Latest Odisha News

BREAKING NEWS

Browsing Tag

Tokyo Olympics

ବକ୍ସିଂରେ ନିରାଶ କଲେ ଓ୍ୱାର୍ଲଡ ଚାମ୍ପିଅନ୍ ଅମିତ ପଙ୍ଘଲ

ଟୋକିଓ: ଅଲିମ୍ପିକ୍ସରେ ଆଜି ଆରମ୍ଭରୁ ନିରାଶା ଖବର ଦେଇଛନ୍ତି ଭାରତୀୟ କ୍ରୀଡାବିତ୍ । ପୁରୁଷ ୫୨ କିଲୋ ବକ୍ସିରେ ଭାରତର ପଦକ ଆଶା ଆଶାରେ ରହିଗଲା । ବିଶ୍ୱ ଚାମ୍ପିଅନ୍ ଭାରତୀୟ ବକ୍ସର ଅମିତ ପଙ୍ଘଲ ପ୍ରି-କ୍ୱାର୍ଟର ଫାଇନାଲ୍ ହାରି ଯାଇଛନ୍ତି । କଲୋମ୍ବିଆ ପ୍ରତିଯୋଗୀ ୟୁବେର୍ଜେନ…

ଅଲିମ୍ପିକ୍ସ ୧୦୦ ମିଟର ହିଟରେ ନିରାଶ କଲେ ଦୂତୀ ଚାନ୍ଦ

ଟୋକିଓ: ଅଲିମ୍ପିକ୍ସ ଶହେ ମିଟର ରେସ୍ ହିଟ ରାଉଣ୍ଡରେ ନିରାଶ କରିଛନ୍ତି ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦ । ଶହେ ମିଟର ଦୌଡ଼ (ରାଉଣ୍ଡ-୧)ର ହିଟ-୫ରେ ସେ ଦୌଡ଼ିଥିଲେ । ଭଲ ପ୍ରଦର୍ଶନ ସତ୍ତ୍ୱେ ସପ୍ତମ ସ୍ଥାନରେ ରହିଥିଲେ ଦୂତୀ ଚାନ୍ଦ । ଶହେ ମିଟର ଅତିକ୍ରମ କରିବା ପାଇଁ ସେ ନେଇଥିଲେ ୧୧.୫୪…

ଭାରତ ପାଇଁ ଆଉ ଗୋଟିଏ ପଦକ ପକ୍କା କଲେ ଲଭଲିନା

ଟୋକିଓ: ଅଲିମ୍ପିକ୍ସରେ ଭାରତ ପାଇଁ ଆଉ ଗୋଟିଏ ପଦକଠାରୁ ପାଦେ ଦୂରରେ ମହିଳା ବକ୍ସର ଲଭଲିନା ବୋରଗୋହେନ । ୬୪-୬୯ କିଲୋ ବର୍ଗ କ୍ୱାର୍ଟର ଫାଇନାଲରେ ତାଇପେଇର ପୂର୍ବତନ ବିଶ୍ୱ ଚାମ୍ପିଅନ ଚିନ୍ ଚେନଙ୍କୁ ୪-୧ରେ ପରାସ୍ତ କରିଛନ୍ତି । ଏହି ବିଜୟ ସହ ସେମି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଲଭଲିନା ।…

ଆଉ କେଇ ମିନିଟରେ ଅଲିମ୍ପିକ୍ସ ୧୦୦ ମିଟର ଟ୍ରାକକୁ ଓହ୍ଲାଇବେ ଦୂତୀ

ଟୋକିଓ: ଆଉ କିଛି ମିନିଟର ଅପେକ୍ଷା । ଟୋକିଓ ଅଲିମ୍ପିକ୍ସ ଟ୍ରାକକୁ ଓହ୍ଲାଇବେ ଓଡ଼ିଶାର ଦୌଡ଼ରାଣୀ । ଭାରତୀୟ ସମୟ ସକାଳ ୯ଟା ୧୭ ମିନିଟରେ ଶହେ ମିଟର ଟ୍ରାକରେ ଭାଗ୍ୟ ପରୀକ୍ଷା କରାଇବେ ଦୂତୀ ଚାନ୍ଦ । ହିଟ ନମ୍ବର ୫ରେ ଦୌଡ଼ିବେ ଦୌଡ଼ରଣୀ । ୫ ନମ୍ବର ହିଟରେ ଦୂତି ଚାନ୍ଦଙ୍କ ସହ ଜମାଇକା,…

ଅଲିମ୍ପିକ୍ସ ତୀରନ୍ଦାଜ: ପଦକ ଅଭିମୁଖେ ପାଦ ବଢ଼ାଉଛନ୍ତି ଦୀପିକା କୁମାରୀ

ଟୋକିଓ: ତୀରନ୍ଦାଜରେ ପଦକ ଆଶା ଦେଖାଇଲେ ଭାରତୀୟ ତୀରାନ୍ଦାଜୀ ଦୀପିକା କୁମାରୀ । ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ବିଶ୍ୱର ଏହି ଏକ ନମ୍ବର ମାନ୍ୟତାପ୍ରାପ୍ତ ତୀରନ୍ଦାଜୀ । ମହିଳା ଏକକ ବର୍ଗର ରାଉଣ୍ଡା ୧୬ରେ ରୁଷିଆର ସେନିଆ ପେରୋଭାଙ୍କୁ ସୁଟଆଉଟରେ ୬-୫ରେ ପରାସ୍ତ କରି…

