Latest Odisha News

BREAKING NEWS

Browsing Tag

Tokyo Olympics

ଟୋକିଓ ଅଲିମ୍ପିକ୍ସରୁ ଓହରିଲେ ଫେଡେରର

ଟୋକିଓ: ଟୋକିଓ ଅଲିମ୍ପିକ୍ସରୁ ଆଜି ଟେନିସ ଷ୍ଟାର ରୋଜର ଫେଡେରର ଓହରି ଯାଇଛନ୍ତି । ପୂର୍ବରୁ ସ୍ପେନର ରାଫେଲ ନାଡାଲ ମଧ୍ୟ ଏହି କ୍ରୀଡା ମହାକୁମ୍ଭରୁ ନିଜକୁ ଦୂରେଇ ରଖିଛନ୍ତି । ଆଘାତ ସମସ୍ୟା ଯୋଗୁ ସେମାନେ ଏହି ନିଷ୍ପତି ନେଇଥିବା ଜଣାପଡିଛି । ରିପୋର୍ଟ ମୁତାବକ ସର୍ବିୟାର ନୋଭାକ…

ଟୋକିଓ ଯିବେ ୧୧୯ ଖେଳାଳିଙ୍କ ସମେତ ୨୨୮ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମ୍‌

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଖେଳିବା ପାଇଁ ୧୧୯ ସମେତ ୨୨୮ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମ୍ ଟୋକିଓ ଯିବେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ନରିନ୍ଦର ବାତ୍ରା କହିଛନ୍ତି । ଏଥିରେ ୬୭ ପୁରୁଷ ଏବଂ ୫୨ ମହିଳା ପ୍ରତିଯୋଗୀ ରହିବେ । ୧୭…

ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀଙ୍କୁ ମନ ଖୋଲି କଣ କହିଲେ ଓଡିଶା ଧାବିକା ଦୂତି ଚାନ୍ଦ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଟୋକିଓ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିବା ଭାରତୀୟ ଖେଳାଳିଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ ପ୍ରଧାନମନ୍ତ୍ରୀଙ୍କୁ ନିଜ ମନର କଥା କହିଥିଲେ । ଓଡିଶାର ଏହି ଆଥଲେଟ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ,…

ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିବା ଆଥଲେଟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜୁଲାଇ ୨୩ରୁ ଟୋକିଓ ଅଲିମ୍ପିକ୍ସ । ଜୁଲାଇ ୧୭ରେ ଭାରତୀୟ ଆଥଲେଟ୍ ଜାପାନ ଗସ୍ତରେ ଯିବେ । ତାପୂର୍ବରୁ ଆଜି ଅଲିମ୍ପିକ୍ସରେ ଭାଗ ନେଉଥିବା ଆଥଲେଟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ସନ୍ଧ୍ୟା ୫ଟାରେ ସେମାନଙ୍କ ସହ କଥା ହେବେ । ଶୁଭେଚ୍ଛା…

ପୁରୁଷ ହକି ଦଳରେ ଅଭିଜ୍ଞ ଖେଳାଳିଙ୍କ ଅଭାବ ପୂର୍ବତନ ଅଲିମ୍ପିଆନ ଲାଜରୁସଙ୍କୁ ଚିନ୍ତାରେ ପକାଇଛି

ରାଉରକେଲା: ଟୋକିଓ ଅଲିମ୍ପିକ୍ସ ଆଉ କେତୋଟି ହାତ ଗଣତି ଦିନ ପରେ ଆରମ୍ଭ ହୋଇଯିବ । ଭାରତ ପୁରୁଷ ହକି ଦଳଠାରୁ ପଦକ ଆଶାରେ ରହିଛନ୍ତି କ୍ରୀଡାପ୍ରେମୀ । ତେବେ ଦଳରେ ଅଭିଜ୍ଞ ଖେଳାଳିଙ୍କ ଅଭାବ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପୂର୍ବତନ ଅଲିମ୍ପିଆନ ତଥା ଓଡିଶାର ମହାନ ହକି ଖେଳାଳି ଲାଜରୁସ…

ଅଲମ୍ପିକ୍ସରେ ପଦକ ବିଜେତା ଓଡ଼ିଆଙ୍କ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ଟୋକିଓ ଅଲମ୍ପିକ୍ସରେ ଯୋଗ ଦେବାକୁ ଥିବା ଓଡ଼ିଆ କ୍ରୀଡାବିତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କୁ ଉତ୍ସାହିତ କରିବ ସହ ଶୁଭେଚ୍ଛା ଜଣାଇଛନ୍ତି । ଘୋଷଣା କରିଛନ୍ତି ମେଡାଲ ବିଜେତାଙ୍କ ପାଇଁ ପୁରସ୍କାର ରାଶି। ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରତି…