Latest Odisha News

BREAKING NEWS

Browsing Tag

WEBINAR

ନିଜ ମାତୃଭାଷା ନପଢିଲେ ହେବ ‘ଭାଷା ଅନାଥ‘ : ମିନି କ୍ରିଷ୍ଣନ୍

ଭୁବନେଶ୍ୱର : ଯଦି ନିଜ ମାତୃଭାଷାକୁ ପ୍ରାଥମିକ ସ୍ତରରେ ବିଦ୍ୟାଳୟର ଶିଶୁ ମାନେ ନପଢିବେ ଶେଷରେ ସେମାନେ ‘ଭାଷା ଅନାଥ‘ ହୋଇଯିବେ । ଏହିଭଳି ଏକ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗକୁ ନିଜ ଚିନ୍ତା ଧାରା ସହ ବ୍ୟକ୍ତ କରିଛନ୍ତି ପ୍ରତିଷ୍ଠିତ ସ୍ତମ୍ଭକାର ତଥା ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରେସ୍‌ର…

ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ଜନ୍ମଦିବସ ୱେବିନାର ମାଧ୍ୟମରେ ପାଳିତ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଅନୁଷ୍ଠାନ 'ବିନ୍ଦୁ ସାହିତ୍ୟ ସମାଜ' ପକ୍ଷରୁ ଶିକ୍ଷାବିତ ତଥା ଲେଖକ ପ୍ରଫେସର ନିତ୍ୟାନନ୍ଦ ମିଶ୍ରଙ୍କ ୬୯ ତମ ଜନ୍ମଦିବସ ୱେବିନାର ମାଧ୍ୟମରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ପୂର୍ବତନ ସାଂସଦ ତଥା କବି ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି…

‘ମା ଘର’ ଫାଉଣ୍ଡେସନ ପକ୍ଷରୁ ‘ମା ଓ ବିଶ୍ଵଶାନ୍ତି’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର : ବିଶ୍ୱ ମାତୃଦିବସ ଅବସରର 'ମା ଘର' ଫାଉଣ୍ଡେସନ ପକ୍ଷରୁ ୱେବିନାର ମାଧ୍ୟମରେ ଏକ ଆନ୍ତର୍ଜାତିୟ ସ୍ତରର ଆଲୋଚନାଚକ୍ର ଆୟୋଜିତ ହୋଇ ଯାଇଛି। ବିଶ୍ୱରେ କରୋନାର ପ୍ରଭାବ ସମୟରେ 'ମା ଓ ବିଶ୍ଵଶାନ୍ତି 'ଶୀର୍ଷକ ଆୟୋଜିତ ଏହି ଆଲୋଚନାଚକ୍ରରେ କେରଳର ମାନ୍ୟବର ଗଭର୍ଣ୍ଣର ଆରିଫ ମହମ୍ମଦ…

ଗ୍ଲୋବାଲ୍‍ ୱେଷ୍ଟର୍ଣ୍ଣ ଓଡ଼ିଶା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଭୁବନେଶ୍ୱର: ନାରୀ ଶାନ୍ତି, ମୈତ୍ରୀ, ପ୍ରୀତି, ଶକ୍ତି ଓ ସମୃଦ୍ଧିର ଓଜସ୍ୱିନୀ ଉତ୍ସ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ମହିଳାଙ୍କୁ ସଠିକ ସୁବିଧା, ସୁଯୋଗ ଓ ସାକାରାତ୍ମକ ସମର୍ଥନ ମିଳେ ତେବେ ସମାଜରେ ଶ୍ରେଷ୍ଠତ୍ୱ ହାସଲ କରିବା ସେମାନଙ୍କ ପକ୍ଷରେ ସହଜସାଧ୍ୟ ବ୍ୟାପାର…

ଆଇଓସିଏଲ୍ ଭଦ୍ରକରେ ପ୍ରତିଷ୍ଠା କରିବ ‘ଟେକ୍ସଟାଇଲ୍ ପାର୍କ’

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିସନ ପୂର୍ବୋଦୟକୁ ସଫଳ କରିବା ପାଇଁ ପୂର୍ବ ଭାରତର ବିକାଶ ଉପରେ ପ୍ରାଧାନ୍ୟ ଦେଇଆସିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶାରେ ପ୍ରାକୃତିକ ସମ୍ପଦ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ସୁଯୋଗ ରହିଥିଲେ ମଧ୍ୟ, ଏହା କେତେକ କ୍ଷେତ୍ରରେ ପୂର୍ବ…