ଅଲିମ୍ପିକ୍ସ: ୩୭ ବର୍ଷ ପରେ ଗ୍ରୁପ ଷ୍ଟେଜରେ ୩ ମ୍ୟାଚ ଜିତିଲେ ଭାରତୀୟ ହକି ଟିମ୍‌

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳି ଲୟକୁ ଫେରିଛନ୍ତି । ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତୀୟ ହକି ଦଳ ଅଲିମ୍ପିକ ଚାମ୍ପିୟନ ଆର୍ଜେଂଟିନାକୁ ୩-୧ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିିଛି । ଦୀର୍ଘ ୩୭ ବର୍ଷ ପରେ ଅଲିମ୍ପିକ୍ସରେ ଭାରତ ଗ୍ରୁପ ଷ୍ଟେଜରେ…

ଫ୍ଲାଇଟ ମିସ୍ କଲେ ଭିନେଶ, ଟୋକିଓରେ ପଂହଚି ପାରିବେ ତ!

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟ ଟୋକିଓ ଫ୍ଲାଇଟ ମିସ୍ କରିଛନ୍ତି । ୟୁରୋପିଆନ ୟୁନିୟନରେ ଭିଜାରେ ପ୍ରଦତ ତାରିଖଠାରୁ ସେ ଗୋଟିଏ ଦିନ ଅଧିକ ରହି ଯାଇଥିଲେ । ଫଳରେ ତାଙ୍କୁ ଫ୍ଲାଇଟରେ ଯିବାକୁ ଅନୁମତି ମିଳି ନ ଥିଲା । ପ୍ରାପ୍ତ ଖବର ଅନୁସାରେ ଭିନେଶକୁ ଟୋକିଓରେ…

ତୀରନ୍ଦାଜ, ମହିଳା ହକିରେ ପୁନର୍ବାର ନିରାଶା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବୁଧବାର ଭାରତୀୟ ତୀରନ୍ଦାଜ, ମହିଳା ହକି ଓ ରୋଇଂରେ ଭାରତୀୟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତୀରନ୍ଦାଜରେ ତରୁଣଦୀପ ରାୟ ପୁରୁଷ ସିଙ୍ଗଲ୍ସ ପଦକ ଦୌଡରୁ ବାଦ୍ ପଡିଛନ୍ତି । ରାଉଣ୍ଡ ଅଫ ୧୬ ଏଲିମିନେଶନ ମୁକାବିଲାରେ ଇସ୍ରାଏଲର ଇଟେ ଶୈନୀଙ୍କ ସହ ତାଙ୍କ…

ଟୋକିଓ ଅଲିମ୍ପିକ୍ସ: ଦ୍ୱିତୀୟ ଗ୍ରୁପ୍ ମ୍ୟାଚ୍ ଜିତିଲେ ପି. ଭି. ସିନ୍ଧୁ

ଟୋକିଓ: ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ପି. ଭି. ସିନ୍ଧୁଙ୍କ ବିଜୟ ଅଭିଯାନ ଜାରି ରହିଛି । ମହିଳା ସିଙ୍ଗଲ୍ସର ଦ୍ୱିତୀୟ ଗ୍ରୁପ୍ ମ୍ୟାଚରେ ବିଜୟୀ ହୋଇଛନ୍ତି । ହଂକଂ ପ୍ରତିଯୋଗୀ ଚେଉଙ୍ଗ ନ୍ୟାଙ୍ଗଙ୍କୁ ୨୧-୯, ୨୧-୧୬ ସେଟରେ ପରାସ୍ତା କରିଛନ୍ତି । ଏହି ବିଜୟ ସହ ସେ ରାଉଣ୍ଡ ୧୬କୁ ଉନ୍ନୀତ…

ଅଲିମ୍ପିକ୍ସ ସୁଟିଂରେ ଖରାପ ପ୍ରଦର୍ଶନ: ପୁଣି ନିରାଶ କଲେ ମନୁ ଭାକର-ସୌରଭ ଚୌଧୁରୀ ଯୋଡ଼ି

ଟୋକିଓ: ଅଲିମ୍ପିକ୍ସ ସୁଟିଂରେ ଭାରତର ପଦକ ଆଶା ପୁଣି ଥରେ ଧୂଳିସାତ ହୋଇଛି । ନିରାଶ କରିଛନ୍ତି ସୁଟର ମନୁ ଭାକର-ସୌରଭ ଚୌଧୁରୀ ଯୋଡ଼ି । ପାଞ୍ଚ ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍ ଯୋଡି ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟର ମେଡାଲ୍ ମ୍ୟାଚ୍ ରାଉଣ୍ଡକୁ ଯାଇ ପାରି ନାହାନ୍ତି ।…