Latest Odisha News

BREAKING NEWS

Browsing Tag

whatsapp

ହ୍ଵାଟ୍ସଆପର ଏହି ନୂଆ ଅପ୍ଡେଟ୍ ଉପଭୋକ୍ତାମାନଙ୍କୁ ବେଶ୍ ଆକର୍ଷିତ କରିବ

ନୂଆଦିଲ୍ଲୀ: ବିଶ୍ବର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ଵାଟ୍ସଆପ ଏବେ ନୂଆ ନୂଆ ଫିଚର ଯୋଡିବାରେ ଲାଗିଛି। ୟୁଜର୍ସମାନଙ୍କ ଆଗ୍ରହ ବଢାଇବା ପାଇଁ ଦିନକୁ ଦିନ ହ୍ଵାଟ୍ସଆପରେ ନୂଆ ନୂଆ ଫିଚର ଯୋଡ଼ା ହେଉଛି। କିଛି ଦିନ ପୂର୍ବରୁ କମ୍ପାନୀ ଆଇଓଏସ୍ ଏବଂ ଏଣ୍ଡ୍ରୋଏଡ୍ ବ୍ୟବହାରକାରୀଙ୍କୁ…

ଡିସେମ୍ବର ୩୧ରୁ ଏହି ୪୭ଟି ଫୋନରେ ଆଉ ଚାଲିବନି ହ୍ୱାଟ୍ସଆପ୍

ନୂଆଦିଲ୍ଲୀ: ସରି ସରି ଆସୁଛି ବର୍ଷ ୨୦୨୨ । ଦିନ କେଇଟା ପରେ ନୂଆ ବର୍ଷ ଆସିବ । କାନ୍ଥରେ ଲାଗିଥିବା କ୍ୟାଲେଣ୍ଡର ବଦଳିବା ସହ ହ୍ୱାଟ୍ସଆପ୍ ଆଉ ଆପଣଙ୍କ ଫୋନରେ କାମ କରିବନି । ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଏଣ୍ଡ୍ରୟଡ୍ ଓ ଆଇଫୋନର କେତେକ ମଡେଲରେ ଆଉ ଚାଲିବ ନାହିଁ ।…

ହ୍ୱାଟସଆପ୍‌ ପେ’ର ଭାରତ ମୁଖ୍ୟ ବିନୟ ଚୋଲେଟ୍ଟି ଦେଲେ ଇସ୍ତଫା

ନୂଆଦିଲ୍ଲୀ : ହ୍ୱାଟ୍‌ସଆପ୍‌କୁ ଲାଗିଲା ବଡ଼ ଝଟକା  । ହ୍ୱାଟସଆପ୍‌ର ଇଣ୍ଡିଆନ ପେମେଣ୍ଟ ବିଜନେସ୍‌ ବା ହ୍ୱାଟସଆପ୍‌ ପେ’ର ଭାରତ ମୁଖ୍ୟ ବିନୟ ଚୋଲେଟ୍ଟି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ହ୍ୱାଟସଆପର ଭାରତ ମୁଖ୍ୟ ଅଭିଜିତ ବୋଷ, ମେଟାର ପବ୍ଲିକ ପଲିସି ନିର୍ଦ୍ଦେଶକ ରାଜୀବ ଅଗ୍ରୱାଲ ଓ…

୨ ଘଣ୍ଟା ପରେ ହ୍ୱାଟ୍ସଆପ୍ ଉପରୁ ହଟିଲା ‘ପରାଗ’ ପ୍ରଭାବ !

ନୂଆଦିଲ୍ଲୀ: ସଚଳ ହେଲା ଅଚଳ ହ୍ୱାଟ୍ସଆପ୍ । ଦୀର୍ଘ ୨ ଘଣ୍ଟା ପରେ ହ୍ୱାଟ୍ସ,ଆପ୍ ଉପରୁ ପରାଗ ପ୍ରଭାବ ହଟିଛି । ମଙ୍ଗଳବାରି ଦିନ ପ୍ରାୟ ୧୨ଟା ୩୦ । ହଠାତ୍ ହ୍ୱାଟ୍ସଆପ୍ ସର୍ଭର ଡାଉନ୍ ହୋଇ ଯାଇଥିଲା । ଆଜି ଆଂଶିକ ସୂର୍ଯ୍ୟୋପରାଗ ସଂଗଠିତ ହେଉଥିବା ବେଳେ ହ୍ୱାଟ୍ସଆପ୍ ଭାରତ ସହ ଅଧିକାଂଶ ଦେଶରେ…

ସୂର୍ଯ୍ୟୋପରାଗରେ ବିଶ୍ୱବ୍ୟାପୀ ହ୍ୱାଟ୍ସଆପ୍ ଅଚଳ ! ଲାଗିଲା କି ଅଶୁଭ ନଜର ?

