Latest Odisha News

BREAKING NEWS

Browsing Tag

wife

ପତ୍ନୀ ହନ୍ତା ସ୍ୱାମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍

ଭଦ୍ରକ: ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ ଜେଲ୍ । ଏକ ହତ୍ୟା ମାମଲାର ଶୁଣାଣି କରି ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍ ଅଭିଯୁକ୍ତ ସ୍ୱାମୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଆଜୀବନ ଜେଲ୍ ସହ ୫ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ । ଜରିମାନା ଅନାଦେୟ…

ଖାଦ୍ୟରୁ ବାହାରିଲା ଚୁଟି, ରାଗରେ ସ୍ତ୍ରୀକୁ ଲଣ୍ଡା କଲା ସ୍ୱାମୀ

ଉତ୍ତରପ୍ରଦେଶ : ମହିଳା ମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି କରାଇଥାଏ କେଶ  । କେଶ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ଘୃଣା କରିଥାଆନ୍ତି  । ବିଶେଷ କରି କୌଣସି ଖାଦ୍ୟରୁ ଚୁଟି ବାହାରିଲେ ଲୋକମାନେ ବିରକ୍ତ ହୋଇଥାଆନ୍ତି  । ତେବେ ଚୁଟିକୁ ନେଇ ଏଭଳି ଏକ ଘଟଣା ଘଟିଛି ଯାହା ଆପଣମାନେ…

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ତାୱାରେ ପିଟି ହତ୍ୟା କଲା ସ୍ୱାମୀ

ନୂଆଦିଲ୍ଲୀ : ସ୍ୱାମୀ  ସ୍ତ୍ରୀ ସମ୍ପର୍କ ହେଉଛି ପବିତ୍ର ବନ୍ଧନ । ପ୍ରତ୍ୟେକ ଘରେ ସ୍ୱାମୀ  ସ୍ତ୍ରୀ ମଧ୍ୟରେ ଛୋଟ ମୋଟ ଝଗଡ଼ା ଲାଗି ରହିଥାଏ  । ତେବେ ଏହାରି ଭିତରେ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କରିଛି ସ୍ବାମୀ  । ଏଭଳି ଅମାନବୀୟ ଘଟଣା ମୁମ୍ବାଇର ଭଣ୍ଡୁପରେ…

ଟଙ୍କା ପାଇଁ ନିଜ ସ୍ତ୍ରୀକୁ ପରପୁରୁଷକୁ ବିକିଦେଲା ସ୍ବାମୀ

କଳାହାଣ୍ଡି : ରକ୍ଷକ ସାଜିଲା ଭକ୍ଷକ । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଧର୍ମପତ୍ନୀକୁ ପରପୁରୁଷକୁ ବିକ୍ରି କରିଦେଲା ସ୍ବାମୀ । କଥାରେ ଅଛି ପ୍ରେମ ମଣିଷକୁ ଅନ୍ଧ କରିଦିଏ କିନ୍ତୁ ବର୍ତ୍ତମାନ ସମୟରେ ଟଙ୍କା ମଣିଷକୁ ଅନ୍ଧ କରୁଥିବା ନଜିର ରହିଛି । ତେବେ ଏଭଳି ଅମାନବୀୟ ଘଟଣା କଳାହାଣ୍ଡି…

ସ୍ତ୍ରୀ ନାଚିଲାନି ବୋଲି ଛାଡପତ୍ର ଦେଇ ନିଆଁରେ ପୋଡିହେଲା ସ୍ୱାମୀ

ମିରଟ: ସ୍ତ୍ରୀକୁ ବାରମ୍ବାର କହୁଥିଲା ଜିନ୍ସ ପିନ୍ଧିବାକୁ । ପ୍ରଥମେ ନିବେଦନ ପରେ ଧମକଚମକ । ଏପରିକି ସ୍ତ୍ରୀକୁ ନାଚିବାକୁ ବି ସ୍ୱାମୀ ବାଧ୍ୟ କରୁଥିଲା । ହେଲେ ଏଥିରେ ସ୍ତ୍ରୀ ରାଜି ନହେବାରୁ । ସ୍ୱାମୀ ନେଇଥିଲା ଚରମ ନିଷ୍ପତ୍ତି । ପ୍ରଥମେ ସ୍ତ୍ରୀକୁ ଛାଡପତ୍ର, ପରେ ନିଜ ଦେହରେ ନିଆଁ ବି…

ଲକ୍‌-ଡାଉନରେ ଫସିଥିଲା ସ୍ତ୍ରୀ, ପ୍ରେମିକାକୁ ବିବାହ କଲା ସ୍ୱାମୀ !

ବିହାର: ପାଲିଗଂଜ ଭରତପୁରାର ଧୀରଜ କୁମାର । ଲକ୍‌-ଡାଉନ୍ ପୂର୍ବରୁ ସ୍ତ୍ରୀ ଯାଇଥିଲା ଶ୍ୱଶୁର ଘର । ହେଲେ ରାସ୍ତାଘାଟ ବନ୍ଦ ଥିବାରୁ ଆଉ ଫେରିପାରିନଥିଲା । ଶେଷରେ ରାଗ ଶୁଝାଇବାକୁ ଯାଇ ପୂର୍ବତନ ପ୍ରେମିକାକୁ ବିବାହ କରି ଗିରଫ ହୋଇଛି । ବିବାହ ପରେ ସ୍ତ୍ରୀ ଦୁଲହିନ୍ ବଜାରସ୍ଥିତ ନିଜ…

ସ୍ତ୍ରୀର କେମୋଥେରାପୀ ପାଇଁ ୧୪୦ କିମି ସାଇକେଲ ଚଳାଇଲେ ଦିନ ମଜୁରିଆ !

ତାମିଲନାଡୁ : ସାରା ଦେଶରେ ଲକ୍-ଡାଉନ୍ ପାଇଁ ଲୋକଙ୍କର ଅଗଣିତ ଅଭିଯୋଗ । ହେଲେ ସମସ୍ତ ବାଧାବିଘ୍ନକୁ ଆଡେଇ ଜଣେ ବ୍ୟକ୍ତି ସାଇକେଲରେ ସ୍ତ୍ରୀକୁ ବସାଇ ୧୪୦ କିମି ଅତିକ୍ରମ କରି ହସ୍ପିଟାଲରେ ପହଂଚିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ୬୫ବର୍ଷୀୟ ଦିନ ମଜୁରିଆ ଅରିଭଜାଗନ । ମାର୍ଚ୍ଚ ୩୧ରେ…