Latest Odisha News

BREAKING NEWS

Browsing Tag

Transalted poem

ଅନୁବାଦ କବିତା : ମୁଁ ନୁହେଁ ତମ ତଥ୍ୟ

ଛଟିଶଗଡ଼ର ଯଶପୁର ଜିଲ୍ଲାରେ ଓରାଓଁ ଆଦିବାସୀ ସମ୍ପ୍ରଦାୟରେ ଜନ୍ମିତ ଅଭୟ ଖାଖା, ପେଷାରେ ଜଣେ ସମାଜ ବିଜ୍ଞାନୀ ଥିଲେ ବି ହୃଦୟ ତାଙ୍କର ଥିଲା ସବୁବେଳେ ଆଦିବାସୀଙ୍କ ନିକଟରେ । ସସେକ୍ସ ବିଶ୍ୱବିଦ୍ୟାଳୟ ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିବା ଖାଖା ବିଭିନ୍ନ ଛାତ୍ର…

ଅନୁବାଦ କବିତା : ଅକିଞ୍ଚନ

ମୂଳ ହିନ୍ଦୀ : ଅଶୋକ ବାଜପେୟୀ  ଯଦି ତିଷ୍ଠିବ ତେବେ ସେ ହିଁ ତିଷ୍ଠିବ ଆମ ସମସ୍ତଙ୍କ ଭିତରେ ସେହି ଅକିଞ୍ଚନ ମଣିଷଟି ଯିଏ ରୁଆବ ଆଗରେ କାକୁତିମିନତି ହୁଏନି, ନିଜ ପିଲାଙ୍କ ନମ୍ୱର ବଢାଇବା ଲାଗି ଯାଏନି ମାଷ୍ଟରଙ୍କ ଘରକୁ, ଯିଏ ରାସ୍ତାରେ ପଡିଥିବା ଆହତକୁ ସବୁ କାମ ଛାଡି ସବା ଆଗେ…

ଅନୁବାଦ କବିତା : ସ୍ମୃତି

ମୂଳ ରଚନା : ଉଆନ ରମୋନ ହିମେନେଜ ମୋ ଆତ୍ମାର ନିଭୃତରେ ଏକ କ୍ଷୁଦ୍ର ଝରଣାର ଧାରା ମତେ ଛୋଟ କରିଦିଏ। ମୁଁ ପ୍ରାୟ ମୋର ଶକ୍ତି ହରାଇ ବସେ। ଆକାଶ ବି ମତେ ସାହାଯ୍ୟ କରେନି ଏପରିକି ତାରାମାନେ ବି ମତେ ପ୍ରତାରିତ କରନ୍ତି। ମୋ ଉପରେ କେହି ହେଲେ ନାହିଁ ସବୁ ଖାଲି ତଳେ ମୋର ଅତଳ…

ଅନୁବାଦ କବିତା : ପ୍ରେମ ପ୍ରେମ ପ୍ରେମ

ମୂଳ ରଚନା : ଡେରେକ ୱାଲକର୍ଟ  ସମୟ ଆସିବ, ଯେତେବେଳେ ଅତି ଆନନ୍ଦରେ ନିଜ ଘରର ଦ୍ୱାର ଦେଶରେ ନିଜ ଆସିବାକୁ ଅଭ୍ୟର୍ଥନା ଜଣାଇବ , ତୁମ ନିଜ ଆଇନାରେ ନିଜକୁ ଅନାଇ ପରସ୍ପରକୁ ସ୍ୱାଗତ କରିବ ଏବଂ କହିବ ଏଇଠି ବସ, ଖାଅ । ତୁମେ ପୁଣିଥରେ ତୁମ ଅଚିହ୍ନା ନିଜକୁ ଭଲ ପାଇବ। ବାଢି ଆଣ…