କୃଷି ଉଦ୍ୟୋଗୀଙ୍କ ପାଇଁ ବ୍ୟାଙ୍କିଂ ଟିପ୍ସ ବିଷୟବସ୍ତୁ ଉପରେ ୱେବିନାର ଆୟୋଜିତ

ଭୁବନେଶ୍ୱର : କୋଭିଡ ସମୟରେ ରାଜ୍ୟର ଅନ୍ୟ ସବୁ କ୍ଷେତ୍ର ଭଳି କୃଷି ଉଦ୍ୟୋଗ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି । ତେବେ କୃଷି ଉଦ୍ୟୋଗ କ୍ଷେତ୍ରରେ ଆଗକୁ ବଢିବା ସହ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭର ହେବା ଲାଗି ରହିଛି ଅନେକ ସୁଯୋଗ । ଏ ଦିଗରେ ରାଜ୍ୟ ଏବଂ କେନ୍ଦ୍ର ସରକାର…

ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜାତୀୟ ୱେବିନାର୍

ଢେଙ୍କାନାଳ: ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଗଣିତ ବିଷୟ ଉପରେ ଜାତୀୟ ୱେବିନାର ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶା ଏବଂ ଓଡ଼ିଶା ବାହାରୁ ବିଶିଷ୍ଟ ଶିକ୍ଷାବିତମାନେ ଯୋଗ ଦେଇଥିଲେ । ଗଣିତ ପରି ବିଷୟକୁ ନେଇ ଆଗକୁ କିପରି ବଢିହେବ ଏବଂ କ୍ୟାରିଅର ଗଢିବାରେ ଏହା କେତେ ସାହାଯ୍ୟ…

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଦିଲ୍ଲୀପ ଶତପଥି ଥିଲେ ଅଜାତଶତ୍ରୁ । ଓଡ଼ିଶାର ସାମ୍ବାଦିକ ଜଗତକୁ ତାଙ୍କର ବହୁମୂଲ୍ୟ ଅବଦାନ ରହିଛି । ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଓ ସାମ୍ବାଦିକ ଭାବେ ସେ ଯେତିକି ପ୍ରତିଷ୍ଠା ଅର୍ଜନ କରିଥିଲେ, ଜଣେ ବନ୍ଧୁବତ୍ସଳ ଓ ଛାତ୍ର ବତ୍ସଳ ବ୍ୟକ୍ତି ଭାବେ…

ଆର୍ଥିକ ଅନଗ୍ରସର ଲୋକଙ୍କୁ ଏମ୍‌ଏସ୍‌ଏମ୍‌ଇ ଗୁଣାତ୍ମକ ଜୀବନଶୈଳୀ ପ୍ରଦାନ କରିବାରେ ସହାୟ ହେବ: କ୍ୟାପଟେନ ଦିବ୍ୟଶଙ୍କର…

ଭୁବନେଶ୍ୱର: ଶିଳ୍ପସଂସ୍ଥା ଏବଂ ଏମ୍‌ଏସ୍‌ଏମ୍‌ଇ ଆମ ଜୀବିକାନିର୍ବାହର ମୁଖ୍ୟ ଉତ୍ସ । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ସର୍ବାଧିକ ରୋଜଗାର ସୁଯୋଗ ରହିଛି । ବର୍ତ୍ତମାନ ଆମ ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଯୋଗ୍ୟ ଯୁବକ କରୋନା ଯୋଗୁଁ ବିଭିନ୍ନ ରାଜ୍ୟରୁ ନିଜ ରାଜ୍ୟକୁ ଫେରିଆସିଛନ୍ତି । ଏହି କୁଶଳୀ…

ମାନବ ସମ୍ବଳର ବିକାଶ, ରାଷ୍ଟ୍ରକୁ ପ୍ରଗତି ପଥରେ ଅଗ୍ରସର କରାଏ : ବୈଜୟନ୍ତ

ଭୁବନେଶ୍ୱର - ଆମ ରାଜ୍ୟର ସାମର୍ଥ୍ୟ ପ୍ରାକୃତିକ ସମ୍ବଳ । ଯାହା ବିଭିନ୍ନ ପୁଞ୍ଜିନିବେଶର ମୁଖ୍ୟ ଆକର୍ଷଣ । କିନ୍ତୁ ଯଦି ଆମେ ଭିତ୍ତିଭୂମି କ୍ଷେତ୍ରକୁ ଅନୁଧ୍ୟାନ କରିବା ପ୍ରକଳ୍ପ ଆରମ୍ଭ କରିବା ପାଇଁ ଜମି ଅଧିଗ୍ରହଣ ଏକ ମୁଖ୍ୟ ପ୍ରତିବନ୍ଧକ । ଆମ ସାମର୍ଥ୍ୟ ଜାଣିବା ସହିତ ଆମର ଦୁର୍ବଳତାକୁ…