Latest Odisha News

BREAKING NEWS

Browsing Tag

Tokyo Olympics

ଅଲିମ୍ପିକ୍ସ ପୁରୁଷ ହକି: ସ୍ପେନକୁ ୩-୦ରେ ହରାଇଲା ଭାରତ

ଟୋକିଓ: ଅଷ୍ଟ୍ରେଲିଆଠାରୁ ପରାଜୟ ପରେ ଟୋକିଓ ଅଲିମ୍ପିକ୍ସରେ ପୁଣି ଥରେ ବିଜୟଧାରାକୁ ଫେରିଛି ଭାରତୀୟ ପୁରୁଷ ହକି ଟିମ୍ । ଆଜି ସ୍ପେନକୁ ୩-୦ ଗୋଲରେ ପରାସ୍ତ କରିଛି ଭାରତ । ଗ୍ରୁପ ପର୍ଯ୍ୟାୟର ଏହି ମ୍ୟାଚକୁ ଏକତରଫା ଭାବରେ ଜିତି ନେଇଛି ଟିମ୍ ଇଣ୍ଡିଆ । ରୂପିନ୍ଦର ପାଲ ସିଂହ ୨ଟି ଓ…

ଅଲିମ୍ପିକ୍ସ ଅସୀ ଚାଳନାର ପ୍ରଥମ ରାଉଣ୍ଡ ଜିତିଲେ ଭାରତର ଭବାନୀ ଦେବୀ

ଟୋକିଓ: ଅଲିମ୍ପିକ୍ସର ଅସୀ ଚାଳନାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି ଭାରତର ସି. ଏ. ଭବାନୀ ଦେବୀ । ଫେନ୍ସିଂରେ ପ୍ରଥମ ରାଉଣ୍ଡ ମ୍ୟାଚ୍ ଜିତିଛନ୍ତି । ମହିଳା ସବ୍‌ରେ ଇଭେଣ୍ଟରେ ଟ୍ୟୁନିସିଆର ବେନ ଆଜିଜିଙ୍କୁ ୧୫/୩ରେ ପରାସ୍ତ କରିଛନ୍ତି ଭବାନୀ ଦେବୀ । ଫ୍ରାନ୍ସର ବ୍ରୁଟେନଙ୍କୁ ସେ…

ଟୋକିଓ ଅଲିମ୍ପିକ୍ସ; ମୀରାବାଇ ଚାନୁଙ୍କୁ ଆଜୀବନ ମାଗଣା ପିଜା ଯୋଗାଇବ ‘ଡୋମିନୋସ୍‌’

ନୂଆଦିଲ୍ଲୀ: ଜୁଲାଇ ୨୪ରେ ଟୋକିଓ ଅଲିମ୍ପିକ୍ସରେ ୪୯ କିଲୋଗ୍ରାମ ଭାରୋତ୍ତୋଳନ ମହିଳା ବର୍ଗରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଗୌରବ ଅର୍ଜନ କରିଛନ୍ତି ଭାରତୀୟ ଭାରୋତ୍ତୋଳନକାରୀ ମିରାବାଇ ଚାନୁ। ଏଥିପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ ବହୁ ପ୍ରଶଂସା ସାଉଁଟିଛନ୍ତି ସେ। ସେ ଦ୍ବିତୀୟ ଭାରତୀୟ…

ଟୋକିଓ ଅଲିମ୍ପିକ୍ସ: ପ୍ରଥମ ମ୍ୟାଚ୍ ଜିତିଲେ ପି. ଭି. ସିନ୍ଧୁ

ଟୋକିଓ: ଅଲିମ୍ପିକ୍ସରେ ଗ୍ରୁପ୍ ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି ଭାରତୀୟ ସଟଲର ପି. ଭି. ସିନ୍ଧୁ । ଗ୍ରୁପ-ଜିର ପ୍ରଥମ ମୁକାବିଲାକୁ ସେ ଜିତି ନେଇଛନ୍ତି । ଇସ୍ରାଏଲର ସୋନିଆ ପୋଲିକାରପୋଓ୍ୱାଙ୍କୁ ୨୧-୭, ୨୧-୧୦ ସେଟରେ ହରାଇଛନ୍ତି । ମାତ୍ର ୨୯ ମିନିଟ ଲଢ଼େଇ ବାଜି ମାରିଛନ୍ତି…

ଟୋକିଓ ଅଲିମ୍ପିକ୍ସ ଭିଲେଜରେ ମାଡୁଛି କରୋନା: ଦୁଇ ଆଥଲେଟ୍ ସଂକ୍ରମିତ

ଟୋକିଓ: ଅଲିମ୍ପିକ୍ସକୁ ଘାରିଲାଣି କରୋନା କଳାବାଦଲ । କ୍ରୀଡ଼ା ମହାକୁମ୍ଭ ପାଖେଇ ଆସିବା ବେଳେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପୂର୍ବରୁ ଜଣେ ଆୟୋଜକ ସଦସ୍ୟ ସଂକ୍ରମିତ ହୋଇଥିବା ବେଳେ ଏବେ ଦୁଇ ଜଣ ଆଥଲେଟ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି ଏହି…