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଅଚଳ । ଆଜି ଆଂଶିକ ସୂର୍ଯ୍ୟୋପରାଗ ସଂଗଠିତ ହେଉଥିବା ବେଳେ ବିଶ୍ୱର ଅଧିକାଂଶ ଦେଶରେ ହ୍ୱାଟ୍ସଆପ୍ ଡାଉନ୍ ରହିଛି । ଭାରତୀୟ ସମୟ ପ୍ରାୟ ୧୨ଟା ୩୦ରୁ ହ୍ୱାଟ୍ସଆପ୍ କାମ କରୁନାହିଁ । ତେବେ ଏନେଇ ହ୍ୱାଟ୍ସଆପ୍ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।…

ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନାଁରେ ହ୍ୱାଟ୍ସଆପରେ ଟଙ୍କା ମାଗୁଛନ୍ତି ଠକ

ଭୁବନେଶ୍ୱର: ସାଇବର ଲୁଟେରାଙ୍କ ଟାର୍ଗେଟରେ IPS । ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ନାଁରେ ସାଇବର ଲୁଟେରା ଟଙ୍କା ମାଗୁଛନ୍ତି । ଏନେଇ ଖୋଦ୍ ଆଇପିଏସ୍ ସାରା ଶର୍ମା ଫେସବୁକରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଭିଜିଲାନ୍ସ ଏସପି ସାରା ଶର୍ମା ଲେଖିଛନ୍ତି, କେହି ଜଣେ ଅଜଣା…

BeMC କମିଶନରଙ୍କ ନାଁରେ ଫେକ୍‌ ହ୍ୱାଟ୍ସଆପ୍‌ ନମ୍ବରରେ ମଗା ହେଉଛି ଟଙ୍କା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳଙ୍କ ପରେ ଏବେ ବ୍ରହ୍ମପୁର ମହାନଗର ନିଗମ (BeMC)ର କମିଶନର ଜେ.ସୋନାଲ ନାଁରେ ଫେକ୍ ହ୍ୱାଟ୍ସଆପ୍ । ସାଇବର ଠକ ମହାନଗର କମିଶନରଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଖୋଲି ଟଙ୍କା ମାଗୁଛନ୍ତି । ମହାନଗର ନିଗମ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ୯୦୬୫୦୩୫୮୦୫ ନାମକ ଏକ…

ହ୍ୱାଟ୍ସଆପ୍‌ରେ ରେଡ୍ ହାର୍ଟ୍ ଇମୋଜି ପଠାଉଛନ୍ତି କି? ହୋଇପାରେ ଜେଲ ଦଣ୍ଡାଦେଶ

ଭୁବନେଶ୍ୱର: ଡିଜିଟାଲ୍ ଯୁଗରେ ହ୍ୱାଟ୍ସଆପ୍ ଭଳି ବାର୍ତ୍ତାବାହକ ଆପ୍ଲିକେସନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ତେବେ ଏହାର ଭୁଲ ବ୍ୟବହାର ଆପଣଙ୍କୁ ସମସ୍ୟାରେ ପକାଇପାରେ । ହ୍ୱାଟ୍ସଆପ୍‌ରେ ଯଦି ଆପଣ କାହାକୁ ରେଡ୍ ହାର୍ଟ ଇମୋଜି ପଠାଉଛନ୍ତି, ତେବେ ବେଳ ଥାଉଥାଉ ସାବଧାନ…

ହ୍ୱାଟ୍‌ସ ଆପ୍ ୟୁଜର୍ସଙ୍କୁ ବଡ ଝଟ୍‌କା; ଏହି ସବୁ ଫୋନରେ ଆଉ ଚାଲିବନି ହ୍ୱାଟ୍‌ସ ଆପ୍!

ନୂଆଦିଲ୍ଲୀ: ମେସେଜିଂ ଆପ୍ ହ୍ବାଟ୍‌ସ ଆପ୍ ବର୍ତ୍ତମାନ ବିଶ୍ବର ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ଦ୍ୱାରା ବ୍ୟବହୃତ ହେଉଛି। ଏହାର ବ୍ୟବହାରକାରୀଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ଏବଂ ସେମାନଙ୍କୁ ନୂତନ ଫିଚର ଦେବା ପାଇଁ କମ୍ପାନୀ କ୍ରମାଗତ ଭାବରେ ଆପରେ ଅପଡେଟ୍ ଆଣିଥାଏ। ତେବେ ଆପଣ ଜାଣନ୍ତି…

କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଗଲା ହ୍ୱାଟ୍ସଆପ୍

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ହ୍ୱାଟ୍ସଆପ୍ । ଆଜିଠୁ ଲାଗୁ ହେଉଥିବା ଆଇଟି ନିୟମକୁ ରୋକିବା ପାଇଁ ହ୍ୱାଟ୍ସଆପ୍ ଦିଲ୍ଲୀ ହାଇକୋର୍ଟରେ ଦାବି କରିଛି । ବିଗତ ଦିନରେ ବ୍ୟବହାରକାରୀଙ୍କ ଗୋପନୀୟତାକୁ ନେଇ ଚର୍ଚ୍ଚାରେ ଥିବା ହ୍ୱାଟ୍ସଆପ୍ କହିଛି-…