ ପଦକ ଜିତିବାର ସୁଯୋଗ ରହିଛି ।…

ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍, ଅଷ୍ଟ୍ରେଲିଆକୁ ହରାଇ ଅଲିମ୍ପିକ୍ସ ସେମିରେ ଟିମ୍ ଇଣ୍ଡିଆ

ଟୋକିଓ: ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ଦବଦବା । ପୁରୁଷଙ୍କ ପରେ କମାଲ କଲେ ମହିଳା । କ୍ୱାର୍ଟର ଫାଇନାଲରେ ତିନି ଥର ଚାମ୍ପିଅନ୍ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ସେମି ଫାଇନାଲରୁ ଯାଇଛି ଭାରତୀୟ ମହିଳା ହକି ଟିମ୍ । ପ୍ରଥମ ଥର ମହିଳା ଟିମ୍ ଅଲିମ୍ପିକ୍ସ ହକି ସେମିଫାଇନାଲକୁ…

ଅଲିମ୍ପିକ୍ସ ୨୦୦ ମିଟର ଦୌଡ଼ରେ ନିରାଶ କଲେ ଦୂତୀ ଚାନ୍ଦ

ଟୋକିଓ: ଅଲିମ୍ପିକ୍ସ ଶହେ ମିଟର ପରେ ଦୁଇ ଶହ ମିଟରରେ ବି ନିରାଶ କଲେ ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ । ସେ ୨୦୦ ମିଟର ସେମିଫାଇନାଲକୁ ଯୋଗ୍ୟତା ହାସଲ କରିପାରି ନାହାନ୍ତି । ସେ ନିଜ ହିଟର ସପ୍ତମ ସ୍ଥାନରେ ରହିଥିଲେ । ୨୦୦ ମିଟରରେ ଚତୁର୍ଥ ହିଟରେ ଦୌଡ଼ିଥିଲେ ଦୂତୀ । ୨୦୦ ମିଟର ଅତିକ୍ରମ…

ବକ୍ସିଂ କ୍ୱାର୍ଟର ଫାଇନାଲରେ ହାରିଲେ ସତୀଶ କୁମାର, ପୁରୁଷ ବର୍ଗରେ ଭାରତର ଅଭିଯାନ ଶେଷ

ଟୋକିଓ: ଅଲିମ୍ପିକ୍ସ ପୁରୁଷ ବକ୍ସିଂରେ ନିରାଶ କଲେ ସତୀଶ କୁମାର । କ୍ୱାର୍ଟର ଫାଇନାଲ ମୁକାବିଲାରେ ପରାସ୍ତ ହୋଇଛନ୍ତି । ସୁପର ହେଭିଓ୍ୱେଟ ମୁକାବିଲାରେ ଓ୍ୱାର୍ଲଡ ଚାମ୍ପିଅନ୍ ଉଜବେକିସ୍ତାନ କୁସ୍ତିଯୋଦ୍ଧା ବଖୋଦିର ଜାଲୋଲେଭଙ୍କଠାରୁ ପରାସ୍ତା ହୋଇଛନ୍ତି । ୫-୦ରେ ଜିତି ଫାଇନାଲକୁ ଯାଇଛନ୍ତି…

୪୧ ପରେ ଅଲିମ୍ପିକ୍ସ ସେମି ଯିବା ଲକ୍ଷ୍ୟରେ ଭାରତୀୟ ହକି ଟିମ୍

ଟୋକିଓ: ଅଲିମ୍ପିକ୍ସରେ ଇତିହାସ ଦୋହରାଇବା ଲକ୍ଷ୍ୟରେ ଭାରତୀୟ ପୁରୁଷ ହକି ଟିମ୍ । ୪୧ବର୍ଷ ପରେ ଅଲିମ୍ପିକ୍ସ ସେମିଫାଇନାଲରେ ସ୍ଥାନ ପକ୍କା କରିବାଠୁ ଆଉ ପାଦେ ଦୂରରେ ରହିଛି । ଆଜି ବ୍ରିଟେନ୍ ବିରୋଧରେ ଟିମ୍ ଇଣ୍ଡିଆ କ୍ୱାର୍ଟର ଫାଇନାଲ୍ ମୁକାବିଲା ରହିଛି । ସନ୍ଧ୍ୟା ସାଢ଼େ ୫ଟାରେ ଏହି…

ସାଉଥ ଆଫ୍ରିକାକୁ ୪-୩ରେ ହରାଇଲା ଭାରତୀୟ ମହିଳା ହକି ଟିମ୍, ଅଲିମ୍ପିକ୍ସ କ୍ୱାର୍ଟର ଆଶା ଉଜ୍ଜୀବିତ

ଟୋକିଓ: ଅଲିମ୍ପିକ୍ସ ଗ୍ରୁପ ପର୍ଯ୍ୟାୟର କର ବା ମର ମ୍ୟାଚରେ ଭାରତୀୟ ମହିଳା ହକି ଟିମର ଜବରଦସ୍ତ ପ୍ରଦର୍ଶନ । କଡ଼ା ମୁକାବିଲାରେ ସାଉଥ ଆଫ୍ରିକାକୁ ୪-୩ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏଥିସହ କାର୍ଟୱ ଫାଇନାଲ୍ ଆଶା ଉଜ୍ଜୀବିତ ରହିଛି । ଗ୍ରୁପ୍ ପର୍ଯ୍ୟାୟରେ ୫ଟି ପାଞ୍ଚରୁ ଭାରତ…

କମାଲ୍ କଲେ କମଲପ୍ରୀତ କୌର, ଅଲିମ୍ପିକ୍ସ ଡିସକସ୍ ଥ୍ରୋ ଫାଇନାଲ ପାଇଁ କ୍ୱାଲିଫାଏ

ଟୋକିଓ: ଅଲିମ୍ପିକ୍ସ ମହିଳା ଡିସକସ ଥ୍ରୋ ଫାଇନାଲ୍ ପାଇଁ କ୍ୱାଲିଫାଏ କରିଛନ୍ତି ଭାରତର କମଲପ୍ରୀତ କୌର । କ୍ୱାଲିଫିକେସନ୍ ରାଉଣ୍ଡରେ ତୃତୀୟ ପ୍ରୟାସରେ ସେ ୬୪ ମିଟର ଫିଙ୍ଗିଥିଲେ । ତାଙ୍କ ଗ୍ରୁପରେ ୩୧ ଜଣ ଖେଳାଳିଙ୍କ ଭିତରେ କମଲପ୍ରୀତ ଦ୍ୱିତୀୟ ସ୍ଥାନରେ ରହିବା ସହ ଫାଇନାଲ୍ ରାଉଣ୍ଡକୁ…