ଟୋକିଓ ଅଲିମ୍ପିକ୍ସ ଭିଲେଜରେ ପଶିଲା କରୋନା

ଟୋକିଓ: ଆଉ ଦିନ କେଇଟା ପରେ ଆରମ୍ଭ ହେବ କ୍ରୀଡ଼ାର ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ପହଞ୍ଚିଲେଣି ବିଭିନ୍ନ ଦେଶର ଖେଳାଳି । ଏହାରି ଭିତରେ ଅଲିମ୍ପିକ୍ସ ଭିଲେଜରୁ ସାମନାକୁ ଆସିଛି ପ୍ରଥମ କରୋନା କେସ୍ । ଏନେଇ ଆୟୋଜନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।…

ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ ଜୋକୋଭିଚ

ଟୋକିଓ:ନିକଟରେ କ୍ୟାରିୟରର ୨୦ତମ ଗ୍ରାଣ୍ଡସ୍ଲାମ ଜିତିଥିବା ସର୍ବିୟାର ନୋଭାକ ଜୋକୋଭିଚ ଟୋକିଓ ଅଲିମ୍ପିକ୍ସରେ ଖେଳିବା ନେଇ ଘୋଷଣା କରିଛନ୍ତି । କରୋନା ମହାମାରୀ ଯୋଗୁ କିଛି ଦିନ ହେବ ତାଙ୍କ ଖେଳିବା ନେଇ ସସ୍ପେନ୍ସ ରହିଥିଲା । ଏବେ ସେ ଏଥିନେଇ ସମ୍ମତି ପ୍ରକାଶ କରିବା ପରେ ପ୍ରଶଂସକଙ୍କ…

ଗ୍ଲୋବାଲ ସ୍ପୋର୍ଟ୍ସ ଡାଟା କମ୍ପାନୀ ଗ୍ରେସନୋଟର ଭବିଷ୍ୟବାଣୀ, ଅଧିକ ପଦକ ସହ ଶ୍ରେଷ୍ଠ ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଅଧିକ ପଦକ ଜିତିବ ବୋଲି ଗ୍ଲୋବାଲ ସ୍ପୋର୍ଟ୍ସସ ଡାଟା କମ୍ପାନୀ ଗ୍ରେସନୋଟ ଭବିଷ୍ୟବାଣୀ କରିଛି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ସର୍ବାଧିକ ୬ ପଦକ ଜିତିଥିଲା । ଏଥର ୧୭ ପଦକ ଭାରତ ଜିତିବ ବୋଲି ଭବିଷ୍ୟବାଣୀ…

ଟୋକିଓ ଅଲିମ୍ପିକ୍ସରେ ଏଥର ବିଜେତା ନିଜକୁ ନିଜେ ପଦକ ଦେବ

ଟୋକିଓ: କରୋନା ମହାମାରୀକୁ ଆଖି ଆଗରେ ରଖି ଟୋକିଓ ଅଲିମ୍ପିକ୍ସରେ ଆବଶ୍ୟକୀୟ ସତର୍କତା ଗ୍ରହଣ କରାଯାଇଛି । ନୂତନ ନିୟମ ଅନୁସାରେ ଏଥର ବିଜୟୀ ଆଥଲେଟଙ୍କୁ କେହି ପଦକ ପିନ୍ଧାଇବେ ନାହିଁ । ପ୍ରତିଯୋଗୀ ନିଜ ବେକରେ ନିଜେ ପଦକ ଝୁଲାଇବ । ଏହା ବ୍ୟତୀତ କାହା ସହିତ ହାତ ମିଳାଇ ପାରିବେ ନାହିଁ ଓ…

ଅଲିମ୍ପିକ୍ସରେ ପ୍ରଭାବ ବିସ୍ତାର କରୁଛନ୍ତି ଭାରତୀୟ ମହିଳା ଆଥଲେଟ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୫୫ ମହିଳା ଆଥଲେଟ ଅଂଶଗ୍ରହଣ କରିବେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଭାରତୀୟ ମହିଳା ଆଥଲେଟ ଅଲିମ୍ପିକ୍ସରେ ସେମାନଙ୍କ ପ୍ରଭାବ ବିସ୍ତାର କରୁଛନ୍ତି । ଭାରତ ସ୍ୱାଧୀନ ହେବା ପୂର୍ବରୁ ୧୯୦୦, ୧୯୨୦, ୧୯୨୮, ୧୯୩୨ ଓ ୧୯୩୬ରେ ଏବଂ ପରେ ୧୯୪୮,…